ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଅଭିନେତାଙ୍କ ବିଷୟରେ କହିବାକୁ ଯିଏ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରିଷିକ ମିଶ୍ର । ରିଷିକ ମିଶ୍ର ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଆପଣ ମାନେ ତାଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଧାରାବାହିକ ‘ଦିବ୍ୟଦୃଷ୍ଟି’ରେ ନିଶ୍ଚୟ ଦେଖିଥିବେ ।
ଆଜିଆମେ ଆପଣ ମାନଙ୍କୁ ରିଷିକ ମିଶ୍ରଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ । ରିଷିକଙ୍କ ଜୀବନୀ ଓ ପରିବାର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରିଷିକଙ୍କ ବିଷୟରେ । ବନ୍ଧୁଗଣ ଓଡିଶାର ଲୋକପ୍ରିୟ ଅଭିନେତା ରିଷିକ ମିଶ୍ରଙ୍କ ଜନ୍ମ ୧୯୯୬ ମସିହାରେ କଟକ ସହରରେ ହୋଇଥିଲା । ପିଲା ଦିନରୁ ରିଷିକ ପାଠ ପଢିବା ସହ ଅଭିନୟରେ ବହୁତ ରୁଚି ରଖିଥିଲେ ।
ବନ୍ଧୁଗଣ ରିଷିକ ତାଙ୍କ ଅଭିନୟ କାରିୟରର ଆରମ୍ଭ ଟିଭିର ଲୋକପ୍ରିୟ ଧାରାବାହିକ ‘ଦୂର୍ଗା’ରୁ କରିଥିଲେ । ଏହି ଧାରାବାହିକଟି ୨୦୧୮ ମସିହାରେ ଆସିଥିଲା । ବନ୍ଧୁଗଣ ଏହି ଧାରାବାହିକରେ ତାଙ୍କର ସୁନ୍ଦର ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ରିଷିକଙ୍କ ପରିବାରରେ ତାଙ୍କ ମା ବାପା, ଭାଇ ଓ ଭାଉଜ ରହୁଛନ୍ତି ।
ରିଷିକଙ୍କ ବଡ ଭାଇଙ୍କ ନାମ ହେଉଛି ରୋନକ ମିଶ୍ର ଓ ତାଙ୍କ ଭାଉଜଙ୍କ ନାମ ହେଉଛି ଆଦାସ୍ୟା ତ୍ରିପାଠୀ । ବନ୍ଧୁଗଣ ରିଷିକ ନିଜ ପରିବାର ଲୋକଙ୍କୁ ବହୁତ ଅଧିକ ଭଲ ପାନ୍ତି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରିସିକି ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି । ରିଷିକ ନିଜ ଷ୍ଟାଇଲ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ଦିବ୍ୟଦୃଷ୍ଟି ଧାରାବାହିକରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ରିଷିକଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ