ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଦୁଇଟି କଳାକାର ଆଉ କେହି ନୁହେଁ ଏ ହେଉଛନ୍ତି ଶୁଭାଶିଷ ଓ ଆନିଶା । ଉଭୟ ଶୁଭାଶିଷ ଓ ଆନିଶା ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅନେକ ସିରିଏଲ କରିଛନ୍ତି । ଏହି ଦୁଇଜଣଙ୍କ ଦମଦାର ଅଭିନୟ ଓ ଏମାନଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ମାସ ତଳେ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ ।
ଏହା ପରେ ଏହି ଦୁଇଜଣଙ୍କର ଏକ କୁନି ଝିଅ ଜନ୍ମ ହୋଇଥିଲା ଯାହାର ନାମ ହେଉଛି ଭିୟୋନା । ଭିୟୋନା ଜନ୍ମ ହେବା ପରେ ଶୁଭାଶିଷ ଓ ଆନିଶା ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ସେମାନେ ନିଜ ଝିଅ ସହ ଅନେକ ଫଟୋ ଓ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଛନ୍ତି । ଫ୍ୟାନ୍ସ ମାନେ ମଧ୍ୟ ଶୁଭାଶିଷ ଓ ଆନିଶାଙ୍କ ଝିଅ ଭିୟୋନାଙ୍କୁ ବହୁତ ଭଲ ପାଇବା ଦେଉଛନ୍ତି ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଶୁଭାଶିଷ ଓ ଆନିଶାଙ୍କ ଝିଅ ଭିୟୋନାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ପ୍ରଥମ ଥର ପାଇଁ ଭିୟୋନାଙ୍କ ଖିରୀ ଖିଆ ବା ଅର୍ଣ୍ଣପ୍ରାସାନ ହୋଇଛି । ଏହି ଭିଡିଓରେ ଭିୟୋନା ନିଜ ମା ବାପାଙ୍କ ସହ ପୂଜା ସ୍ଥଳୀରେ ବସିଥିବାର ନଜର ଆସୁଛନ୍ତି । ଶୁଭାଶିଷ ନିଜ ଝିଅକୁ ଖିରୀ ଖୁଆଉ ଥିବାର ମଧ୍ୟ ନଜର ଆସୁଛନ୍ତି । ଏହି ଭିଡିଓରେ ଭିୟୋନା ବହୁତ କ୍ୟୁଟ ଓ ସୁନ୍ଦର ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଭିୟୋନାଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।