ପୁଣି ଥାନାକୁ ଗଲେ Anubhav, Varsha ଙ୍କ ବିରୁଦ୍ଧରେ ଆଣିଲେ ଏହି ସଙ୍ଗୀନ ଅଭୋଯୋଗ, କହିଲେ – “ମୋତେ ଆଉ ମୋ ପରିବାରକୁ….

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିନେମା ଜଗତ ର ଅନୁଭବ ଏବଂ ବର୍ଷାଙ୍କ ଯୋଡି କୁ ଖୁବ ଭଲ ଭାବରେ ଜାଣିଥିବେ । ଏହି ଯୋଡି ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ଅନେକ ହିଟ ସିନେମା ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି ।

ତେବେ ଏହି ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନି-ର୍ଯା-ତ-ନା ଏବଂ ତାଙ୍କୁ ଅ-ତ୍ୟା-ଚା-ର କରା ଯାଉଛି ବୋଲି କେ-ସ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟାପି ମଧ୍ୟ ଯାଇଥିଲା ।

ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେରରେ ରହିବାକୁ ପଡିଥିଲା । ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳର ଜଣେ ଏମପି ଅଛନ୍ତି ଏବଂ ସେଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ତେବେ ଅନୁଭବ ମିଡ଼ିଆ ରେ କହି ଥିଲେ କି ବର୍ଷା ପ୍ରଥମ ଦିନରୁ ତାଙ୍କ ସହ କୌଣସି ସ-ମ୍ବ-ନ୍ଧ ରଖିବା ପାଇଁ ମନା କରି ଦେଇଥିଲେ ଏବଂ ସେ ନିଜ ବାପ ଘରେ ଅଧିକ ସମୟ ବିତାଉ ଥିଲେ ଏବଂ ଅନୁଭବ ଙ୍କ ପରିବାର ସହ କୌଣସି ପ୍ରକାରର ଭଲ ସଂପର୍କ ରଖୁ ନଥିଲେ।

ଏହା ଛଡା ସେ ଅନୁଭବ ଙ୍କୁ ମା-ନ-ସି-କ ନି-ର୍ଯା-ତ-ନା ଦେଉଥିଲେ । ସେ ତାଙ୍କର କୌଣସି ଉତ୍ସବରେ ମଧ୍ୟ ଯୋଗଦାନ କରୁ ନଥିଲେ ଏବଂ ନିଜ ପରିବାର ଲୋକ ଙ୍କ ଆଗରେ ସର୍ଵଦା ତାଙ୍କୁ ଅ-ପ-ମା-ନ ଦେଇ ଆସୁ ଥିଲେ ତେଣୁ ଅନୁଭବ ବର୍ଷା ଙ୍କ ଠାରୁ ବର୍ତ୍ତମାନ ଛାଡପତ୍ର ଚାହୁଁଛନ୍ତି । ତେବେ ବର୍ଷା ସିଧାସଳଖ ଭାବେ କିଛି କହି ନ ଥିଲେ ବି ସେ ଅନୁଭବ ଏବଂ ତାଙ୍କ ପରିବାର ଙ୍କ ନାମ ରେ ନି-ର୍ଯା-ତ-ନା ର ଅ-ଭି-ଯୋ-ଗ ମଧ୍ୟ ଆଣିଥିଲେ ।

ତେବେ ବର୍ତ୍ତମାନ ଅନୁଭବ ଏକ ଆଉ ନୂଆ ଅ-ଭି-ଯୋ-ଗ ଆଣିଛନ୍ତି । ଅନୁଭବ ବର୍ଷା ଙ୍କ ନାମ ରେ ଅ-ଭି-ଯୋ-ଗ ଆଣିଛନ୍ତି କି ତାଙ୍କ ବିନା ଅନୁମତି ଏବଂ ତାଙ୍କୁ ନ ଜଣାଇ ତାଙ୍କ ଘର ଭିତରକୁ କିଛି ହେଲମେଟ ପିନ୍ଧି ଥିବା ଯୁବକ ବର୍ଷା ରହୁଥିବା ଘରେ ବସି କିଛି ଆଲୋଚନା କରୁଛନ୍ତି ।

ତେବେ ଏହା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଛି । ଅନୁଭବ ଅ-ଭି-ଯୋ-ଗ କରିଛନ୍ତି କି ବର୍ଷା ତାଙ୍କ ବି-ରୋ-ଧ ରେ କିଛି ଯୋଜନା କରୁଛନ୍ତି ଏବଂ ତାଙ୍କ ଜୀବନ ତଥା ତାଙ୍କ ପରିବାର ଜୀବନ ପ୍ରତି ବହୁତ ବିପଦ ରହିଛି । ତେଣୁ ସେ ସୁରକ୍ଷା ଲୋଡିଛନ୍ତି । ଏହା ଛଡା ଅନୁଭବ ଘରେ ଭଏସ ଯୁକ୍ତ ସିସିଟିଭି କ୍ୟାମେରା ଲଗାଇଛନ୍ତି ।

ତେବେ ବର୍ଷା ଯେ ପର୍ଯ୍ୟନ୍ତ ଛାଡ଼ପତ୍ର ହୋଇ ନାହିଁ ସେ ପର୍ଯ୍ୟନ୍ତ ସେ ଅନୁଭବ ଙ୍କ ଘରେ ରହିବେ ଏବଂ ତାଙ୍କ ସ୍ତ୍ରୀ ହୋଇ ରହିବେ କିନ୍ତୁ ବର୍ଷା କିଛି ଅଜଣା ଲୋକ ଙ୍କୁ ଘର ଭିତରକୁ ଡାକୁଛନ୍ତି ତାହା ଫୁଣି ଅନୁଭବ ଙ୍କୁ ନ ଜଣାଇ ଏବଂ ଅନୁଭବ ଙ୍କ ଅନୁସାରେ ଏହା ତାଙ୍କ ବି-ରୋ-ଧ-ରେ ଏବଂ ତାଙ୍କ ପରିବାର ବି-ରୋ-ଧ ରେ ବହୁତ ବଡ଼ ଷ-ଡ଼-ଯ-ନ୍ତ୍ର ହେଉଛି ।
ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ବର୍ଷା ନିଜର ମୁହଁ ଖୋଲି ନାହାନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *