ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ ପହଡଦିନ ରାତିରେ ଓଡିଆ ଗାୟିକା ତପୁ ମିଶ୍ର ନିଜ ପ୍ରାଣ ହରାଇଥିଲେ । ତପୁ ଥିଲେ ଓଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଗାୟିକା । ସେ କେତେକ ସୁପର ହିଟ ଓଡିଆ ଚଳଚିତ୍ର ଗୀତ ଗାଇବା ସହ କେତେକ ଭଜନରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି ।
ଓଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଓଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଏକ ବଡ ଅବଦାନ ରହିଛି । ତପୁଙ୍କ ଦେହାନ୍ତ ପରେ ସମଗ୍ର ଓଡିଶା ବାସୀ ଦୁଃଖ ପ୍ରକାଶ କରିଥିଲେ । ସେ ଗତ କିଛି ଦିନ ହେବ କରୋନା ମହାମାରୀରେ ଆକ୍ରାନ୍ତ ଥିଲେ ।
ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିଲା । ହେଲେ ଗତ ତିନି ଦିନ ପୂର୍ବରୁ ତାଙ୍କ ଶରୀରର ଆକ୍ସିଜେନ ଲେବୁଲ ହଠାତ କମିଯାଇଥିଲା । ତାଙ୍କ ଅବସ୍ତା ଅଧିକ ଗୁରୁତ୍ଵର ହୋଇଥିବାର ଗତ ପହଡଦିନ ତାଙ୍କର ଦେହାନ୍ତ ହୋଇଥିଲା ।
ବର୍ତ୍ତମାନ ସୋସିଆଲ ମିଡିଆରେ ତପୁଙ୍କ କେତେକ ଫଟୋ ଓ ଭିଡିଓ ବହୁତ ଅଧିକ ଭାଇରାଲ ହେଉଛି । ତପୁ କରୋନା ପୂର୍ବରୁ ପୁରୀ ଯାଇଥିଲେ ଓ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ତପୁଙ୍କ ସେହି ପୁରୀ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତପୁଙ୍କର ଏହି ଭିଡିଓରେ ତପୁ ଏପରି କିଛି କଥା କହିଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଭିଡିଓରେ ତପୁ କହୁଛନ୍ତି-‘ ଆଜି ମୋର କିଛି କାମ ନଥିଲା ସେଥିପାଇଁ ମୁ ଆଜି ପୁରୀ ବୁଲିବାକୁ ଆସିଛି । ମୁ ଯୁଆଡେ ବି ଯିବି ଯାହାବି କରିବି ତାହା ସବୁ ଆପଣଙ୍କୁ ସେୟାର କରିବି’ ।
ବନ୍ଧୁଗଣ ଏହି ଭିଡିଓରେ ତପୁ ତାଙ୍କର ମନପସନ୍ଦର ଡୋଲକୁ ମଧ୍ୟ ଦେଖାଇ ଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ସେହି ଡୋଲକୁ ସେ ତାଙ୍କ ଛୁଆ ପରି ମାନନ୍ତି । ସେ ଅଧିକାଂଶ ସ୍ଥାନରେ ନିଜ ଡୋଲକୁ ନେଇ ଯାନ୍ତି । ତପୁଙ୍କ ଏହି ପୁରୀ ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ।
ବନ୍ଧୁଗଣ ତପୁ ବହୁତ କମ ବୟସରେ ଆମ ମାନଙ୍କୁ ଛାଡି ଚାଲିଗଲେ । ଏହା ହେଉଛି ଏକ ବଡ ଦୁଃଖର ବିଷୟରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତପୁ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ, ଧନ୍ୟବାଦ ।