ସଚ୍ଚା ପ୍ରେମ ଖୋଜୁ ଖୋଜୁ କୁଆଁରୀ ରହିଗଲେ Bollywood ର ଏହି 4 ଜଣ Actress, ନମ୍ବର 1 ଙ୍କର ବୟସ ତ ସବୁଠୁ ଅଧିକ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜର ଜୀବନର ସବୁଠାରୁ ବଡ ନିଷ୍ପତ୍ତି ନେଇଥାନ୍ତି, ତାହା ହେଉଛି ବିବାହର ନିଷ୍ପତ୍ତି । ଏହି ଦୁନିଆର ସମସ୍ତ ମଣିଷ ଇଛା କରିଥାନ୍ତି ଯେ ତାଙ୍କୁ ଏକ ପରଫେକ୍ଟ ଲାଇଫ ପାର୍ଟନର ମିଳୁ । ସେଥିପାଇଁ ମଣିଷ ବହୁତ ବର୍ଷ ପର୍ଯ୍ୟନ୍ତ ଏକ ପରଫେକ୍ଟ ଲାଇଫ ପାର୍ଟନରକୁ ପାଇବା ପାଇଁ ଅପେକ୍ଷା କରିଥାଏ । ବନ୍ଧୁଗଣ ଠିକ ଏହିପରି କିଛି ଆମ ବଲିଉଡ ଅଭିନେତ୍ରୀଙ୍କ ସହ ମଧ୍ୟ ହୋଇଛି । ବଲିଉଡର ଏପରି କିଛି ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ସଚଟ ପ୍ରେମକୁ ପାଇବା ପାଇଁ କୁଆଁରୀ ହୋଇ ରହିଗଲେ । ଏମାନେ ବହୁତ ସମୟ ଅପେକ୍ଷା କରିଥିଲେ ହେଲେ ନିଜର ସଚଟ ପ୍ରେମକୁ ପାଇପାରିଲେ ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି ସମସ୍ତ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ  । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ପରବୀନ ବାଂବୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ୭୦ ଓ ୮୦ଦଶକର ଲୋକପ୍ରିୟ ଅଭିନେତ୍ରୀ ପରବୀନ ବାଂବୀ । ପରବୀନ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ସମୟରେ ପରବୀନଙ୍କ ନାମ ସହ ବହୁତ ବଡ ବଡ କଳାକାରଙ୍କ ନାମ ଯୋଡା ଯାଇଥିଲା । ହେଲେ ବନ୍ଧୁଗଣ ଅଭିନେତ୍ରୀ ପରବୀନ ବାଂବୀ ଜଣେ ପ୍ରସିଦ୍ଧ ଡାଇରେକ୍ଟରଙ୍କୁ ପ୍ରେମ କରିଥିଲେ ଓ ତାଙ୍କୁ ପାଇବା ପାଇଁ ସାରା ଜୀବନ କୁଆଁରୀ ହୋଇରହିଗଲେ ।

ତବ୍ବୁ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତବ୍ବୁ । ଆପଣ ମାନେ ସମସ୍ତେ ତବ୍ବୁଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ବର୍ତ୍ତମାନ ମଧ୍ୟ ତବ୍ବୁ କେତେକ ସୁପର ହିଟ ଫିଲ୍ମରେ ନଜର ଆସୁଛନ୍ତି । ହେଲେ ବନ୍ଧୁଗଣ ଗୋଟେ ସମୟରେ ତବ୍ବୁଙ୍କ ସହ କେତେକ ବଲିଉଡ ଷ୍ଟାରଙ୍କ ନାମ ଯୋଡା ଯାଇଛି । କିନ୍ତୁ ଆଜି ତବ୍ବୁଙ୍କୁ ୪୫ ବର୍ଷ ବୟସ ହୋଇସାରିଛି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।


ସୁସ୍ମିତା ସେନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ସେକସି ଅଭିନେତ୍ରୀ ସୁସ୍ମିତା ସେନ । ସୁସ୍ମିତାଙ୍କ ସୁନ୍ଦରତା ଓ ବୋଲ୍ଟ ଲୁକ୍ କୁ ଦେଖିବା ପାଇଁ ଦର୍ଶକ ମାନେ ବେସ ପସନ୍ଦ କରନ୍ତି । ସୁସ୍ମିତାଙ୍କୁ ବର୍ତ୍ତମାନ ୪୩ ବର୍ଷ ବୟସ ହୋଇସାରିଛି ଓ ସେ ଦୁଇଟି ଝିଅଙ୍କୁ ଆଡପ୍ଟ କରି ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି, ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ଅମିଶା ପଟେଲ-ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଅମିଶା ପଟେଲ । ଅମିଶା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଗୋଟେ ସମୟ ଏପରି ଥିଲା ଯେବେ ଅମିଶାଙ୍କ ନାମ ସହ ଡାଇରେକ୍ଟର ବିକ୍ରମ ଭଟ୍ଟଙ୍କ ନାମ ଯୋଡା ଯାଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅମିଶା ବିବାହ କରିନାହାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *