ଏମାନେ ହେଲେ TV ସିରିଏଲ ‘ସାଥ ନିଭାନା ସାଥିୟା’ ର କୋକିଲା ମୋଦୀଙ୍କର ରିଅଲ ଲାଇଫ ଭଉଣୀ, ଯାହାଙ୍କୁ ଆପଣ ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ବହୁତ ଲୋକପ୍ରିୟତା ହାସଲ କରିଥାଏ । କାରଣ ଏହି ସିରିଏଲ ଗୁଡିକରେ ଅଭିନୟ କରୁଥିବା କଳାକାର ମାନେ ନିଜ ଅଭିନୟ ଦ୍ଵାରା ସିରିଏଲକୁ ପ୍ରସିଦ୍ଧ କରାଇଥାନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ସାଥ ନିଭାନା ସାଥିଆ’ ସିରିଏଲଟି ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ହେଉଛି ଷ୍ଟାରପ୍ଲସ ଚ୍ଯାନେଲର ଲୋକପ୍ରିୟ ସିରିଏଲ । ବନ୍ଧୁଗଣ ସିରିଏଲଟି ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । ଏହି ସିରିଏଲଟିକୁ ରଶ୍ମୀ ଶର୍ମା ଡାଇରେକ୍ଟ କରିଥିଲେ ।

ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ସିରିଏଲର ମୁଖ୍ୟ ଭୂମିକା ଥିଲେ କୋକିଲା ମୋଦୀ । ଦର୍ଶକ ମାନେ ଏହି ଭୂମିକାକୁ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ଏହି ସିରିଏଲରେ କୋକିଲା ମୋଦୀଙ୍କ ଭୂମିକା ପଦର୍ଶନ କରୁଥିବା ଅଭିନେତ୍ରୀଙ୍କ ନାମ ହେଉଛି ରୂପଲ ପଟେଲ । ରୂପଲ ପଟେଲଙ୍କ ଜନ୍ମ ୧ ଜାନୁୟାରୀ ୧୯୭୫ ମସିହାରେ ହୋଇଥିଲା । ରୂପଲଙ୍କୁ ପିଲା ବେଳରୁ ଅଭିନୟରେ ବହୁତ ରୁହକି ଥିଲା । ତେଣୁ ସେ ନିଜ ଅଭିନୟ କାରିୟରର ଆରମ୍ଭ ୧୯୯୧ ମସିହାରେ କରିଥିଲେ ।


ରୂପଲ ପଟେଲ ବହୁତ ଫିଲ୍ମ ଓ ସିରିଏଲ ରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହା ସହିତ ସେ କେତେକ ଆୱାର୍ଡରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ରୂପଲ ପଟେଲଙ୍କ ରିଅଲ ଲାଇଫ ସ୍ଵାମୀଙ୍କ ନାମ ହେଉଛି ରାଧା କ୍ରୀଷ୍ଣା ଦତ୍ତ । ରାଧା କ୍ରୀଷ୍ଣା ହେଉଛନ୍ତି ଜଣେ ଟିଭି ଅଭିନେତା । ସେ ମଧ୍ୟ କେତେକ ଲୋକପ୍ରିୟ ସିରିଏଲରେ କାମ କରି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ରୂପଲ ପଟେଲଙ୍କର ଦୁଇଟି ଭଉଣୀ ମଧ୍ୟ ଅଛନ୍ତି ।

ବହୁତ କମ ଲୋକ ରୂପଲଙ୍କ ପରିବାର ବିଷୟରେ ଜାଣିଛନ୍ତି ଓ ରୂପଲ ମଧ୍ୟ ବହୁତ କମ ଥର ନିଜ ଭାଉଣୀଙ୍କ ସହ ନଜର ଆସିଛନ୍ତି । ବର୍ତ୍ତମାନ ରୂପଲ ‘ୟେ ରିସ୍ତେ ହେ ପ୍ୟାର କେ’ରେ ମିନାକ୍ଷୀ ରାଜବଂଶର ଭୂମିକା ପଦର୍ଶନ କରିଛନ୍ତି । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ରୂପଲଙ୍କ ଅଭିନୟ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *