ପ୍ଲାଷ୍ଟିକ ସର୍ଜରୀ କରି ନିଜର ସୁନ୍ଦର ଚେହେରାକୁ ନଷ୍ଟ କରିଦେଲେ Bollywood ର ଏହି 5 ଜଣ ହିରୋଇନ, 3 ନମ୍ବର ହିରୋଇନଙ୍କୁ ତ ଲୋକଙ୍କ ଠାରୁ ବହୁତ କିଛି ଶୁଣିବାକୁ ପଡିଥିଲା

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ ରେ ସୁନ୍ଦରୀ ସୁନ୍ଦରୀ ଅଭିନେତ୍ରୀ ମାନଂକୁ ଦେଖିଥିବେ ନିଶ୍ଚିତ । ଯାହାଙ୍କ ସୁନ୍ଦରତା କୁ ଦେଖି ସମସ୍ତେ ସେମାନଙ୍କ ର ପ୍ରଶଂସକ ସହ ସେମାନଙ୍କ ଦିୱାନା ହୋଇ ଯାଆନ୍ତି । ତେବେ ଏହି ଅଭିନେତ୍ରୀ ମାନେ ନିଜ ନିଜର ସୁନ୍ଦରତା କୁ ବଜାୟ ରଖିବା ପାଇଁ ସେମାନେ ବହୁତ ପ୍ରକାରର କାର୍ଯ୍ୟ କରିଥାନ୍ତି । କେତେବେଳେ କିଛି ମେକଅପ ଜରିଆରେ ଏବଂ କେତେବେଳେ ପ୍ଲାଷ୍ଟିକ ସର୍ଜରୀ କରିବା ଏହି ଭଳି କାମ କରି ନିଜର ସୁନ୍ଦରତା କୁ ବଜାୟ ରଖି ଥାଆନ୍ତି ।

ତେବେ ବଲିଉଡ ରେ ଅନେକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜ ଚେହେରା ର ପ୍ଲାଷ୍ଟିକ ସର୍ଜରୀ କରି ସୁନ୍ଦର ହୋଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁମାନେ ନିଜର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ୧- ପ୍ରଥମ ରେ ହେଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ସେ ନିଜର ଓଠ ଏବଂ ନାକ ର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି ଯାହା ପିକେ ସିନେମା ରେ ଭଲ ଭାବରେ ଦେଖିବାକୁ ମିଳିଥିଲା ଏବଂ ଲୋକ ମାନେ ତାଙ୍କ ର ଏହି ଲୁକ କୁ ବହୁତ ଟ୍ରୋଲ ମଧ୍ୟ କରିଥିଲେ । ତାଙ୍କର ଏହି ଲୁକ କୁ ଦର୍ଶକ ମାନେ ପସନ୍ଦ ମଧ୍ୟ କରି ନଥିଲେ

୨- ଦ୍ଵିତୀୟ ରେ ହେଉଛନ୍ତି ବାଣୀ କପୂର । ବାଣୀ କପୂର ଯେତେବେଳେ ନିଜର କ୍ୟାରିଆର ଆରମ୍ଭ କରିଥିଲେ ସେତେବେଳେ ସେ ବହୁତ ସୁନ୍ଦର ଏବଂ ପ୍ୟାରା ଦେଖା ଯାଉଥିଲେ କିନ୍ତୁ ସେ ନିଜର ଲୁକ କୁ ବଦଳାଇବା ପାଇଁ ନିଜର ଓଠ ଏବଂ ନାକ ର ସର୍ଜରୀ କରିଥିଲେ ଯାହା ପରେ ତାଙ୍କ ଲୁକ ବହୁତ ବଦଳି ଯାଇଥିଲା ଏବଂ ଦର୍ଶକ ମାନେ ତାଙ୍କର ଏହି ଲୁକ କୁ ବହୁତ ଟ୍ରୋଲ କରିଥିଲେ ।

୩- ତୃତୀୟ ରେ ହେଉଛନ୍ତି ଆଏଶା ଟାକିଆ । ଆଏଶା ନିଜର କ୍ୟାରିଆର ର ଆରମ୍ଭ ରେ ବହୁତ ସୁନ୍ଦର ଦେଖା ଯାଉଥିଲେ ଏବଂ ତାଙ୍କର ଲୁକ କୁ ଏବଂ ସୁନ୍ଦରତା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ କିନ୍ତୁ ସେ ନିଜ ର ସ୍ତନ ଏବଂ ଓଠ ର ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଯାହାକି ତାଙ୍କୁ ଦେଖିବା ପରେ ସେ ବହୁତ ଅଲଗା ଦେଖା ଗଲେ ।

୪- ଚତୁର୍ଥ ରେ ହେଉଛନ୍ତି କରିନା କପୂର । କରିନା ବଲିଉଡ ର ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ତାଙ୍କ ର ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ଏବଂ ତାଙ୍କ ସୁନ୍ଦରତା ର ପ୍ରଶଂସା ମଧ୍ୟ କରନ୍ତି କିନ୍ତୁ ସେ ମଧ୍ୟ ନିଜର ନାକର ଅଗ୍ରଭାଗର ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଏବଂ ତାଙ୍କ ଲୁକ ଏକଦମ ବଦଳି ଯାଇଥିଲା ।

୫- ପଞ୍ଚମ ରେ ହେଉଛନ୍ତି ସାରା ଖାନ । ସାରା ହେଉଛନ୍ତି ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ସେ ଅନେକ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି । ସାରା ଯେତେବେଳେ ନିଜ କ୍ୟାରିଆର ଆରମ୍ଭ କରିଥିଲେ ସେତେବେଳେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ କିନ୍ତୁ ସେ ମଧ୍ୟ ନିଜର ଲୁକ କୁ ବଦଳାଇବା ପାଇଁ ନିଜର ଓଠ ର ସର୍ଜରୀ କରିଥିଲେ ତାହା ପରଠାରୁ ତାଙ୍କ ଲୁକ ଏକଦମ ଅଲଗା ହୋଇ ଯାଇଛି ଏବଂ ଲୋକମାନେ ତାଙ୍କର ଏହି ଲୁକ କୁ ପସନ୍ଦ ମଧ୍ୟ କରୁ ନାହାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *