Sonu Sood ଙ୍କ ଘରେ ପହଞ୍ଚି ଝିଅଟି ଏମିତି କଣ ସାହାର୍ଯ୍ୟ ମାଗିଲା କି ରାଗିଗଲେ Sonu, କହିଲେ କିଛି ଏମତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

ଅନେକ ଲୋକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ବଲିଉଡ ର ସୁପରଷ୍ଟାର ସୋନୁ ସୁଦ ସହଯୋଗ ର ହାତ ବଢ଼ାଇଥିଲେ । ସେ ଏହି ମହାମାରୀ ସମୟ ରେ ଅନେକ ଲୋକଙ୍କୁ ଆଣି ତାଙ୍କ ଘରେ ପହଞ୍ଚାଇ ଥିଲେ । ବନ୍ଧୁଗଣ କରୋନା ମହାମାରୀ ସମୟ ରେ କେବଳ ଜଣେ ହିଁ ଲୋକ ଘରୁ ବାହାରକୁ ବାହାରି ଅନେକ ଲୋକ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଥିଲେ ।

ଅନେକ ଲୋକ ଙ୍କୁ ସେ ଖାଦ୍ୟ ଯୋଗାଇ ଥିଲେ ଓ ଅନେକ ଲୋକଙ୍କୁ ସେ ଘରେ ପହଞ୍ଚାଇ ଥିଲେ । ତେବେ ବନ୍ଧୁଗଣ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆମର ପ୍ରିୟ ଅଭିନେତା ସୋନୁ ସୁଦ । କରୋନା ସମୟ ରେ ସେ ଗରିବ ଖଟି ଖିଆ ଙ୍କ ପାଇଁ ଭଗବାନ ସାଜିଥିଲେ । ବାସ କେବଳ ଗୋଟିଏ ଟ୍ୱିଟ କରି ତାଙ୍କୁ ଜଣାଇ ଦେବା ଦ୍ଵାରା ସେ ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସୁଥିଲେ । ସୋନୁ ସୋସିଆଲ ମିଡ଼ିଆ ରେ ବହୁତ ସକ୍ରିୟ ରହି ଅନେକ ଲୋକଙ୍କ ର ସମସ୍ୟା ର ସମାଧାନ କରୁଛନ୍ତି । ସେ ଏହି ସମୟ ରେ ସମସ୍ତ ଙ୍କ ଠାରୁ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

କିଛି ଦିନ ପୂର୍ବ ରୁ ଜଣେ ଯୁବତୀ ସୋନୁ ଙ୍କ ଘରେ ପହଞ୍ଚି ତାଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ । ଯୁବତୀ ଜଣଙ୍କ ସୋନୁ ଙ୍କୁ କିଛି ଆର୍ଥିକ ସହାୟତା ମାଗିଥିଲେ । କିନ୍ତୁ ସୋନୁ ଏହାକୁ ମନା କରି ଦେଇଥିଲେ । ସେ କହିଥିଲେ ଯେ ଯଦି ଆପଣଙ୍କ ର ଅନ୍ୟ କୌଣସି ପ୍ରକାର ସାହାଯ୍ୟ ଆବଶ୍ୟକ ତେବେ ସେଥିପାଇଁ ମୁଁ ପ୍ରସ୍ତୁତ ଅଛି କିନ୍ତୁ ଆମେ କାହାକୁ ମଧ୍ୟ କୌଣସି ଆର୍ଥିକ ସହାୟତା ପ୍ରଦାନ କରି ପାରିବୁ ନାହିଁ ।

ଯଦି ମେଡିକାଲ ବିଲ କିମ୍ବା ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସହାୟତା ଆବଶ୍ୟକ ତେବେ ଆମେ ସାହାଯ୍ୟ କରିବୁ କିନ୍ତୁ ଆପଣଙ୍କ ବ୍ୟାଙ୍କ ଋଣ କିମ୍ବା ଅନ୍ୟ କୌଣସି ଆର୍ଥିକ ସହାୟତା ପ୍ରଦାନ କରି ପାରିବୁ ନାହିଁ । ସେ ବ୍ୟକ୍ତିଗତ ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସେ କୌଣସି ଟ୍ରଷ୍ଟ ଦ୍ୱାରା ଲୋକଙ୍କୁ ସାହାଯ୍ୟ କରୁନାହାନ୍ତି । ତେଣୁ ସେ ସିଧାସଳଖ ଏହି ପରି ସାହାଯ୍ୟ କରିବା ପାଇଁ ମନା କରିଦେଇଥିଲେ ।

ବନ୍ଧୁଗଣ ପ୍ରତିଦିନ ସୋନୁ ଙ୍କ ଘର କୁ ପ୍ରାୟ ଅନେକ ଲୋକ ସାହାଯ୍ୟ ମାଗିବାକୁ ଆସୁଛନ୍ତି । କିନ୍ତୁ ସୋନୁ କେବଳ ସ୍ୱାସ୍ଥ୍ୟ, ଶିକ୍ଷା ସମ୍ଭନ୍ଧୀୟ ଓ ବିପଦ ରେ ପଡିଥିବା ଲୋକଙ୍କୁ ହିଁ ସାହାଯ୍ୟ କରିଥାନ୍ତି । କିନ୍ତୁ ଲୋକ ମାନେ ତାଙ୍କ ନିକଟ କୁ ନିଜର ବ୍ୟକ୍ତିଗତ ଓ ଆର୍ଥିକ ସାହାଯ୍ୟ ଆଶା ନେଇ କରି ମଧ୍ୟ ଆସୁଛନ୍ତି । ଏଥିପାଇଁ ସେ ଟିକେ କ୍ରୋଧିତ ମଧ୍ୟ ହୋଇ ଯାଇଥିଲେ ।

ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *