Shilpa Shetty ଙ୍କ ବଡ ଖୁଲାସା, ଏହି Actor ଙ୍କ ପାଇଁ ମାତ୍ର ୨୨ ବର୍ଷ ବୟସରେ ସେ ହରାଇଥିଲେ ଭ-ର୍ଜି-ନି-ଟି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟିଙ୍କର ବହୁତ ସୁପର ହିଟ ଫିଲ୍ମ ଗୁଡିକୁ ଦେଖିଥିବେ ।

ଶିଲ୍ପା ନିଜ କଷ୍ଟ ଓ ନିଜ ସଂଘର୍ଷ ଦ୍ଵାରା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ୨୭ ବର୍ଷ ବୟସରୁ ଶିଲ୍ପା ବଲିଉଡରେ ରହିଆସିଛନ୍ତି । ବନ୍ଧୁଗଣ ଗୋଟେ ସମୟ ଏପରିଥିଲା ଯେବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଶିଲ୍ପା ସେଟିଙ୍କ ଲଭ ଅଫେୟାରର ଚର୍ଚା ବହୁତ ହେଉଥିଲା ।

ଶିଲ୍ପା ଅକ୍ଷୟଙ୍କ ପ୍ରେମରେ ସବୁକିଛି ଭୁଲି ଯାଇଥିଲେ ଓ ସେ ଅକ୍ଷୟଙ୍କ ଠାରୁ ଦୂରରେ ରହିପାରୁ ନଥିଲେ । ଶିଲ୍ପା ପ୍ରଥମେ ଲଣ୍ଡନର ଟିଭି ସୋ ‘ବିଗ ବ୍ରଦର୍ଶ’ ରେ ଅକ୍ଷୟଙ୍କୁ ନେଇ ଏକ ବଡ ଖୁଲାସା କରିଥିଲେ ।

ସେହି ସୋରେ ଶିଲ୍ପା କହିଥିଲେ ସେ କେବଳ ୨୨ ବର୍ଷ ବୟସରେ ନିଜର ଭ-ର୍ଜି-ନି-ଟିକୁ ହରାଇ ବସିଥିଲେ । ଏହା ପାଇଁ ଦାୟୀ ଥିଲେ ଅକ୍ଷୟ କୁମାର । ବନ୍ଧୁଗଣ ବଲିଉଡ ଫିଲ୍ମ ‘ମେ ଖିଲାଡ଼ି ତୁ ଅନାଡି’ର ସୁ-ଟି-ଙ୍ଗ ସମୟରେ ଶିଲ୍ପା ଓ ଅକ୍ଷୟ ପରସ୍ପର ସହ ବହୁତ କ୍ଳୋସ ହୋଇଯାଇଥିଲେ । ଏହି ଫିଲ୍ମ ପରଠାରୁ ଦୁଇଜଣଙ୍କ ଅଫେୟାର ଆରମ୍ଭ ହୋଇଥିଲା ଓ ବହୁତ ସମୟ ପର୍ଯ୍ୟନ୍ତ ଏମାନଙ୍କର ଲଭ ଅଫେୟାର ଚାଲିଥିଲା ।

ବନ୍ଧୁଗଣ ଶିଲ୍ପା ସେହି ସୋରେ କହିଥିଲେ ଯେ ତାଙ୍କୁ ଅକ୍ଷୟଙ୍କ ପୂର୍ବରୁ କୌଣସି ଲୋକ କିସ୍ ମଧ୍ୟ କରିନଥିଲା । ସେ ତାଙ୍କ ଜୀବନରେ ସର୍ବ ପ୍ରଥମେ ଅକ୍ଷୟ କୁମାରଙ୍କୁ ମନ ଦେଇ ବସିଥିଲେ । ବନ୍ଧୁଗଣ ସେହି ସମୟରେ ଅକ୍ଷୟ ଓ ଶିଲ୍ପାଙ୍କର ବିବାହ ଖବର ମଧ୍ୟ ବହୁତ ଚର୍ଚାରେ ଥିଲା । ବନ୍ଧୁଗଣ ଫିଲ୍ମ ‘ମେ ଖିଲାଡ଼ି ତୁ ଅନାଡି’ର ସୁ-ଟି-ଙ୍ଗ ସମୟରେ ଶିଲ୍ପା ନିଜର ଭ-ର୍ଜି-ନି-ଟି ହରାଇ ଥିଲେ ଓ ଏଥିପାଇଁ ଅକ୍ଷୟ କୁମାର ଦାୟୀ ଥିଲେ ।

ଅକ୍ଷୟ ନିଜର ସାଙ୍ଗଙ୍କୁ ଶିଲ୍ପା ବିଷୟରେ କହିଥିଲେ ଓ ସେଥିପାଇଁ ଏହି କଥାଟି ଲିକ୍ ହୋଇଯାଇଥିଲା । ଅକ୍ଷୟ ନିଜ ସାଙ୍ଗକୁ କହିଥିଲେ ଯେ, ‘ଶିଲ୍ପା ପରଦା ଉପରେ ଯେତେ ସିଧା ସାଧା ନଜର ଆସୁଥିଲେ କଣ ହେବ ବେଡରେ ସେ ବହୁତ ଅଧିକ ଆକ୍ଟିଭ ହୋଇଯାନ୍ତି’ । ବନ୍ଧୁଗଣ ଏହି ଖବରଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଅକ୍ଷୟଙ୍କ ସହ ବହୁତ ବଲିଉଡ ଅଭିନେତ୍ରୀ ମାନଙ୍କର ଲଭ ଅଫେୟାର ରହିଛି । ସେଥି ମଧ୍ୟରୁ ଶିଲ୍ପା ମଧ୍ୟ ଏକ ଅଭିନେତ୍ରୀ ଅଟନ୍ତି ଯିଏ ଅକ୍ଷୟଙ୍କୁ ପ୍ରେମ କରି ନିଜର ଭ-ର୍ଜି-ନି-ଟି ହରାଇ ବସିଲେ ।

୯୦ ଦଶକରେ ଶିଲ୍ପା ବହୁତ ସୁପର ହିଟ ଫିଲ୍ମ ବଲିଉଡକୁ ଦେଇଥିଲେ । ବର୍ତ୍ତମାନ ଶିଲ୍ପା ୪୫ ବର୍ଷ ବୟସରେ ମଧ୍ୟ ବହୁତ ସୁନ୍ଦର ଆସୁଛନ୍ତି । ବନ୍ଧୁଗଣ ଶିଲ୍ପା ସେଟି ବିଜନେସ ମ୍ୟାନ ରାଜ କୁନ୍ଦରାଙ୍କ ସହ ବିବାହ କରିଛନ୍ତି ଓ ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛି । ରାଜ କୁନ୍ଦରାଙ୍କ ସହ ବିବାହ କରିବା ପରେ ଶିଲ୍ପା ବଲିଉଡକୁ ତ୍ୟାଗ କରିଦେଇଥିଲେ ଓ ବର୍ତ୍ତମାନ ସେ ନିଜ ପରିବାର ସହ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *