ଫେରିଲେ ସ୍ଵାତ୍ତ୍ୱିକ ଓ ରାଧିକା (Mitali Sargharia & Jagjit Pal), ନୂଆ ବୋହୁ ସିରିଏଲ ପରେ ଏବେ ଏହି ସିରିଏଲରେ ଆସିବେ ନଜର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ନୂଆବୋହୂ’ ସିରିଏଲଟି ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟିକୁ ଦେଖିବା ପାଇଁ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି ।

ହେଲେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଖବର ଆସିଥିଲା । ସେହି ଖବରଟି ହେଉଛି ଏହି ସିରିଏଲର ମୁଖ୍ୟ ଅଭିନେତା ସ୍ଵାତିକ ଓ ରାଧିକା ସୋକୁ ଛାଡି ଦେଇଥିଲେ । ସ୍ଵାତିକ ଓ ରାଧିକା ‘ନୂଆବୋହୂ’ ସିରିଏଲ ଛାଡିବା ପରେ ତାଙ୍କ ଫ୍ୟାନ୍ସ ମାନେ ନିରାଶ ହୋଇଯାଇଥିଲେ ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ତାହା ହେଉଛି ସ୍ଵାତିକ ଓ ରାଧିକା ପୁଣି ଏକ ସିରିଏଲରେ ନଜର ଆସିବାକୁ ଯାଉଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ‘ନୂଆବୋହୁ’ ସିରିଏଲରେ ସ୍ଵାତିକ ଓ ରାଧିକା ମୁଖ୍ୟ ଚରିତ୍ରରେ ନଜର ଆସୁଥିଲେ । ଏହି ଦୁଇଜଣଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ଏମାନଙ୍କ ସୋ ଛାଡିବା କଥା ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ନିରାଶ ହୋଇଯାଇଥିଲେ । ହେଲେ ବର୍ତ୍ତମାନ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ।

ବର୍ତ୍ତମାନ ନୂଆବୋହୂ ସିରିଏଲର ଟାଇଟେଲକୁ ବଦଳାଇ ଦିଆଯାଇଛି । ଏହି ସିରିଏଲର ନାମ ଦିଆଯାଇଛି ‘ଝିଅ ଆମର ନୂଆବୋହୂ’ । ତେବେ ଏହି ସିରିଏଲରେ ଆପଣ ମାନେ ରାଧିକା ଓ ସ୍ଵାତିକଙ୍କୁ ଦେଖିବାକୁ ପାଇବେ । ଏହା ସହ ଅନ୍ୟ କେତେକ କଳାକାରଙ୍କ ଅଭିନୟକୁ ମଧ୍ୟ ଆପଣ ମାନେ ଦେଖିବାକୁ ପାଇବେ ।

ତେବେ ବନ୍ଧୁଗଣ ଏହି ସିରିଏଲଟି କେବେ ଟିଭିରେ ପ୍ରସାରିତ ହେବାକୁ ଯାଉଛି ତାହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ । ହେଲେ ରାଧିକା ଓ ସ୍ଵାତିକଙ୍କ ଯୋଡିକୁ ଆପଣ ମାନେ ପୁଣି ଥରେ ଦେଖିବାକୁ ପାଇବେ । ଏହି ସିରିଏଲଟି ‘ତରଙ୍ଗ’ ଚ୍ୟାନେଲରେ ପ୍ରସାରିତ ହେବ ବୋଲି ଜଣା ପଡିଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *