ପ୍ରଥମ ଥର ପାଇଁ ଦେଖନ୍ତୁ Rajo queen ସମସ୍ତ ସିଜନ ର ବିଜେତା ମାନଙ୍କର Real Life ଜୀବନସାଥୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସାର୍ଥକ ଟିଭି ଚ୍ୟାନେଲ ରେ ପ୍ରସାରିତ ରିଆଲିଟି ସୋ ରଜ କୁଇନ ତ ନିଶ୍ଚିତ ଭାବରେ ଦେଖିଥିବେ। ଏହି ସୋ ରେ ପ୍ରତିବର୍ଷ ହୋଇଥିବା ବିଜେତା ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।

ତେବେ ଆଜି ଆମେ ଆପଣ ମାନଙ୍କୁ ରଜ କୁଇନ ସୋ ର ବିଜେତା ମାନଙ୍କ ରିଅଲ ଲାଇଫ ଜୀବନସାଥୀ ଙ୍କ ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବର୍ଷା ମୋହିନୀ ଦାସ- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ରଜ କୁଇନ ସିଜନ ୧ ର ବିଜେତା ବର୍ଷା ମୋହିନୀ ଦାସ। ସେ ୨୦୧୩ ମସିହାରେ ଏହି ସୋ ର ବିଜେତା ହୋଇଥିଲେ। ବର୍ଷା ରିଅଲ ଲାଇଫ ରେ ବିବାହ କରିସାରିଛନ୍ତି ଏବଂ ତାଙ୍କ ପତି ଙ୍କ ନାମ ହେଉଛି ରାଜେନ୍ଦ୍ର ବେହେରା।

୨. ଦେବସ୍ମିତା ପଣ୍ଡା- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରଜ କୁଇନ ସିଜନ ୨ ରେ ବିଜେତା ଦେବସ୍ମିତା ପଣ୍ଡା। ସେ ୨୦୧୪ ମସିହାରେ ଏହି ସୋ ର ବିଜେତା ହୋଇଥିଲେ। ଦେବସ୍ମିତା ଙ୍କ ବଏଫ୍ରେଣ୍ଡ ହେଉଛନ୍ତି ରିସୀ।

୩. ସ୍ମରଣୀକା ପ୍ରିୟଦର୍ଶିନୀ- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ରଜ କୁଇନ ସିଜନ ୩ ର ବିଜେତା ସ୍ମରଣୀକା ପ୍ରିୟଦର୍ଶନୀ। ସେ ୨୦୧୫ ମସିହାରେ ଏହି ସୋ ରେ ବିଜେତା ହୋଇଥିଲେ। ସ୍ମରଣୀକା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।

୪. ଜ୍ୟାଙ୍କଲୀନ ପରିଡ଼ା- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ରଜ କୁଇନ ସିଜନ ୪ ର ବିଜେତା ଜ୍ୟାଙ୍କଲୀନ ପରିଡ଼ା।ସେ ୨୦୧୬ ମସିହାରେ ଏହି ସୋ ର ବିଜେତା ହୋଇଥିଲେ।ଜ୍ୟାଙ୍କଲୀନ ଙ୍କ ସ୍ୱାମୀ ହେଉଛନ୍ତି ଅରବିନ୍ଦ ମହାରଣା।

୫. ସବିତା ପଲେଇ- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ରଜ କୁଇନ ସିଜନ ୫ ର ବିଜେତା ସବିତା ପଲେଇ। ସେ ୨୦୧୭ ମସିହାରେ ଏହି ସୋ ର ବିଜେତା ହୋଇଥିଲେ। ତାଙ୍କ ବଏଫ୍ରେଣ୍ଡ ହେଉଛନ୍ତି ସପ୍ଲୀନ ମିଶ୍ର।

୬. ଶୁଭଶ୍ରୀ ଜେନା- ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ରଜ କୁଇନ ସିଜନ ୬ ର ବିଜେତା ଶୁଭଶ୍ରୀ ଜେନା। ସେ ୨୦୧୮ ମସିହାରେ ଏହି ସୋ ର ବିଜେତା ହୋଇଥିଲେ। ଶୁଭଶ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।

୭. ସିପ୍ରା ନାୟକ- ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ରଜ କୁଇନ ସିଜନ ୭ ର ବିଜେତା ସିପ୍ରା ନାୟକ। ସେ ୨୦୧୯ ମସିହାରେ ଏହି ସୋ ର ବିଜେତା ହୋଇଥିଲେ। ତାଙ୍କ ସ୍ୱାମୀ ଙ୍କ ନାମ ହେଉଛି ସଞ୍ଜୟ ସାହୁ।

୮. ଅଦିତି ଦାସ- ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ରଜ କୁଇନ ସିଜନ ୮ ର ବିଜେତା ଆଦିତି ଦାସ। ସେ ୨୦୨୦ ମସିହାରେ ଏହି ସୋ ର ବିଜେତା ହୋଇଥିଲେ। ଆଦିତି ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବଂ ସିଙ୍ଗଲ ଅଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *