ଗିରଫ ହେଲେ Bollywood ଅଭିନେତ୍ରୀ Silpa ଙ୍କ ସ୍ଵାମୀ Raj Kundra, କରୁଥିଲେ ଏହି ଅଶ୍ଳୀଳ କାମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଶିଲ୍ପା ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ବଡ ବଡ ଫିଲ୍ମରେ କାମ କରିଛନ୍ତି ଓ ସେ ଏକ ସଫଳ ଅଭିନେତ୍ରୀ ମଧ୍ୟ ଅଟନ୍ତି ।

ଶିଲ୍ପା ଭାରତର ବିଜନେସ ମ୍ୟାନ ରାଜ କୁନ୍ଦରାଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ଶିଲ୍ପା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବର୍ତ୍ତମାନ ପୁଣି ଠାରେ ଶିଲ୍ପା ତାଙ୍କ ସ୍ଵାମୀଙ୍କ ପାଇଁ ଚର୍ଚାରେ ରହିଛନ୍ତି । ବନ୍ଧୁଗଣ ଶିଲ୍ପାଙ୍କ ସ୍ଵାମୀ ରାଜ କୁନ୍ଦରାଙ୍କୁ ଗିରଫ କରାଯାଇଛି । ରାଜଙ୍କୁ ଗତ କିଛି ସମୟ ପୂର୍ବରୁ ଗିରଫ କରାଯାଇଛି ।

ତେବେ ବନ୍ଧୁଗଣ ଗିରଫ କରିବାର କାରଣ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ରାଜ କୁନ୍ଦରା ଗିରଫ ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଆଡଲ୍ଟ ଫିଲ୍ମ ରାକେଟ ଚଲାଉଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦରାଙ୍କୁ ଗିରଫ କରିଛି । ଏହି ମାମଲାରେ ପୂର୍ବରୁ ରାଜଙ୍କୁ ଗତିବିଧି ଉପରେ ନଜର ରଖିଥିଲା ମୁମ୍ବାଇ ପୋଲିସ । ଯଥେଷ୍ଟ ପ୍ରମାଣ ମିଳିବାରୁ ତାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆରେଷ୍ଟ କରିଛି ।

ଗତ କିଛି ସମୟ ପୂର୍ବରୁ ହିଁ ରାଜ ଗିରଫ ହୋଇଛନ୍ତି ଓ ଆଗକୁ ତାଙ୍କ ସହ କଣ ହେବ ତାହା ବହୁତ ଶୀଘ୍ର ଜଣା ପଡିଯିବ । ବନ୍ଧୁଗଣ ଆଇନ ସମସ୍ତଙ୍କ ପାଇଁ ସମାନ । ଏଣିକି ଯଦି କିଏ ଭୁଲ କାମ କରିବ ତାକୁ ଆଇନ ଅନୁଯାଇ ଦଣ୍ଡ ନିଶ୍ଚୟ ମିଳିବ ସେ ଏକ ସାଧାରଣ ମଣିଷ ହେଉ ବା କୌଣସି ସେଲିବ୍ରେଟି । ବନ୍ଧୁଗଣ ରାଜ ଓ ଶିଲ୍ପାଙ୍କର ଦୁଇଟି ଛୋଟ ଛୁଆ ମଧ୍ୟ ଅଛନ୍ତି । ରାଜଙ୍କ ବିରୋଧରେ ଏହି ପରିକା ଅଭିଯୋଗ ପ୍ରଥମ ଥର ଶୁଣିବାକୁ ମିଳିଛି ।

ଅଧିକାଂଶ ଲୋକ ରାଜ ଏହା କରିଥିବେ ବୋଲି ବିଶ୍ଵାସ ବି କରୁ ନାହାନ୍ତି ହେଲେ ବନ୍ଦୁଗାନ ଏହା ସତ । ଗତ କିଛି ସମୟ ହେବ ରାଜଙ୍କ ଏହି କଳା କର୍ଣ୍ଣମାର ଖବରଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଖବର ବିଷୟରେ ଜାଣି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *