Tapu Mishra ଙ୍କ ଶେଷ ସୁ-ଟି-ଙ୍ଗ ସେଟ୍ ଭିଡିଓ ଭାଇରାଲ୍, ଦେଖନ୍ତୁ ଶେଷ ଥର ପାଇଁ କେଉଁଠି କି ଗୀତ ସୁ-ଟି-ଙ୍ଗ ପାଇଁ ଯାଇଥିଲେ Tapu, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥାରେ ଜୁନ 19 ରାତିରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ବର୍ତ୍ତମାନ ତପୁ ଙ୍କ ର ନିଜର ଶେଷ ସୁ-ଟିଂ ସେ-ଟ କୁ ଯାଇଥିବାର ଭିଡିଓ ବହୁତ ଭାଇରାଲ ହେବାକୁ ଲାଗିଛି ।

ବନ୍ଧୁଗଣ ତପୁ ମିଶ୍ର ଓଡ଼ିଆ ସିନେମା ଜଗତ ରେ ଅନେକ ଗୁଡିଏ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ ଗୀତ ଗୁଡିକ ସବୁବେଳେ ବହୁତ ବହୁତ ହିଟ ହୋଇଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । କିନ୍ତୁ ଦୁଖଃ ର ବିଷୟ ସେ ବର୍ତ୍ତମାନ ଆଉ ଆମ ଗ୍ରହଣ ରେ ନାହାନ୍ତି ।

କରୋନା ରେ ପିଡୀତ ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ କିନ୍ତୁ ସଂକ୍ରମଣ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା ଓ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦେଢ଼ ମାସ ହେବ ଜୀବନ ସହିତ ସଂଗ୍ରାମ କରି ସେ ଶେଷ ରେ କାଲି ରାତି ରେ ମୃ-ତ୍ୟୁ ବରଣ କରିଥିଲେ

ମୃତ୍ୟୁ ପୂର୍ବ ରୁ ସେ ନିଜ ଗୀତ ର ସୁ-ଟିଂ ପାଇଁ ଯାଇଥିବା ବେଳେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଥିଲେ । ଏହା ଥିଲା ତାଙ୍କର ଶେଷ ଭିଡିଓ । ଏହି ଭିଡିଓ ରେ ସେ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଙ୍କ ସହିତ ନଜର ଆସିଥିଲେ ।

ସେ ଏହି ଭିଡିଓ ରେ ନିୟନ ଗ୍ରୀନ ରଙ୍ଗ ର ପୋଷାକ ପିନ୍ଧିଥିଲେ । ବିଷ୍ଣୁ ମୋହନ ମଧ୍ୟ ଠିକ ସେହି ରଙ୍ଗ ର ପୋଷାକ ପରିଧାନ କରିଥିଲେ । ସେ ଏହି ଭିଡିଓ ରେ ବହୁତ ମସ୍ତି କରୁଥିବା ର ନଜର ଆସିଥିଲେ । ଏହା ସହିତ ସେ ଶେଷ ରେ କହିଥିଲେ ଦର୍ଶକ ମାନଙ୍କୁ ତାଙ୍କର ଏହି ଗୀତ ଓ ଭିଡିଓ ଉଭୟ ବହୁତ ଭଲ ଲାଗିବ । ତେବେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *