ଜଲିଉଡ କୁଇନ Rani Panda ଙ୍କ ଏମିତି ଜବରଦସ୍ତ ଡ୍ୟାନ୍ସ, ସାରା ଓଡିଶାରେ ହେଲା ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ, ସାଧାରଣତ ଓଡିଶା ବାସୀ ମାନେ ଯାତ୍ରା ଦେଖିବାକୁ ଭଲପାଇଥାନ୍ତି । ଗାଁ ଗହଳି ମାନଙ୍କରେ ବିଶେଷ କରି ଯାତ୍ରା ଦେଖିବାକୁ ସଭିଏଁ ଭଲ ପାଇଥାନ୍ତି । ଆପଣ ମାନେ ଅଭିନେତ୍ରୀ ରାନୀ ପଣ୍ଡା କୁ ନିଶ୍ଚିତ ଭଲ ଭାବରେ ଜାଣିଥିବେ । ସାରା ଓଡିଶା ବାସୀ ରାନୀ ଙ୍କର ଦିୱାନା କହିଲେ ଅତ୍ୟୁକ୍ତି ହେବ ନାହିଁ । ନିକଟରେ ରାନୀ ପଣ୍ଡା ଙ୍କୁ ନେଇ ନାନା ପ୍ରକାରର ବିବାଦ ସୃଷ୍ଟି ହୋଇଥିଲା । ମହାମାରୀ କରୋନାର ପ୍ରଭାବରେ ଓଡିଆ ଇଣ୍ଡଷ୍ଟ୍ରୀ ତଥା ଯାତ୍ରା ଜଗତ ସଂପୂର୍ଣ୍ଣ ଭାବରେ ବନ୍ଧ ଥିଲା ।

କିନ୍ତୁ ବର୍ତ୍ତମାନ ସ୍ଥିତି କୋହଳ ହେବାରୁ ପୁଣି ଥରେ ରାନୀ ପଣ୍ଡା ମଞ୍ଚ ଉପରକୁ ଆସିବାର ସୂଚନା ମିଳୁଅଛି । ରାନୀ ଙ୍କୁ ମଞ୍ଚ ଉପରେ ଦେଖିବା ସହିତ ତାଙ୍କ ଜବରଦସ୍ତ ଡ୍ୟାନ୍ସ ତଥା ଅନ୍ଦାଜ କୁ ଦେଖିବା ନିମନ୍ତେ ଲକ୍ଷାଧିକ ଦର୍ଶକ ଚାହିଁ ବସିଥାନ୍ତି । ନିକଟରେ ରାନୀ ଏକ ଗୀତ ଆଲବମ ରେ ମଧ୍ୟ ନିଜର କମାଲ ଦେଖେଇଛନ୍ତି । ସେ କହିଥିଲେ ଆଗକୁ ମଧ୍ୟ ଅଧିକ ଭଲ ଭଲ କାମ କରି ପୁନର୍ବାର ତାଙ୍କ ଅନ୍ଦାଜ ରେ ଦର୍ଶକ ମାନଙ୍କ ହୃଦୟରେ ରାଜ କରିବେ ।

ରାନୀ ପଣ୍ଡା ବର୍ତ୍ତମାନ ତାଙ୍କର ଆଗାମୀ କାମରେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ବର୍ତ୍ତମାନ ସେ ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରୁଛନ୍ତି । ବର୍ତ୍ତମାନ ରାନୀ ଙ୍କର ଏହି ଡ୍ୟାନ୍ସ ବର୍ତ୍ତମାନ ଚର୍ଚ୍ଚାରେ । ସୋ-ସି-ଆ-ଲ ମି-ଡି-ଆ ରେ ରାନୀ ଙ୍କର ଜବରଦସ୍ତ ଡ୍ୟାନ୍ସ ଭି-ଡି-ଓ ଭା-ଇ-ରା-ଲ ହେବାକୁ ଲାଗିଛି । ଏହା ପରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ରାନୀ ନିଜ ବନ୍ଧୁ ଙ୍କ ସହିତ ଏକାଠି ବସି ଲଞ୍ଚ କରୁଛନ୍ତି ।

ଖାଇବା ବେଳେ ରାନୀଙ୍କର ବହୁତ ଚର୍ଚ୍ଚା କରି କହୁଛନ୍ତି ଯେ ରାନୀ ଅପା ଙ୍କର ରୋଷେଇ ସବୁଠାରୁ ବଢିଆ । ତାଙ୍କ ବନ୍ଧୁ ଏପରି ମଧ୍ୟ କହିଛନ୍ତି ଯେ ବ୍ରାହ୍ମଣ ମାନେ ବହୁତ ଭଲ ରୋଷେଇ କରନ୍ତି । ରାନୀ ପଣ୍ଡା ଜଣେ ଅଭିନେତ୍ରୀ ସହିତ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ।

ମାତ୍ର କେତେକ ଲୋକେ ତାଙ୍କୁ ନାନା ପ୍ରକାରର ଅପବାଦ ମଧ୍ୟ ଦେଇଥାନ୍ତି କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଭାଙ୍ଗି ଯାଇ ନାହାନ୍ତି । ଭଗବାନ ଙ୍କ ନିକଟରେ ପାର୍ଥନା ରାନୀ ପଣ୍ଡା ଙ୍କ ଆଗାମୀ ଦିନ ସୁଖମୟ ହେଉ । ବନ୍ଧୁଗଣ ଆପଣ ମାନଙ୍କୁ ରାନୀ ପଣ୍ଡା କିଭଳି ଲାଗନ୍ତି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *