ସୁଶାନ୍ତଙ୍କ ଡ୍ରାଇଭରଙ୍କର ବଡ ଖୁଲାସା, ସୁଶାନ୍ତଙ୍କୁ ପବ୍ଲିକ ସାମ୍ନାରେ ବେଜିତ କରୁଥିଲେ ରିୟା, ଭଉଣୀ ସହ ଝଗଡାର କାରଣ ବି କହିଲା

ସୁଶାନ୍ତ ସିଂହ ରାଜପୁତ ଙ୍କୁ ଦୁନିଆରୁ ଯିବାର 2 ମାସରୁ ଅଧିକ ସମୟ ହେଇ ସାରିଛି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନ୍ୟାୟ ହେଇ ପାରିଲା ନାହିଁ । କିନ୍ତୁ ସୁଶାନ୍ତଙ୍କୁ ନେଇ ଅନେକ ନୂଆ ନୂଆ କଥା ସାମ୍ନା କୁ ଆସୁଛି ଓ ଏବେ ତ ରିୟା ର ପୁରା କୁଣ୍ଡଳୀ ସାମ୍ନା କୁ ଆସି ଯାଇଛି । ଏବେ ସେହି ଡ୍ରାଇଭର ସାମ୍ନା କୁ ଆସିଛି ଯିଏ ସବୁବେଳେ ସୁଶାନ୍ତଙ୍କ ସାଥିରେ ରହୁଥିଲା ଓ ସେହି ଡ୍ରାଇଭର ବିରେନ ଏମିତି ଏମିତି କଥା ର ଖୁଲାସା କରିଛି ଯାହା ଆପଣଙ୍କୁ କେବଳ ଆଶ୍ଚର୍ଯ୍ୟ କରିବ ନାହିଁ ବରଂ ରିୟା କେତେ ଘଟିଆ ଓ ନିଚ୍ଚ ଆପଣ ସେଥିରୁ ଅନ୍ଦାଜ ଲଗାଇ ପାରିବେ ।

ଏବେ ସୁଶାନ୍ତଙ୍କ ଡ୍ରାଇଭର ଯେଉଁ ଖୁଲାସା କରିଛି ସେଥିରୁ ଜଣା ପଡିଯିବ କି ରିୟା କଣ ଚାହୁଁଥିଲା ଓ ରିୟାର ପ୍ଳାନ କଣ ଥିଲା । ଏକ ନ୍ଯୁଜ ଚ୍ୟାନେଲ ସହିତ କଥା ହୋଇ ସୁଶାନ୍ତଙ୍କ ଡ୍ରାଇଭର ବିରେନ କହିଲା କି ସେ ସବୁବେଳେ ସୁଶାନ୍ତଙ୍କ ସାଙ୍ଗରେ ରହୁଥିଲା । ଡ୍ରାଇଭରର କହିବା କଥା କି କାର ରେ ସୁଶାନ୍ତ ସାର ଓ ରିୟା ଏକାଠି ରହୁଥିଲେ ଓ ବହୁତ ଛୋଟ ଛୋଟ କଥାରେ ରିୟା ସୁଶାନ୍ତଙ୍କ ସହ ଝଗଡା ଆରମ୍ଭ କରି ଦେଉଥିଲେ ।

ଛୋଟ ମୋଟ ଝଗଡା ତ ସବୁ କପଲ ଙ୍କ ଭିତରେ ହୋଇଥାଏ କିନ୍ତୁ ଏଠାରେ ଏମିତି ନଥିଲା ଯେତେବେଳେ କାର ରହୁଥିଲା ସୁଶାନ୍ତ ଲୋକମାନଙ୍କ ମଧ୍ୟରେ ରହୁଥିଲେ ସେଠାରେ ମଧ୍ୟ ରିୟା ସୁଶାନ୍ତ ସାର ଙ୍କୁ ବେଜିତ କରନ୍ତି । ଆଜ୍ଞା ହଁ, ସୁଶାନ୍ତ ଙ୍କ ଭଳିଆ ସୁପରଷ୍ଟାର ଯେତେବେଳେ ପବ୍ଲିକ ସାମ୍ନାରେ ରହୁଥିଲେ ସେଠାରେ ମଧ୍ୟ ସୁଶାନ୍ତଙ୍କ ଇମେଜ ର ଓ ସୁଶାନ୍ତଙ୍କର କୌଣସି ଚିନ୍ତା ନଥିଲା ଓ ଲୋକଙ୍କ ସାମ୍ନାରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ ବହୁତ ଖରାପ ବ୍ୟବହାର କରୁଥିଲେ ।

ଗୋଟିଏ ଭିଡିଓ ତ ଆପଣ ସମସ୍ତେ ଦେଖିଥିବେ ଯେତେବେଳେ ଫ୍ୟାନ୍ସ ସୁଶାନ୍ତଙ୍କୁ ଏକ ଫଟୋ ପାଇଁ ରିକ୍ୟୁଏଷ୍ଟ କରନ୍ତି କିନ୍ତୁ ସେତେବେଳେ ରିୟା ସୁଶାନ୍ତଙ୍କୁ ଗାଳି କରି କାର ରେ ବସିବା ପାଇଁ କୁହନ୍ତି ଓ ସୁଶାନ୍ତ ବି ଚୁପ ଚାପ କାର ରେ ବସି ଯାଆନ୍ତି । ଡ୍ରାଇଭର ବିରେନ କହିଲା ଥରେ ନୁହେଁ ବରଂ ବହୁତ ଥର ଏମିତି ହେଉଥିଲା ଯେତେବେଳେ ଲୋକଙ୍କ ସାମ୍ନା ରେ ରିୟା ସୁଶାନ୍ତଙ୍କୁ ନିଚ୍ଚ ଦେଖାଇବାକୁ ଚେଷ୍ଟା କରନ୍ତି । କେବଳ ଏତିକି ନୁହେଁ ଘରେ ବି ଯଦି କେହି ଆସେ ତେବେ ରିୟା ସମସ୍ତଙ୍କ ସାମ୍ନାରେ ସୁଶାନ୍ତଙ୍କୁ ଗାଳି କରୁଥିଲେ ମାନେ ରିୟା ର ଉଦ୍ଦେଶ୍ୟ ହିଁ ସୁଶାନ୍ତଙ୍କୁ ବଦନାମ କରିବାର ଥିଲା ।

ଡ୍ରାଇଭର ସୁଶାନ୍ତ ଓ ତାଙ୍କ ଭଉଣୀଙ୍କ ଝଗଡା ବିଷୟରେ ମଧ୍ୟ କହିଲା । ଡ୍ରାଇଭର କହିଲା କି ଥରେ ରିୟା ଓ ତାର ଭାଇ ସୋବିକ ପାର୍ଟି କରିବା ପାଇଁ ଆସିଥିଲେ । ସେତେବେଳେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ବି ଆସିଥିଲେ । ସେତେବେଳେ ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତ ଙ୍କ ସମ୍ପର୍କ ସେତେବେଳେ ନୂଆ ନୂଆ ଥିଲା ଓ ରିୟା ସେତେବେଳେ ବାରମ୍ବାର ସୁଶାନ୍ତଙ୍କୁ ଭଡକାଉଥିଲେ ଓ ଭଉଣୀ ବିରୁଦ୍ଧରେ ତାଙ୍କୁ ବହୁତ କଥା ଖରାପ କରି କହୁଥିଲେ ।

ରିୟା ଉକସାଇବା ଦ୍ଵାରା ହିଁ ସୁଶାନ୍ତଙ୍କର ତାଙ୍କ ଭଉଣୀଙ୍କା ସହ ଝଗଡା ହେଇଥିଲା । ଏହାର ମୁଖ୍ୟ କାରଣ ଥିଲେ ରିୟା । ଡ୍ରାଇଭର ଆଗକୁ କହିଲା କି ଯେତେବେଳେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ରିଯାଙ୍କୁ ଏଥିରେ କୌଣସି ଫରକ ପଡୁ ନଥିଲା । ଘରେ ରିୟା ପାର୍ଟି କରୁଥିଲେ । ଡ୍ୟାନ୍ସ, ମଜା ମସ୍ତି ସବୁ ହେଉଥିଲା ଓ ତାହା ସବୁ କିଛି ସୁଶାନ୍ତଙ୍କ ଟଙ୍କାରେ । ସେହି ଘରେ ସୁଶାନ୍ତ ସବୁବେଳେ ଶୋଇ ରହୁଥିଲେ ।

ରିୟା ତ ତାହା ହିଁ ଚାହୁଁଥିଲା କି ସୁଶାନ୍ତ ଖାଲି ସୋଇ ରୁହନ୍ତୁ ଓ ସେ ସୁଶାନ୍ତଙ୍କ ସବୁ କିଛି ନିଜ ନାମରେ କରାଇ ନେଉ । ଡ୍ରାଇଭର ଆଗକୁ କହିଲେ କି ସୁଶାନ୍ତ ମନା କରିବା ସତ୍ବେ ବି ରିୟା ମୋତେ ଆଉ ତାଙ୍କର ପୁରୁଣା ଷ୍ଟାଫ ଙ୍କୁ ବଦଳାଇ ଦେଇଥିଲେ । ମାନେ ରିୟା ର ମତଲବ କ୍ଲିୟର ଥିଲା ସେ ସୁଶାନ୍ତଙ୍କ ଜରିଆରେ ବଲିଉଡ ରେ ବଡ ହିରୋଇନ ହେବାକୁ ଚାହୁଥିଲା ଯେତେବେଳେ ତାହା ହେଇ ପାରିଲା ନାହିଁ ଇଞ୍ଜେକ୍ସନ ଜରିଆରେ ସୁଶାନ୍ତଙ୍କୁ ପାଗଳ କରି ତାଙ୍କର ସବୁକିଛି ହଡପ କରିବାର ପ୍ଲାନିଂ ଥିଲା ।

ଏବେ ଆଶା କରା ଯାଉଛି CBI ରିୟାଙ୍କ ଉପରେ ବଡ ଆକ୍ସନ ନେବେ । ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁନନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *