ଭାରତୀୟ ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ Bollywood ର ଏହି 4 ଜଣ ଫେମସ ଷ୍ଟାର, ନମ୍ବର 2 ଙ୍କୁ ସମସ୍ତେ କହୁଛନ୍ତି ସବୁଠୁ ବଡ ଦେଶ ଭକ୍ତ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅବଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଭାରତୀୟ ସେନାରେ ଭର୍ତି ହେବା ପାଇଁ ଚାହୁଁ ଥିଲେ ।

ଭାରତୀୟ ସେନାରେ ଭର୍ତି ହେବା ଏକ ଗର୍ବର କଥା ଅଟେ । ତେଣୁ ଏହି ବଲିଉଡ କଳାକାର ମାନେ ଭାରତୀୟ ସେନାରେ ଭର୍ତି ହେବା ପାଇଁ ଚାହୁଁ ଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ବଲିଉଡ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାର । ବଲିଉଡ ଇଣ୍ଡଷ୍ଟ୍ରିରେ ଅକ୍ଷୟ ପ୍ରସିଦ୍ଧି ହାସଲ କରିଛନ୍ତି ଓ ସେ ଅନେକ ବଲିଉଡ ଫିଲ୍ମରେ ଏକ ଆର୍ମୀ ଅଫିସରର ଭୂମିକାରେ ନଜର ଆସି ସାରିଛନ୍ତି । ଅକ୍ଷୟଙ୍କ ପିତା ଭାରତୀୟ ସେନାରେ ଥିଲେ ସେଥିପାଇଁ ଅକ୍ଷୟ ଭାରତୀୟ ସେନାରେ ଭର୍ତି ହେବା ପାଇଁ ଚାହୁଁ ଥିଲେ । ଅବଶ୍ୟ ଅକ୍ଷୟ ବର୍ତ୍ତମାନ ବଲିଉଡ କଳାକାର ଅଛନ୍ତି ହେଲେ ସେ ଦେଶର ସେବା କରିବା ପାଇଁ ସବୁବେଳେ ଆଗରେ ଥାନ୍ତି ।

ଶୋନୁ ସୁଦ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଶୋନୁ ସୁଦ । ଶୋନୁ ନିଜ ଅଭିନୟ ସହିତ ନିଜ ସ୍ଵଭାବ ପାଇଁ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଶୋନୁ ସୁଦ ଭାରତୀୟ ସେନାରେ ଭର୍ତି ହୋଇ ଦେଶର ସେବା କରିବା ପାଇଁ ଚାହୁଁ ଥିଲେ । ହେଲେ ତାଙ୍କ ଭାଗ୍ୟରେ ଆଉ କିଛି ଲେଖା ହୋଇଥିଲା । ହେଲେ ବନ୍ଧୁଗଣ ସେ ଜଣ ସାଧାରଣ ମାନଙ୍କର ସାହାର୍ଯ୍ୟ ପାଇଁ ସବୁବେଳେ ସାମ୍ନାରେ ଛିଡା ହୁଅନ୍ତି । ଏହି କରୋନା କାଳରେ ସେ ହଜାର ହଜାର ଶ୍ରମିକଙ୍କର ସାହାର୍ଯ୍ୟ କରିଛନ୍ତି ।

ନିମୃତ କୌର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିମୃତ କୌର । ନିମୂତଙ୍କ ପରିବାର ଲୋକ ଭାରତୀୟ ସେନା ସହ ଜଡିତ ଅଛନ୍ତି ଓ ନିମୃତ ମଧ୍ୟ ଭାରତୀୟ ସେନାରେ ଭର୍ତି ହେବା ପାଇଁ ଚାହୁଁ ଥିଲେ । ସେ ସେନାରେ ଭର୍ତି ହେବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥିଲେ ହେଲେ ସେ ବିଫଳ ହୋଇଯାଇଥିଲେ ।

ରଣବିଜୟ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଦିଗଜ କଳାକାର ରଣବିଜୟ ସିଂହ । ଆପଣ ମାନେ ସମସ୍ତେ ରଣବିଜୟଙ୍କୁ ଅନେକ ଫିଲ୍ମ ଓ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ । ରଣବିଜୟଙ୍କ ବାପା ଓ ଭାଇ ଭାରତୀୟ ସେନାରେ ଅଛନ୍ତି । ରଣବିଜୟ ମଧ୍ୟ ଭାରତୀୟ ସେନାରେ ଭର୍ତି ହେବ ପାଇଁ ଚାହୁଁ ଥିଲେ ହେଲେ ଯେତେବେଳେ ତାଙ୍କ ସିଲେକ୍ସନ ରୋଡିସରେ ହେଇଗଲା ସେତେବେଳେ ସେ ତାଙ୍କର ମନ ବଦଳାଇ ଦେଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *