ଟ୍ରାନ୍ସପାରେଣ୍ଟ ଡ୍ରେସ ପିନ୍ଧି ଲଜ୍ୟା ର ସବୁ ସୀମା ଟପିଗଲେ Bollywood ଆକ୍ଟ୍ରେସ Parineeti Chopra, ଦେଖେଇ ଦେଲେ ନିଜର ସବୁ କିଛି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ପରିନିତି ଚୋପରାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପରିନିତି ନିଜ ଅଭିନୟ ଓ ନିଜ ଷ୍ଟାଇଲିସ ଲୁକ୍ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ପରିନିତି ସବୁବେଳେ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି । ଆସିବା ଦିନରୁ ପରିନିତି ନୂଆ ନୂଆ ଷ୍ଟାଇଲିସ ଲୁକ୍ ରେ ନଜର ଆସନ୍ତି ଓ ତାଙ୍କ ଲୁକ୍ କୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତି ।

ବନ୍ଧୁଗଣ ପରିନିତି ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ପରିନିତି ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଆସିବା ଦିନରୁ ସୋ-ସି-ଆ-ଲ ମି-ଡି-ଆରେ ଫଟୋ ଓ ଭିଡିଓ ଅପଲୋଡ କରନ୍ତି । ହେଲେ ଆପଣ ମାନେ କଣ ପରିନିତିଙ୍କ ଜୀବନୀ ଓ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ପରିନିତି ଚୋପରାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପରିନିତିଙ୍କ ଜନ୍ମ ହରିୟଣାର ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ତାଙ୍କ ବାପାଙ୍କ ନାମ ହେଉଛି ପବନ ଚୋପରା ଓ ତାଙ୍କ ମାଙ୍କ ନାମ ହେଉଛି ରିନା ଚୋପରା । ପରିନିତିଙ୍କର ଦୁଇଟି ଭାଇ ମଧ୍ୟ ଅଛନ୍ତି ଯାହାଙ୍କର ନାମ ଶିବାଙ୍ଗ ଓ ସରୋଜ ଅଛି । ପରିନିତିଙ୍କ ସମ୍ପର୍କୀୟ ଭଉଣୀ ହେଉଛନ୍ତି ପ୍ରିୟାଙ୍କା ଚୋପରା ଯିଏ ବଲିଉଡ ଓ ହଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ପରିନିତି କେବଳ ୧୭ ବର୍ଷ ବୟସରେ ଲଣ୍ଡନ ଯାଇ ପାଠ ପଢି ଥିଲେ । ସେ ଫାଇନାନ୍ସ ଓ ଇକୋନୋମିକ୍ସର ଡିଗ୍ରୀ ଆଣିଥିଲେ । ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୧୧ ମସିହାରେ ଆସିଥିବା ଫିଲ୍ମ ‘ଲେଡିସ ଭରସେସ ରିକୀ ଭେଲ’ରୁ କରିଥିଲେ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ଓ ତାଙ୍କ ଅଭିନୟକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥିଲେ ।

ଏହି ଫିଲ୍ମ ପରେ ସେ ଇସକ ଜାଦେ, ଦାବତେ ଇସ୍କ ଓ କିଲ ଦିଲ ଆଦି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ କାମ କରିଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ପରିନିତିଙ୍କର ଏକ ଫଟୋ ବହୁତ ଭାଇରାଲ ହେଉଛି ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଗତ କିଛି ମାସ ପୂର୍ବରୁ ପରିନିତି ଏକ ଇଭେଣ୍ଟରେ ପହଞ୍ଚି ଥିଲେ । ସେହି ଇଭେଣ୍ଟରେ ସେ ଏକ ଧଳା ରଙ୍ଗର ନେଟ ଡ୍ରେସ ପିନ୍ଧିଥିଲେ ଯାହା ଗୋଟେ ଆଡୁ ଛୋଟ ଓ ଅନ୍ୟ ଆଡରୁ ଲମ୍ବା ଥିଲା ।

ପରିନିତିଙ୍କର ଏହି ଲୁକ୍ କୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ।ଏହି ଡ୍ରେସରେ ପରିନିତିଙ୍କ ଦେହ କ୍ଲିଅର ନଜର ଆସୁଥିଲା ଯାହାକୁ ଦେଖି ଲୋକମାନଙ୍କର ହୋସ ଉଡିଯାଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ପରିନିତି ଚୋପରା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *