ଖୋଲିଲା ରହସ୍ୟ ! ରାଣୀ ନିଜେ କହିଲେ ସେ କାହିଁକି ପିଣ୍ଟୁ ଙ୍କୁ କଲେ ନାହିଁ ସାହାର୍ଯ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଖରାପ ସମୟରେ ସାହାଜ୍ଯ କରିନଥିବା କାରଣ ପାଇଁ କିଛି ନିଜସ୍ୱ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ବହୁ ଚର୍ଚିତ ଖବର ଅନୁଯାଇ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ଜମାରୁ ମଧ୍ୟ ଭଲ ନାହିଁ । ତେବେ ସ୍ଵାସ୍ଥ ଅବସ୍ଥା ଅସୁସ୍ଥ ଥିବା ହେତୁ ତାଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅବଶ୍ୟକତା ପଡୁଅଛି ।

ତେବେ ଯେହେତୁ ପିନ୍ଟୁ ନନ୍ଦଙ୍କୁ ଲିଭର ଜନିତ ସମସ୍ଯା ଅର୍ଥାତ ଲିଭର ଶିରୋସିସ ହୋଇଛି । ତେଣୁ ତାଙ୍କର ତାଙ୍କର ଲିଭର ସଂପୂର୍ଣ୍ଣ ଭାବରେ ଡାମେଜ ହୋଇଯାଇଛି । ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ପାଇଁ ପିନ୍ଟୁଙ୍କୁ ଅବଶ୍ୟକାତା ଦରକାର ପଡୁଛି । ତେବେ ପିନ୍ଟୁଙ୍କ ଚିକିତ୍ସା ପାଇଁ ଦରକାର ପଡୁଥିବା ଲକ୍ଷାଧିକ ଟଙ୍କା ପାଇଁ ବହୁ ଓଡିଆ କଳାକାର ତଥା ପିନ୍ଟୁଙ୍କର ଫ୍ୟାନ ମାନେ ଆଗେଇ ପଡିଛନ୍ତି ।

ତେବେ ଯାତ୍ରା ଜଗତର ରାଣୀ ଅର୍ଥାତ ରାଣୀ ପଣ୍ଡା ମଧ୍ୟ ବହୁ ସମୟରେ ଅନେକ ଲୋକଙ୍କ ସୁଖ ଓ ଦୁଃଖ ସମୟରେ ଭାଗୀଦାର ହୋଇଥାନ୍ତି । ଏହା ସହିତ ଦୁଃଖୀ ଲୋକଙ୍କୁ ସାହାଜ୍ଯର ହାତ ମଧ୍ୟ ବଢାଇଥାନ୍ତି । ତେବେ ଜଣେ କଳାକାର ହିସାବରେ ଅନ୍ୟ ଜଣେ ଓଡିଆ ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯ କରିପାରିଲି ନାହିଁ । ବୋଲି ରାଣୀ ପଣ୍ଡା ଦୁଃଖ ପ୍ରକାଶ କରିବା ସହ ନିଜର କିଛି କାରଣ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ରାଣୀ ପଣ୍ଡା କହିବା ଅନୁଯାଇ ନମସ୍କାର ଓଡିଶାବାସୀ ।

ମୁ ବର୍ତ୍ତମାନ ସମୟରେ ମୋର କର୍ମମୟ ଜୀବନରେ ବହୁ ବ୍ୟସ୍ତତା ଭିତରେ ରହୁଛି । ଏହା ସହିତ ନିଜର କିଛି ବ୍ୟକ୍ତିଗତ କାରଣକୁ ନେଇ ମଧ୍ୟ ଚିନ୍ତାରେ ରହୁଅଛି । ତେବେ ଏହି ସମୟରେ ଘଟୁଥିବା କୌଣସି କଥାକୁ ଧ୍ୟାନ ଦେଇପାରିନାହିଁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପିନ୍ଟୁ ଭାଇଙ୍କୁ ସାକ୍ଷାତ କରିବାକୁ ଯାଇ ପାରିନାହିଁ । ଏହା ଛଡା ତାଙ୍କୁ କୌଣସି ପ୍ରକାର ଆର୍ଥିକ ସାହାଜ୍ଯ ମଧ୍ୟ କରିପାରିନାହିଁ ।

ତେବେ ପିନ୍ଟୁ ଭାଇଙ୍କୁ ଆଗାମୀ ସମୟରେ କଣ ଦେବି କି ନାହିଁ ତାହା ବଡ କଥା ନୁହେଁ । ତେବେ ପିନ୍ଟୁ ଭାବିଙ୍କ ସ୍ଵାସ୍ଥର ଉନ୍ନତି ତଥା ଆରୋଗ୍ଯ କାମନା ନିମନ୍ତେ ଭଗବାନଙ୍କ ନିକଟରେ ନିହାତି ପ୍ରାଥନା କରିବି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *