ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ କଳାକାର ରହିଛନ୍ତି ଯେଉଁମାନଙ୍କୁ ଦେଖିବାକୁ ଦର୍ଶକେ ବହୁତ ଉତ୍କଣ୍ଠା ର ସହିତ ଚାହିଁବସିଥାନ୍ତି । ସେଥି ମଧ୍ୟରୁ ଆନୀଷା ଏବଂ ଶୁଭାଶିଷ ଅନ୍ୟତମ । ଆପଣ ମାନେ ନିଶ୍ଚିତ ଉଭୟଙ୍କୁ ଙ୍କୁ ଭଲ ଭାବରେ ଟିଭି ପରଦା ସମୁଖରେ ଦେଖିଥିବେ । ଉଭୟ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଲାପରେ ପରସ୍ପର ଙ୍କୁ ଭଲପାଇ ବସିଥିଲେ । ସିରିୟଲ ହେଉ କିଅବା ଅନ୍ୟ କୌଣସି ଆଲବମ ଉଭୟ ବେସ ଭଲ ଭାବରେ ସେଥିରେ ଅଭିନୟ କରି । ଲୋକ ଲୋଚନକୁ ଆସି ପ୍ରସିଦ୍ଧ ହୋଇଛନ୍ତି ।
ଓଲିଉଡ ଜଗତରୁ ଅଭିନୟ କରି ଉଭୟ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଉଭୟଙ୍କର କନ୍ୟା ସନ୍ତାନ ହୋଇଅଛି । ପ୍ରଥମଥର ପାଇଁ ସୋ-ସି-ଆ-ଲ ମି-ଡି-ଆ ରେ ତାଙ୍କ ଝିଅ ଙ୍କ ଫଟୋ କୁ ସେ-ୟା-ର କରିଛନ୍ତି ଆନୀଷା ଏବଂ ଶୁଭାଶିଷ । ମାତ୍ର ଗତକାଲି ଉଭୟଙ୍କ ଝିଅ ବିୟୋନାଙ୍କର ଏକୋଇସିଆ ପୂଜା ହୋଇଥିଲା । ସେହି ପୂଜା ର ବହୁତ ସାରା ଫଟୋଚିତ୍ର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ପୋଷ୍ଟ କରିଛନ୍ତି ଆନିଶା ଏବଂ ଶୁଭାଶିଷ ।
ଆନିଶା ପ୍ରଥମ ଥର ନିମନ୍ତେ ନିଜ ଝିଅକୁ ଏକ ବ୍ରସଲେଟ ଉପହାର ସ୍ୱରୂପ ଦେଇଥିବାର ନଜର ଆସିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ରୁ ବହୁତ ଓଡିଆ ସେଲିବ୍ରିଟି ମାନେ ଅନିଶା ଏବଂ ଶୁଭାଶିଷ ଙ୍କ ଝିଅ ଙ୍କ ଏକୋଇସିଆରେ ଉପସ୍ଥିତ ଥିଲେ । ବର୍ତମାନ ସମୟରେ ଶୁଭାଶିଷ ଶର୍ମା ଗୋଟିଏ ସିରିୟଲ ରେ ଅଭିନୟ କରିଛନ୍ତି ଯାହାର ନାମ ହେଉଛି ହେ’ ପ୍ରଭୁ । ଏହି ସିରିୟଲରେ ଶୁଭାଶିଷ ଙ୍କ ଚମତ୍କାରୀ ଅଭିନୟ ଦେଖିବାକୁ ମିଳିଅଛି । ଆନିଶା ମଧ୍ୟ ପୂର୍ବରୁ ଅନେକ ସିନେମା ତଥା ସିରିୟଲରେ ଅଭିନୟ କରିଛନ୍ତି ମାତ୍ର ବର୍ତ୍ତମାନ ବିବାହ ପରେ ଅନିଶା ନିଜ ବୈବାହିକ ଜୀବନ ରେ ବ୍ୟସ୍ତ ଥିବା ବେଳେ କୌଣସି ସିରିୟଲ ରେ ଅଭିନୟ କରୁଥିବାର ନଜର ଆସୁନାହାନ୍ତି ।
କିନ୍ତୁ ଦର୍ଶକେ ଆନିଶା ଙ୍କ ଓଡିଆ ଇଣ୍ଡଷ୍ଟ୍ରୀକୁ ଫେରିବା ବାଟକୁ ଚାହିଁ ବସିଛନ୍ତି । ଆନିଶା କହିଛନ୍ତି ଯେ ସେ ସମସ୍ତ ପ୍ରକାରର ପ୍ରୟୋରୀଟି ବର୍ତ୍ତମାନ ତାଙ୍କ ଝିଅ କୁ ଦେବେ । ତାଙ୍କ ଝିଅ ଟିକିଏ ବଡ ହେବା ପରେ ସେ ପୁଣିଥରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରିବେ ବୋଲି କହିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ