ପ୍ରଥମ ଥର ପାଇଁ ଗୁଆ ଘିଅ ଗୀତାରେ ନାଚିଲେ ଓଡିଆ Singer Humane Sagar, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିଙ୍ଗର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ସିଙ୍ଗର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହ୍ୟୁମାନ ସାଗର ।

ଆପଣ ମାନେ ସମସ୍ତେ ଓଡିଆ ଗାୟକ ହୁମାନ ସାଗରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ହ୍ୟୁମାନ ସାଗର ହେଉଛନ୍ତି ଜଣେ ପ୍ରସିଦ୍ଧ ସିଙ୍ଗର । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆସିବା ଦିନରୁ ହ୍ୟୁମାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଓ ଫଟୋ ଅପଲୋଡ କରନ୍ତି ଦେଖୁ ଦେଖୁ ତାଙ୍କର ଫଟୋ ଭିଡିଓ ଭାଇରାଲ ହୋଇଯାଏ ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ହ୍ୟୁମାନ ସାଗରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓଟି ସାରା ଓଡିଶାରେ ଚର୍ଚ୍ଚାରେ ଅଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ହ୍ୟୁମାନ ସାଗର ଗୁଆ ଘିଅ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ପ୍ରଥମ ଥର ପାଇଁ ହ୍ୟୁମାନ ଗୁଆ ଘିଅ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓଟିକୁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି ।


ବନ୍ଧୁଗଣ ଗୁଆ ଘିଅ ଗୀତଟି ବର୍ତ୍ତମାନ ସାରା ଓଡିଶାରେ ଲୋକପ୍ରିୟ ଅଛି ଓ ଅନେକ ଲୋକ ଏହି ଗୀତରେ ଝୁମୁ ଥିବାର ନଜର ଆସିଛନ୍ତି । ସେହିଭଳି ଏବେ ହ୍ୟୁମାନ ମଧ୍ୟ ଏହି ଗୀତରେ ଝୁମୀ ଥିବାର ନଜର ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହ୍ୟୁମାନ ସାଗରଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *