ସରିଲା Tapu Mishra ଶୁଦ୍ଧି କ୍ରିୟା, ଦେଖନ୍ତୁ ଫୁଲ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।


ବନ୍ଧୁଗଣ ତପୁ ମିଶ୍ର ଓଡ଼ିଆ ସିନେମା ଜଗତ ରେ ଅନେକ ଗୁଡିଏ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ ଗୀତ ଗୁଡିକ ସବୁବେଳେ ବହୁତ ବହୁତ ହିଟ ହୋଇଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । କିନ୍ତୁ ଦୁଖଃ ର ବିଷୟ ସେ ବର୍ତ୍ତମାନ ଆଉ ଆମ ଗ୍ରହଣ ରେ ନାହାନ୍ତି । କରୋନା ରେ ପିଡୀତ ହେବା ପରେ ସେ ସୁସ୍ଥ ହୋଇ ଯାଇଥିଲେ କିନ୍ତୁ ସଂକ୍ରମଣ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା ଓ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।

ଦୀର୍ଘ ଦେଢ଼ ମାସ ହେବ ଜୀବନ ସହିତ ସଂଗ୍ରାମ କରି ସେ ଶେଷ ରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ରେ ଯେତିକି ଦୁଃଖିତ ଓଲିଉଡ ଇଣ୍ଡଷ୍ଟ୍ରି ହୋଇଛି ତାହା ଠାରୁ ବେଶୀ ଦୁଃଖିତ ତାଙ୍କ ପରିବାର ହୋଇଛି । ଅତି ନିକଟ ରେ ତାଙ୍କର ଦଶ କ୍ରିୟା ସରିଯାଇଛି ।

ତପୁ ମିଶ୍ର ଙ୍କ ର ଦଶ କ୍ରିୟା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓ ରେ ବ୍ରାହ୍ମଣ ଙ୍କ ମନ୍ତ୍ର ଧ୍ଵନି ସହିତ ତପୁ ଙ୍କ ର ଏକ ଫୋଟୋ ରଖା ଯାଇଥିବା ଦେଖିବାକୁ ମିଳିଛି । ତାଙ୍କ ପତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ବ୍ୟତିତ ତାଙ୍କ ପରିବାର ର ଅନ୍ୟ କେତେକ ସଦସ୍ୟ ମଧ୍ୟ ଦଶ କ୍ରିୟା ହେଉଥିବା ବେଳେ ସେଠାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *