ସାଧା ସିଧା ସଂସ୍କାରୀ ନଜର ଆସୁଥିବା ଟିଭି ର ଏହି 6 ଜଣ Heroine ଟଙ୍କା ପାଇଁ କରି ସାରିଛନ୍ତି ବୋଲ୍ଡ ସୀନ

ଆଜି ଆମେ କଥା ହେବା ଟିଭି ଇଣ୍ଡଷ୍ଟ୍ରି ର ସେହି ସବୁ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ନିଜ ସଂସ୍କାରୀ ଲୁକ ରେ ବହୁତ ଥର ନଜର ଆସିଛନ୍ତି ଓ ସେମାନେ ନିଜ କ୍ଯାରିୟର ର ଆରମ୍ଭ ହିଁ ଏମିତି ସଂସ୍କାରୀ ଲୁକ ରେ କରିଛନ୍ତି ଯାହାଙ୍କୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । କିନ୍ତୁ ଯେମିତି ଧୀରେ ଧୀରେ ଟାଇମ ବିତି ଚାଲିଲା ତାଙ୍କର ବୋଲ୍ଡ ଲୁକ ସାମ୍ନା କୁ ଆସିଲା । ଯେଉଁ ମାନେ ସାଧାରଣ ସଂସ୍କାରୀ ଭୂମିକାରେ ନଜର ଆସୁଥିଲେ ଆଜି ସେମାନେ ଅନେକ ବୋଲ୍ଡ ସୀନ କରୁଥିବାର ନଜର ଆସୁଛନ୍ତି ଓ ଖୁବ ଚର୍ଚ୍ଚାରେ ରହୁଛନ୍ତି ।

ଆଜି ଆମେ ଜାଣିବା ଟିଭି ଇଣ୍ଡଷ୍ଟ୍ରିର ସେହି ସବୁ ଆକ୍ଟ୍ରେସ ଙ୍କ ବିଷୟରେ ଯେଉଁମାନେ ନିଜ ବୋଲ୍ଡ ଲୁକ କାରଣରୁ ଚର୍ଚ୍ଚାରେ ରହି ସାରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ।

ଶ୍ଵେତା ତିଵାରୀ

ଶ୍ଵେତା ଟେଲିଭିଜନ ଦୁନିଆରେ ଜଣେ ସୁନ୍ଦର ଅଭିନେତ୍ରୀ ରୂପେ ପରିଚିତ । ଶ୍ଵେତା ନିଜର ସମସ୍ତ ସିରିଏଇରେ ଏକ ସଂସ୍କାରୀ ବୋହୁର ଭୂମିକା ରୂପେ ନଜର ଆସିଛନ୍ତି । ହେଲେ ଏହି କିଛି ଦିନ ତଳେ ସେ ଏକ ୱେବ ଶୋ ‘ହମ ତୁମ ଅର ଦେନ’ ରେ ନଜର ଆସିଥିଲେ ଓ ସେହି ଶୋରେ ସେ ଏମତି ବହୁତ ବୋଲ୍ଟ ସିନ କରିଥିଲେ । ଏହି ଶୋ ପରଠାରୁ ସେ ଲାଇମ ଲାଇଟରେ ବହୁତ ସମୟ ପର୍ଯ୍ୟନ୍ତ ନଜର ଆସିଥିଲେ ।

ନିୟା ଶର୍ମା

ନିୟା ଶର୍ମା କେତେକ ସିରିଏଲରେ ସଂସ୍କାରୀ ବହୁ ଓ ଝିଅର ଭୂମିକା କରିଛନ୍ତି, ହେଲେ ତାଙ୍କର ୱେବ ଶୋ ‘ଟ୍ଵିଷ୍ଟେଡ ୨’ରେ ସେ ନିଜର ବୋଲ୍ଟ ଲୁକରେ ନଜର ଆସିଥିଲେ । ଲୋକମାନେ ନିୟାଙ୍କର ଏହି ଲୁକକୁ ବହୁତ ପସନ୍ଦ କରିଥିଲେ । ନିୟା ନିଜର ବୋଲ୍ଡ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଟିଭି ର ଅନେକ ସୋ ରେ ଇଣ୍ଟିମେଟ ସୀନ ବି ଦେଇ ସାରିଛନ୍ତି ।

ସୁରଭି ଜ୍ୟୋତି-

ସୁରଭି ଜ୍ୟୋତି କେତେକ ସିରିଏଲରେ ବହୁତ ସାଧାରଣ ଝିଅର ଭୂମିକାରେ ନଜର ଆସିଛନ୍ତି । ହେଲେ ତାଙ୍କର ୱେବ ଶୋ ‘ତନହାଇଆ’ ରେ ସେ ନିଜର ବୋଲ୍ଟ ଲୁକରେ ନଜର ଆସିଥିଲେ । ଏହି ଶୋ କରିବା ସମୟରେ ସେ ବହୁତ ଅଧିକ ନରଭସ ଥିଲେ ।

ସଞ୍ଜିଦା ସେଖ –

ସଞ୍ଜିତା ସେଖ ମଧ୍ୟ ନିଜ ଶୋ ‘ଏକ ହସିନା ଥି’ କରିବା ସମୟରେ ବୋଲ୍ଟ ସିନ କରୁଥିଲେ । ସେହି ସମୟରେ ସେ ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ, ଯାହାଫଳରେ ସେ ଏକ୍ସପୋଜ ହୋଇ ଯାଇଥିଲେ ।

ତ୍ରିଧା ଚୌଧରୀ- ତ୍ରିଧା ସ୍ପଟଲାଇଟ ଶୋ ରେ କାମ କରୁଥିବା ସମୟରେ ବହୁତ ବୋଲ୍ଟ ସିନ ଦେଇଥିଲେ । ହେଲେ ଟେଲିଭିଜନ ଦୁନିଆରେ ସେ ସଂସ୍କାରୀ ଲୁକରେ ନଜର ଆସିଛନ୍ତି ।

ସମା ସିକନ୍ଦର- ସମା ପ୍ରଥମେ ପ୍ରଥମେ ଟେଲିଭିଜନ ଦୁନିଆରେ ସଂସ୍କାରୀ ଲୁକରେ ନଜର ଆସିଥିଲେ । କିନ୍ତୁ ସେ ଟିଭି ଇଣ୍ଡଷ୍ଟ୍ରି ରୁ ଲାମ୍ବା ସମୟ ପାଇଁ ବ୍ରେକ ନେଲେ ଓ ନିଜର ପ୍ଲାଷ୍ଟି ସର୍ଜରୀ କରାଇଲେ ଓ ଏହା ପରେ ବର୍ତ୍ତମାନ ସେ ନିଜର ବୋଲ୍ଟ ଲୁକରେ ନଜର ଆସୁଛନ୍ତି । ସେ ‘ମାୟା’ ସୋ ରେ ଇଣ୍ଟିମେଟ ସୀନ ଦେଇଥିଲେ ଝାକୁ ମଧ୍ୟ ବହୁତ ପସନ୍ଦ କରା ଯାଇଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *