ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡର ସମସ୍ତ ଫିଲ୍ମ ନିଶ୍ଚୟ ଦେଖିଥିବେ । ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କଳାକାରଙ୍କ ଅଭିନୟ ସହିତ କେତେକ ଶିଶୁ କଳାକାରଙ୍କ ଅଭିନୟ ମଧ୍ୟ ବହୁତ ଲୋକଚର୍ଚାରେ ଆସିଥାଏ । ଅଧିକାଂଶ ଫିଲ୍ମରେ ଲୋକମାନେ ଶିଶୁ କଳାକାରଙ୍କ ଅଭିନୟକୁ ବେସ ପସନ୍ଦ କରନ୍ତି ।
ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଅଲିଉଡ ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସେହି ଶିଶୁ କଳାକାର ଜଣକ ବହୁତ ବଡ ମଧ୍ୟ ହୋଇସାରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାରଙ୍କ ବିଷୟରେ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ‘ସନ୍ତାନ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ନାମ ହେଉଛି ସନ୍ଦିପ । ଆପଣ ମାନେ ସନ୍ଦିପଙ୍କୁ ବହୁତ ଭଲ ଭାବରେ ଜଣାଇଥିବେ । ସନ୍ଦିପ ଏହି ଫିଲ୍ମରେ ବହୁତ ଭଲ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ଫିଲ୍ମ ବ୍ଯତୀତ ସେ ଅନ୍ୟ ମଧ୍ୟ କେତେକ ଓଡିଆ ଫିଲ୍ମରେ ଶିଶୁ କଳାକାର ରୂପେ ଅଭିନୟ କରିଛନ୍ତି ।
ହେଲେ ବନ୍ଧୁଗଣ ଏହି କଳାକାର ଜଣକ ବର୍ତ୍ତମାନ ଏହି ଅଲିଉଡ ଇଣ୍ଡଷ୍ଟ୍ରିରୁ ସଂପୂର୍ଣ୍ଣ ଭାବରେ ଦୂରେଇ ଯାଇଛନ୍ତି । ବନ୍ଧୁଗଣ ସନ୍ଦିପଙ୍କ ଘର ହେଉଛି କଟକରେ । ସେ ତାଙ୍କ ପରିବାର ସହ କଟକରେ ରହୁଛନ୍ତି । ମାତ୍ର ୯ ବର୍ଷ ବୟସରୁ ସନ୍ଦିପ ବହୁତ ସାରା ଓଡିଆ ଫିଲ୍ମରେ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଭୀଷ୍ମ ପ୍ରତିଜ୍ଞା’ । ବନ୍ଧୁଗଣ ତାଙ୍କ ପିତା ଥିଲେ ଜଣେ ପ୍ରଡ୍ୟୁସର । ତାଙ୍କ ପିତା ଚାହୁଁଥିଲେ ସନ୍ଦିପ ଜଣେ ହିରୋ ହେଉଛି ସେହିପରି ସନ୍ଦିପ ଚାହୁଁଥିଲେ ନିଜ ପିତାଙ୍କ ପରି ଜଣେ ପ୍ରଡ୍ୟୁସର ହେବା ପାଇଁ ।
ବନ୍ଧୁଗଣ ସନ୍ଦିପଙ୍କ ପିତା ‘ଆଇ ଲଭ ୟୁ’ ଫିଲ୍ମରେ ନିଜ ପୁଅକୁ ହିରୋର ଭୂମିକା ଦେବାକୁ ଚାହୁଁଥିଲେ । ହେଲେ ସନ୍ଦିପ ରାଜି ନହେବାରୁ ଏହି ଫିଲ୍ମରେ ଅଲିଉଡ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସିଥିଲେ । ସନ୍ଦିପଙ୍କର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶେଷ ଫିଲ୍ମ ଥିଲା ‘ନାରୀ ଆଖିରେ ନିଆଁ’ । ଏହି ଫିଲ୍ମ ପରେ ସେ ଅଲିଉଡର କୌଣସି ଫିଲ୍ମରେ ନଜର ଆସିନଥିଲେ । ଏହାପରେ ସେ ଅଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ।
ହେଲେ ବନ୍ଧୁଗଣ ସେ ବର୍ତ୍ତମାନ ଅଲିଉଡ ଫିଲ୍ମ ଓ ଓଡିଆ ଧାରାବାହିକରେ ପ୍ରଡ୍ୟୁସର ରୂପେ କାମ କରୁଛନ୍ତି । ବନ୍ଧୁଗଣ ସନ୍ଦିପ ନିଜ କଲେକ ଗାର୍ଲଫ୍ରେଣ୍ଡ ପ୍ରିୟାଙ୍କାଙ୍କ ସହ ବିବାହ କରିଛନ୍ତି ଓ ସେ ବର୍ତ୍ତମାନ ନିଜ ପରିବାର ସହ କଟକରେ ରହୁଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ସନ୍ଦିପ କିପରି ଲାଗନ୍ତି ଆପଣ ନିଶ୍ଚୟ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଯଦି ଆମ ଆର୍ଟିକିଲ ଆପଣଙ୍କୁ ଭଲ ଲାଗେ ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ