କାହିଁକି ଏହି ଓଡିଆ ରୋଷ୍ଟର ଗର୍ଲଙ୍କ ଉପରେ ରାଗରେ ବର୍ଷିଲେ Sailendra, କହିଲେ କିଛି ଏମିତି କି ବନ୍ଦ କରିଦେଲେ ନିଜ ୟୁଟ୍ଯୁବ ଚ୍ଯାନେଲ

ନମସ୍କାର, ବନ୍ଧୁଗଣ, ବନ୍ଧୁଗଣ ଆପଣ ମାନେ ଶୈଳେନ୍ଦ୍ର ଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ । ଶୈଳେନ୍ଦ୍ର ନିଜ ନୃତ୍ୟ ଓ ଅଭିନୟ ଦ୍ଵାରା ସମସ୍ତ ଓଡ଼ିଶାର ଦର୍ଶକ ମାନଙ୍କ ର ମନ କୁ ଜିତି ପାରିଛନ୍ତି । ସେ ସବୁବେଳେ କୁଲ ରହିବାକୁ ପସନ୍ଦ କରିଥାନ୍ତି ।

କିନ୍ତୁ ଏବେ ସେ ଜଣଙ୍କ ଉପରେ ବହୁତ ଜୋର ରେ ରାଗି ଯାଇଥିଲେ । ତେବେ ସେ ଯାହା ଉପରେ ରାଗିଥିଲେ ସେ ହେଉଛନ୍ତି ଓଡ଼ିଆ ରୋଷ୍ଟିଂ ଗାର୍ଲ । ଓଡ଼ିଆ ଇଣ୍ଡଷ୍ଟ୍ରି ର ବିଭିନ୍ନ କଳାକାର ଙ୍କ ଉପରେ ରୋଷ୍ଟିଂ କରିଥାନ୍ତି ଏହି ରୋଷ୍ଟିଂ ଗାର୍ଲ । ଦର୍ଶକ ମାନେ ତାଙ୍କୁ ପସନ୍ଦ କରିଥାନ୍ତି ଓ ଅନେକ ସମୟ ରେ ତାଙ୍କୁ ବହୁତ ଖରାପ କମେଣ୍ଟ କରି ଗାଳି ମଧ୍ୟ କରିଥାନ୍ତି । କିନ୍ତୁ ଏପରି କଣ ହେଲେ ଯେ ଶୈଳେନ୍ଦ୍ର ତାଙ୍କ ଉପରେ ରାଗିଗଲେ ।

ବନ୍ଧୁଗଣ ଗତ କିଛି ଦିନ ତଳେ ଓଡ଼ିଆ ରୋଷ୍ଟିଂ ଗାର୍ଲ ମନଶ୍ୱିନୀ ପତି ଙ୍କୁ ରୋଷ୍ଟିଂ କରିଥିଲେ । ଏହା ପରେ ସେ ଓଡିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଙ୍କୁ ରୋଷ୍ଟିଂ କରିଥିଲେ । ଏହା କୁ ନେଇ ଅନେକ ଲୋକ ତାଙ୍କୁ ବହୁତ ଖରାପ କମେଣ୍ଟ କରିଥିଲେ । ତେବେ ଏଥିପାଇଁ ଶୈଳେନ୍ଦ୍ର ମଧ୍ୟ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟ ରେ ଏକ ଷ୍ଟୋରି ଦେଇ କହିଥିଲେ ଯେ ରୋଷ୍ଟିଂ ଓ ଓଭର ସ୍ମାର୍ଟ ମଧ୍ୟ ରେ ବହୁତ ଫରକ ଅଛି ।

ଏହା ସହିତ ସେ ତାଙ୍କୁ ସେହି ଅ-ଶା-ଳୀ-ନ-ତା ଭିଡିଓ ଗୁଡିକ ଡିଲିଟ କରିବା ପାଇଁ ମଧ୍ୟ କହିଥିଲେ । ସେ ଅଶ୍ବିତା ବେହେରା ବା ଓଡ଼ିଆ ରୋଷ୍ଟିଂ ଗାର୍ଲ ଙ୍କୁ ଟ୍ୟାଗ ମଧ୍ୟ କରିଥିଲେ । ଏହା ପରେ ସେ ଆଉ ଏକ ଷ୍ଟୋରି ଦେଇ କହିଥିଲେ ଯେ ଓଡ଼ିଆ ରୋଷ୍ଟିଂ ଗାର୍ଲ ଚ୍ୟାନେଲ କୁ ସବୁ ରି-ପୋ-ର୍ଟ କରନ୍ତୁ ।

ଏହା ପରେ ଏହାର ଉତ୍ତର ଦେବାକୁ ଯାଇ ଓଡ଼ିଆ ରୋଷ୍ଟିଂ ଗାର୍ଲ ଏକ ଷ୍ଟୋରି ଦେଇ କହିଥିଲେ ଯେ ଛୋଟ ପିଲା ଓ ଯୁବକ ଙ୍କ ମଧ୍ୟ ରେ ଏହା ହିଁ ଫରକ । ଏହା ପରେ ତାଙ୍କୁ ଅନେକ ଲୋକ ବହୁତ ଖରାପ କମେଣ୍ଟ କରିଥିଲେ ଓ ତାଙ୍କୁ ବହୁତ ହେଟ ମଧ୍ୟ ମିଳିଥିଲା । ଏହା ପରେ ଓଡ଼ିଆ ରୋଷ୍ଟିଂ ଗାର୍ଲ ଆଉ ଏକ ଷ୍ଟୋରି ଦେଇ କହିଥିଲେ ଯେ ସେ ୟୁ ଟ୍ୟୁବ ରୁ ସବୁଦିନ ପାଇଁ ବିଦାୟ ନେଉଛନ୍ତି ।

ଏହା ପରେ ତାଙ୍କୁ ଶାଶ୍ୱତ ଯୋଶୀ ମେସେଜ କରି କହିଥିଲେ ଯେ ତୁମେ ଯଦି ଏହି ଭିଡିଓ ଗୁଡିକ ଡିଲିଟ ନ କର ତେବେ ମୁ ଏବଂ ମୋ ଟିମ ତୁମ ବି-ରୁ-ଦ୍ଧ-ରେ ଆ-ଇ-ନ-ତଃ କା-ର୍ଯ୍ୟା-ନୁ-ଷ୍ଠା-ନ ନେବୁ । ଏହା ପରେ ସେ ୟୁ ଟ୍ୟୁବ ରୁ ସେହି ଭିଡିଓ ଗୁଡିକ ଡିଲିଟ କରିଦେଇଥିଲେ ଓ ସବୁ ଦିନ ପାଇଁ ୟୁଟ୍ଯୂବ ଛାଡି ଦେଇଥିଲେ । ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *