Raj Kundra ନିଜ ପ୍ରଥମ ପତ୍ନୀ କବିତା ଙ୍କୁ ନେଇ କଲେ ଏକ ବଡ ଖୁଲାସା, କହିଲେ, “ମୋ ଭିଣୋଇଙ୍କ ସହ ଥିଲା ତାଙ୍କ ପ୍ରେମ ସମ୍ପର୍କ ଓ ଦିନେ ବାଥ୍ରୁମରେ …”

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଗତ କିଛି ଦିନ ତଳେ ବଲିଉଡର ଦିଗଜ ଅଭିନେତ୍ରୀ ଶିଲ୍ପା ସେଟି ନିଜର ଜନ୍ମ ଦିନ ପାଳନ କରିଥିଲେ । ସେହି ସମଯରୁ ଶିଲ୍ପାଙ୍କ ସ୍ଵାମୀ ରାଜ କୁନ୍ଦରା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛନ୍ତି । ଚର୍ଚାରେ ରହିବାର କାରଣ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ କିଛି ଦିନ ହେବ ରାଜ କୁନ୍ଦରା ନିଜ ପ୍ରଥମ ସ୍ତ୍ରୀଙ୍କ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ରାଜଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ହେଉଛି କବିତା । ଏହି ଦୁଇଜଣଙ୍କ ମଧ୍ୟରେ କିଛି ବାଦବିବାଦ ହୋଇଥିବାରୁ ୨୦୦୬ ମସିହାରେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା । ଏହାପରେ ୨୦୦୯ ମସିହାରେ ରାଜ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟିଙ୍କ ସହ ପ୍ରେମ ବିବାହ କରିଥିଲେ । କବିତା ଓ ରାଜଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି ।

ବନ୍ଧୁଗଣ ଏହି କିଛି ଦିନ ତଳେ ରାଜ ନିଜ ପ୍ରଥମ ବିବାହକୁ ନେଇ ଏକ ବଡ ଖୁଲାସା କରିଥିଲେ । ଗତ କିଛି ବର୍ଷ ପୂର୍ବରୁ କବିତା ଏକ ଭିଡିଓ ମାଧ୍ୟମରେ କହିଥିଲେ ଯେ, ତାଙ୍କର ରାଜଙ୍କ ସହ ତଲାକ ହେବା ପଛରେ ଶିଲ୍ପାଙ୍କର ବଡ ଭୂମିକା ରହିଛି । ଏହି ଭିଡିଓଟି ଗତ ୧୧ ବର୍ଷ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଭିଡିଓର ପ୍ରତିକ୍ରିୟା ଦେଇ ରାଜ ଏକ ବଡ ବୟାନ ଦେଇଛନ୍ତି ।

ରାଙ୍କ କହିଛନ୍ତି ଯେ-‘ ସେହି ଭିଡିଓରେ କବିତା କହିଥିବା କୌଣସି କଥାରେ ସତ୍ୟତା ନାହିଁ । ମୁ ୧୨ ବର୍ଷ ହେବ ଏହାକୁ ନେଇ ଚୁପ ରହିଛି ହେଲେ ଆଉ ନୁହେଁ । କବିତାଙ୍କୁ ଶିଲ୍ପାଙ୍କ ବିରୋଧରେ କହିବାକୁ ପାଇଁ କିଛି ମିଡିଆ ଟଙ୍କା ଦେଇଥିଲେ । ନ୍ୟୁଜ ଅଫ ଦ ବାଲ୍ଡ ୱାଲ୍ଡ ନାମକ ଏକ ମିଡିଆରେ ଏଭଳି ସ୍କାଣ୍ଡେଲ ଷ୍ଟୋରି କରିବା ପାଇଁ କବିତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିଲା’ ।

ଏହାପରେ ଆଗକୁ ରାଜ କହିଥିଲେ-‘ତାଙ୍କ ବିବାହ ଶିଲ୍ପାଙ୍କ ପାଇଁ ନୁହେଁ କବିତାଙ୍କ ପାଇଁ ଭାଙ୍ଗିଥିଲା । କବିତାଙ୍କ ସହ ତଲାକ କରିବାର ଏକ ବଡ କାରଣ ରହିଛି । କବିତାଙ୍କ ଚିନ୍ତାଧାରା ବହୁତ ଖରାପ ଅଟେ । ଲଣ୍ଡନରେ ରହୁଥିବା ବେଳେ କବିତାଙ୍କ ଅଫେୟାର ତାଙ୍କ ଭେଣେଇଙ୍କ ସହ ରହିଥିଲା । ରାଜଙ୍କ ଭେଣେଇଙ୍କ ସହ କବିତା ଅଧିକ ସମୟ ଅତିବାହିତ କରୁଥିଲେ’ ।

ରାଜ ଯେତେବେଳେ ବିଜନେସ କାମରେ ଅନ୍ୟ ଦେଶକୁ ଯାଉଥିଲେ ସେତେବେଳେ ତାଙ୍କ ସ୍ତ୍ରୀ ଅନ୍ୟ ଲୋକଙ୍କ ସହ ଅଫେୟାର ରଖିଥିଲେ ହେଲେ ରାଜ ଏହି ସବୁ କଥା ଉପରେ ଅଧିକ ବିଶ୍ଵାସ କରିନଥିଲେ । ରାଜ ସେତେବେଳେ ସମସ୍ତ କଥା ଜାଣି ପାରିଥିଲେ ଯେତେବେଳେ ତାଙ୍କ ଭଉଣୀ ଓ ଭେଣେଇ ଭାରତକୁ ଫେରି ଆସିଥିଲେ । ସେହି ସମୟରେ କବିତା ବାଥରୁମ ଭିତରେ ରହି ରାଜଙ୍କ ଭେଣେଇଙ୍କ ସହ ଫୋନରେ ମେସେଜ କରୁଥିଲେ ।

ଏହି ସବୁ କଥା ବିଷୟରେ ଜାଣିବା ପରେ ରାଜ ନିଜ ଭଉଣୀଙ୍କୁ ମଧ୍ୟ ଜଣାଇଥିଲେ । ଏହାପରେ ରାଜ କବିତା ଓ ତାଙ୍କ ଝିଅକୁ ବାପ ଘରେ ଛାଡି ଲଣ୍ଡନ ଚାଲି ଆସିଥିଲେ ଓ ଶିଲ୍ପାଙ୍କ ସହ ରିଲେସନରେ ରହିଥିଲେ । ଶିଲ୍ପାଙ୍କ ସହ ରିଲେସନରେ ରହିବା ପରେ କବିତା ତଲାକ ପାଇଁ କହିଥିଲେ । ତା ହେଲେ ବନ୍ଧୁଗଣ ଏହା ଥିଲା ରାଜ ଓ କବିତାଙ୍କ ଜୀବନ ସହ ଜଡିତ ଏକ ବଡ ରହସ୍ୟ । ହେଲେ ବର୍ତ୍ତମାନ ରାଜ ଶିଲ୍ପାଙ୍କ ସହ ବହୁତ ଖୁସିରେ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *