Ollywood ଅଭିନେତା Rajesh ଙ୍କ ଘରକୁ ଆସିଲା ବହୁତ ବଡ ଖୁସି ଖବର, ଦେଖନ୍ତୁ ତାହା କଣ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଟିଭି ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛତି ରାଜେସ ।

ଆପଣ ମାନେ ସମସ୍ତେ ଅନେକ ଧାରାବାହିକରେ ରାଜେସଙ୍କ ଜବରଦସ୍ତ ଆକଟିଙ୍ଗଙ୍କୁ ବେସ ଭଲ ଭାବରେ ଦେଖିଥିବେ । ରାଜେସ ନିଜ ଅଭିନୟ ଓ ନିଜ ଷ୍ଟାଇଲ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରାଜେସ ନିଜ ଅଭିନୟର ଜାଦୁ ଦେଖାଇ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ଓ କିଛି ନା କିଛି କାରଣ ପାଇଁ ସେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ରାଜେସ ପୁଣି ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି କାରଣ ରାଜେସଙ୍କ ଘରକୁ ଆସିଛନ୍ତି ଏକ ନୂଆ ଅତିଥି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ନୂଆ ଅତିଥିଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ କିଛି ସମୟ ପୂର୍ବରୁ ରାଜେସ ଦାଦା ହୋଇଥିବା ଖବର ସୋସିଆଲ ମିଡିଆରେ ଜଣାଇଛନ୍ତି । ରାଜେସଙ୍କ ବଡ ଭାଇ ଓ ଭାଉଜଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ତେବେ ଏହି ଖୁସି ଖବରକୁ ରାଜେସ ସୋସିଆଲ ମିଡିଆ ଦ୍ଵାରା ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ସେ ଲେଖିଛନ୍ତି, ତାଙ୍କ ବଂଶର ନୂଆ ପିଢୀ ବର୍ତ୍ତମାନ ଆସି ସାରିଛି ଓ ସେ ଦାଦା ହୋଇଛନ୍ତି ।

ବନ୍ଧୁଗଣ ରାଜେସ ଦାଦା ହୋଇଥିବାରୁ ବହୁତ ଖୁସି ନଜର ଆସିଛନ୍ତି ଏହା ସହିତ ତାଙ୍କ ପରିବାର ଲୋକ ମଧ୍ୟ ବହୁତ ଖୁସି ନଜର ଆସିଛନ୍ତି । ରାଜେସ ହେଉଛନ୍ତି ତାଙ୍କ ପରିବାରର ସାନ ପୁଅ । ତେବେ ଦାଦା ହେବା ପରେ ରାଜେସ କୁନି ପୁଅକୁ ଧରି ଫଟୋ ଉଠାଇଛନ୍ତି ଓ ଏହି ସବୁ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *