ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଓଡ଼ିଆ ସିନେମା ଜଗତ ବର୍ତ୍ତମାନ ସମଗ୍ର ଭାରତ ବର୍ଷ ରେ ବହୁତ ପ୍ରସିଦ୍ଧି ଲାଭ କରିଛି । ଏହା ସମ୍ଭବ ହୋଇ ପାରିଛି କେବଳ ଓଡ଼ିଆ ସିନେମା ର ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ଙ୍କ ପାଇଁ ।
ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିନେମା ର ଖୁବ ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ତ ନିଶ୍ଚୟ ଜାଣିଥିବେ । ସେ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଖୁବ ନିକଟ ରେ ଝିଲିକ ଓଡ଼ିଆ ରିୟଲୀଟି ସୋ କୁ ନେଇ ନିଜ ମତ ଦେଇଥିଲେ । ତେବେ ସେ କଣ ମତ ଦେଇଥିଲେ ଆସନ୍ତୁ ଜାଣିବା ।
ଝିଲିକ କହିଛନ୍ତି ଯେ ରିୟଲୀଟି ସୋ ରେ ଜଜ ହେବା ପାଇଁ ହେଲେ ସର୍ବ ପ୍ରଥମେ ନିଜର ଯୋଗ୍ୟତା ଥିବା ଆବଶ୍ୟକ । ଯଦି କୌଣସି ପ୍ରତିଯୋଗୀ ଠିକ କରୁଛନ୍ତି ତ ତାଙ୍କୁ ଚୟନ କରିବା ଉଚିତ ଓ ଯେଉଁ ପ୍ରତିଯୋଗୀ ମାନେ ଭୁଲ କରୁଛନ୍ତି ତାଙ୍କୁ ତାଙ୍କ ଭୁଲ ବିଷୟ ରେ ବୁଝାଇବା ଉଚିତ ଓ ସେ ଭୁଲ କିପରି ସେ ଆଉ ନ କରିବେ ସେ ବିଷୟ ରେ ଜଣାଇବା ଉଚିତ ।
ସେ ମଧ୍ୟ “ବେଷ୍ଟ ଡ୍ରାମେଵାଜ” ନାମକ ଏକ ରିୟଲୀଟି ସୋ ରେ ଜଜ ଥିଲେ । ସେ କେବଳ ପ୍ରତିଯୋଗୀ ମାନଙ୍କ ର ଡ୍ରାମା କୁ ଦେଖୁଥିଲେ । ଯଦି କାହାର ଭୁଲ ହେଉଥିଲା ତେବେ ସେ ତାକୁ ବୁଝାଉଥିଲେ । ତାଙ୍କୁ ପଚରା ଯାଇଥିଲା ଯେ ବର୍ତ୍ତମାନ ଯେଉଁଭଳି ଜଜ ମାନଂକୁ ଟ୍ରୋଲ କରାଯାଉଛି ତାହା ଠିକ କି ଭୁଲ ।
ଏଥିରେ ନିଜ ପ୍ରତିକ୍ରିୟା ରଖି ଝିଲିକ କହିଥିଲେ । ପ୍ରତିଯୋଗୀ ମାନଂକୁ ରିୟଲୀଟି ସୋ ଯେଉଁଥି ପାଇଁ ଚାଲିଛି ସେହି ବିଷୟ ରେ ପ୍ରଶ୍ନ କରାଯିବା ଉଚିତ । ଅଯଥା ଅନ୍ୟ ବିଷୟ ରେ କୌଣସି ପ୍ରତିଯୋଗୀ ଙ୍କୁ ପ୍ରଶ୍ନ କରାଯାଇ ତାଙ୍କୁ ଲଜ୍ଜିତ କରିବା ବିଲକୁଲ ମଧ୍ୟ ଠିକ ନୁହେଁ । କାରଣ ତାହାକୁ ତାଙ୍କ ଘରେ ତାଙ୍କ ପିତା ମାତା ମଧ୍ୟ ଦେଖିବେ । ତେଣୁ ଏପରି ଅଯଥା ପ୍ରଶ୍ନ ପଚରାଯାଇ ଲଜ୍ଜିତ କରିବା ଠିକ ନୁହେଁ ।
ସେ ମଧ୍ୟ ଗୋଟିଏ ସୋ ରେ ଜଜ ଥିଲେ ସେତେବେଳେ ତ ତାଙ୍କ ନାମ ରେ କୌଣସି ପ୍ରଶ୍ନ ଉଠି ନ ଥିଲା । କିନ୍ତୁ ବର୍ତ୍ତମାନ କଣ ପାଇଁ ଉଠୁଛି । କାରଣ ଯେଉଁ ପ୍ରଶ୍ନ ଆବଶ୍ୟକ ସେହି ପ୍ରଶ୍ନ କୁ ପ୍ରତିଯୋଗୀ ମାନଙ୍କୁ ପଚାରିବା ଉଚିତ ଅନ୍ୟ କୌଣସି ବିଷୟ ରେ ଅଯଥା ପ୍ରଶ୍ନ କଲେ ନିଶ୍ଚୟ ଏହା ହିଁ ହେବ ବୋଲି ସେ ନିଜ ମତ ଦେଇଥିଲେ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ