ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଶୈଳେନ୍ଦ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଶୈଳେନ୍ଦ୍ର ଙ୍କ ଜବରଦସ୍ତ ଡାନ୍ସ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ଶୈଳେନ୍ଦ୍ର ଙ୍କ ଅନେକ ଆଲବମ୍ ସଙ୍ଗୀତ ସୁପରହିଟ ସାବ୍ୟସ୍ତ ହୋଇଛି । ତାଙ୍କ ଅଭିନୟ ଓ ଡାନ୍ସ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ତେବେ ବର୍ତ୍ତମାନ ସମୟ ରେ ଶୈଳେନ୍ଦ୍ର ଙ୍କୁ ନେଇ ଆସିଛି ବହୁତ ବଡ଼ ଏକ ଦୁଃଖ ଖବର । ତେବେ ଏହି ସମ୍ବନ୍ଧରେ କଣ ସମୟରେ ବିବରଣୀ ରହିଛି ଆସନ୍ତୁ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଶୈଳେନ୍ଦ୍ର ସାମନ୍ତରାୟ ବର୍ତ୍ତମାନ ସମୟ ରେ ସୁ-ଟିଂ ରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି । ତେବେ ସେ ସୁ-ଟିଂ କରୁଥିବା ସମୟ ରେ ସୁ-ଟିଂ ସେଟ୍ ରେ ଏକ ପ୍ରକାରର ଲାଇଟ ପଡିଥିଲା । ଯାହା ଫଳ ରେ ଶୈଳେନ୍ଦ୍ର ଙ୍କ ରେଟିନା ବର୍ତ୍ତମାନ ସମୟ ରେ ଡ୍ୟାମେଜ ହୋଇଯାଇଛି । ଡାକ୍ତର ମାନେ ଶୈଳେନ୍ଦ୍ର ଙ୍କ ଚିକିତ୍ସା ବର୍ତ୍ତମାନ କରୁଛନ୍ତି । ଶୈଳେନ୍ଦ୍ର ଏହି ଖବର ସ-ମ୍ବ-ନ୍ଧରେ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉଣ୍ଟ ରେ ପୋ-ଷ୍ଟ କରିଥିଲେ ଏବଂ ସମସ୍ତ ଦର୍ଶକ ଙ୍କୁ ଏହି ବିଷୟରେ ଜଣାଇଥିଲେ ।
ଶୈଳେନ୍ଦ୍ର ଙ୍କୁ ଡାକ୍ତର କହିଛନ୍ତି ଯେ, କିଛି ଦିନ ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ନେବାକୁ ପଡ଼ିବ । କିଛି ଦିନ ପର୍ଯ୍ୟନ୍ତ ଶୈଳେନ୍ଦ୍ର ଙ୍କୁ ସୁ-ଟିଂ ନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଶୈଳେନ୍ଦ୍ର ଙ୍କୁ ନେଇ ଏହି ଖବର ଜାଣିବା ପରେ ତାଙ୍କ ଫାନ୍ସ ମାନେ ବହୁତ ମନ ଦୁଃଖ କରିଛନ୍ତି ଏବଂ ସେ ଶୀଘ୍ର ସୁସ୍ଥ ହେବେ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଶୈଳେନ୍ଦ୍ର ଙ୍କ ଦ୍ଵାରା ଅଭିନୀତ ସମସ୍ତ ଆଲବମ ସଙ୍ଗ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ଶୈଳେନ୍ଦ୍ର ଙ୍କୁ ଫିଲ୍ମ ରେ ମଧ୍ୟ ଦେଖିବାକୁ ମିଳି ସାରିଛି । ତାଙ୍କ ଅଭିନୟ ଓ ଡାନ୍ସ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ଏବଂ ତାଙ୍କୁ ଖୁବ ସାରା ଭଲ ପାଇବା ଦେଇଛନ୍ତି । ତେବେ ଶୈଳେନ୍ଦ୍ର ଙ୍କ ସୁସ୍ଥତା ପାଇଁ ଆମେ ମଧ୍ୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ସେ ସୁସ୍ଥ ହେବା ପରେ ପୁଣିଥରେ ଖୁବ ଶୀଘ୍ର ସୁ-ଟିଂ ସେଟ କୁ ଫେରିବେ ଏବଂ ଏକ ନୂଆ ସଙ୍ଗ ରେ ନଜର ଆସିବେ ବୋଲି ଦର୍ଶକ ମାନେ ଆଶା ରଖିଛନ୍ତି ।