16 ବର୍ଷର ପୁଅର କଥା ମାନି Malaika ସ୍ବାମୀଙ୍କ ଠାରୁ ନେଇଥିଲେ ଡିଭୋର୍ସ, ଜାଣନ୍ତୁ ଏମିତି କଣ କହିଥିଲେ ପୁଅ Arhaan Khan…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଆଇଟମ ଗାର୍ଲ ମଲାଇକା ଅରୋରାଙ୍କୁ ନିଶ୍ଚୟ ଜାଣିଥିବେ । ମଲାଇକା ନିଜ ପର୍ଶନାଲ ଲାଇଫ ଓ ନିଜ ହଟ୍ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ମଲାଇକା ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ସୁପର ହିଟ ଆଇଟମ ସାଙ୍ଗ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ମଲାଇକା ବଲିଉଡ ଅଭିନେତା ଅରବାଜ ଖାନଙ୍କ ସହ ଲଭ ରିଲେସନରେ ରହିବା ପରେ ୧୯୯୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣ ବହୁତ ସମୟ ପର୍ଯ୍ୟନ୍ତ ଏକା ସହ ରହିଥିଲେ । ୧୯ ବର୍ଷର ସମ୍ବନ୍ଧ ପରେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା ।

ମଲାଇକା ଅରୋରା ଓ ଅରବାଜ ଖାନ ୨୦୧୭ ମସିହାରେ ତଲାକ ନେଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣଙ୍କ ପୁଅ ମଲାଇକାଙ୍କୁ ଏପରି କିଛି କହିଥିଲା ଯାହାଫଳରେ ମଲାଇକା ଅରବାଜଙ୍କୁ ତଲାକ ଦେଇଥିଲେ । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅରବାଜ ଓ ମଲାଇକା ୧୯୯୩ ମସିହାରେ ସାକ୍ଷାତ କରିଥିଲେ । ଏହି ଦୁଇଜଣ ପରସ୍ପରକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଡେଟ କରି ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହ ଖବର ବହୁତ ଚର୍ଚାରେ ରହିଥିଲା । ୨୦୦୨ ମସିହାରେ ମଲାଇକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ୨୦୧୬ ପର୍ଯ୍ୟନ୍ତ ମଲାଇକା ଓ ଅରବାଜ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଥିଲେ ।

ହେଲେ ଏହାପରେ ଅରବାଜ ମ୍ଯାଚ ଫିକସିଙ୍ଗ କାମରେ ଫସିଯାଇଥିଲେ । ଅରବାଜଙ୍କୁ ଏହି କାମ କରିବାର ନିଶା ହୋଇଯାଇଥିଲା । ମିଡିଆ ରିପୋର୍ଟସ ଅନୁସାରେ ଗୋଟେ ସମୟରେ ଅରବାଜ ଏହି ମ୍ୟାଚ ଫିକସିଙ୍ଗରେ ତିନି କୋଟି ଟଙ୍କା ହାରି ଯାଇଥିଲେ । ସେହି ସମୟରେ ମଲାଇକା ନିଜ ସ୍ଵାମୀ ଅରବାଜଙ୍କୁ ବହୁତ ଅଧିକ ବୁଝାଇଥିଲେ ଓ ନିଜ ପୁଅର ରାଣ ମଧ୍ୟ ଦେଇଥିଲେ । ହେଲେ ଅରବାଜ ମାନି ନଥିଲେ । ଯାହାଫଳରେ ମଲାଇକା ତଲାକ ଦେବାର ନିଷ୍ପତ୍ତି ନେଇଥିଲେ ।

ସେହି ସମୟରେ ମଲାଇକାଙ୍କୁ ତାଙ୍କ ପୁଅ ସପୋର୍ଟ କରିଥିଲେ ଓ ନିଜ ପିତାଙ୍କ ବିରୋଧ କରିଥିଲେ । ସେତେବେଳେ ଅରହାନ କହିଥିଲେ-‘ ଯଦି ମା ବାପାଙ୍କ ଠାରୁ ଅଲଗା ହୋଇ ଖୁସିରେ ରହିପାରିବେ ତା ହେଲେ ସେ ଆଉ କେବେ ବାପାଙ୍କ ପାଖାକୁ ଆସିବାକୁ ଚାହିଁବେ ନାହିଁ’ । ଅରହାନଙ୍କ ଏହି କଥାକୁ ଶୁଣିବା ପରେ ମଲାଇକାଙ୍କ ସାହସ ବଢିଯାଇଥିଲା ଓ ସେ ଅରବାଜଙ୍କୁ ତଲାକ ଦେଇଥିଲେ ।

ଅରହାନ ବର୍ତ୍ତମାନ ନିଜ ମା ପାଖରେ ରହୁଛନ୍ତି । ମଲାଇକା ବର୍ତ୍ତମାନ ଅର୍ଜୁନ କପୁରଙ୍କ ସହ ଲିଭିଙ୍ଗ ରିଲେସନରେ ରହିଛନ୍ତି ଓ ଅନ୍ୟ ପକ୍ଷରେ ଅରବାଜ ନିଜ ଗାର୍ଲଫ୍ରେଣ୍ଡ ଜାର୍ଜୀୟା ଏଣ୍ଡରିୟାନୀଙ୍କ ସହ ରିଲେସନରେ ରହୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *