ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସ କାରଣ ହେତୁ ଚର୍ଚାରେ ରହିଥାନ୍ତି । ଠିକ ସେହିପରି ବର୍ତ୍ତମାନ ଜଣେ ବଲିଉଡ ଅଭିନେତ୍ରୀ ନିଜ ବିବାହ ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ଇଏ ହେଉଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ସନା ଖାନ । ଆପଣ ମାନେ ସମସ୍ତେ ସନାଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି ଏବଂ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ହେଲେ ଏହି କିଛି ଦିନ ତଳେ ସନା ବିବାହ କରିଥିବାର ଜଣା ପଡିଛି । ଆଜି ଆମେ ଆପଣ ମାନଙ୍କୁ ସନାଙ୍କ ଶଶୁର ଘର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ସନାଙ୍କ ଶଶୁର ଘର ବିଷୟରେ । ବନ୍ଧୁଗଣ ସନାଙ୍କ ଶଶୁର ଘର ବହୁତ ଅଧିକ ଧନୀ ଅଟନ୍ତି ।

ସେହି ପରିବାରରେ ରହୁଥିବା ସମସ୍ତ ଲୋକ ବହୁତ ଆଲିଶାନରେ ନିଜର ଜୀବନ ଅତିବାହିତ କରୁଛନ୍ତି । ବନ୍ଧୁଗଣ ଅଭିନେତ୍ରୀ ସନା ଖାନଙ୍କ ସ୍ଵାମୀ ଆନସ ଶୟଦ ଏକ ବହୁତ ବଡ ବିଜନେସ ମ୍ୟାନ ଅଟନ୍ତି । ଅନାସଙ୍କର ନିଜର ବିଜନେସ ଅଛି ଓ ସେହି ବିଜନେସଙ୍କୁ ଆନସ ଏବଂ ତାଙ୍କ ପିତା ସମ୍ଭାଳୁଛନ୍ତି ।

ଏହି ବିଜନେସ କରି ସେ କୋଟି କୋଟି ଟଙ୍କା ଅର୍ଜନ କରୁଛନ୍ତି । ତାଙ୍କର ସୁରଟରେ ଏକ ବଡ ଆଲୀସନ ଘର ମଧ୍ୟ ଅଛି । ସେହି ଘରର ମୂଲ୍ୟ ହେଉଛି ୭ କୋଟି ଟଙ୍କା । ତାଙ୍କ ଘରକୁ ସଜେଇବା ପାଇଁ ସେ ବହୁତ ଲକ୍ଜରୀ ଜିନିଷର ବ୍ୟବହାର କରିଛନ୍ତି । ଆନସଙ୍କ ଘର ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସେ । ଆନସ ମଧ୍ୟ ବହୁତ ଆଲିଶାନ ଜୀବନ ଅତିବାହିତ କରନ୍ତି ।

ସେ କେବଳ ଧଳା ରଙ୍ଗର କୁର୍ତ୍ତା ପିନ୍ଧନ୍ତି, ସେହି ଡ୍ରେସ ସିଲ୍କ କପଡାରେ ହୋଇଥାଏ । ତାଙ୍କର ଏହି କୁର୍ତ୍ତା ୧ ଲକ୍ଷ ଟଙ୍କାରୁ କମ ନୁହେଁ । କୁର୍ତ୍ତା ସହିତ ସେ ଏକ କଳା ରଙ୍ଗର ଜୋତା ମଧ୍ୟ ପିନ୍ଧନ୍ତି । ଆନସଙ୍କର ପରିବାର ଲୋକମାନେ ମଧ୍ୟ ବହୁତ ଆଲିଶାନ ଲାଇଫ ଷ୍ଟାଇଲରେ ଜୀବନ ଅତିବାହିତ କରନ୍ତି ହେଲେ ସେମାନଙ୍କର କୌଣସି ଫଟୋ ସୋସିଆଲ ମିଡିଆରେ ନାହିଁ ।

ସନାଙ୍କ ଶଶୁର ଘରେ ମର୍ସିଡିଜ ଓ ସ୍କୋଡା ଆଦି ଲକକ୍ଜରୀ କାର କଲେକ୍ସନ ମଧ୍ୟ ଅଛି । ସନା ବର୍ତ୍ତମାନ ନିଜ ଶଶୁର ଘରେ ବହୁତ ବିଳାସ ପୂର୍ଣ୍ଣ ଜୀବନ ଅତିବାହିତ କରିବେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

