ନମସ୍କାର ବନ୍ଧୁଗଣ ନବେ ଦଶକ ରେ ନିଜ ସୌନ୍ଦର୍ଯ୍ୟ ଏବଂ ଅଭିନୟ ଜରିଆରେ ଅନେକ ଅଭିନେତ୍ରୀ ଦର୍ଶକ ମାନଂକୁ ନିଜର ଦିୱାନା କରି ଦେଉଥିଲେ । ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ମନୀଷା କୋଇରାଲା ଙ୍କ ନାମ ମଧ୍ୟ ସାମିଲ ଅଛି ।
ମନୀଷା ନିଜ ଅଭିନୟ ସିନେମା ସହ ନିଜର ବାସ୍ତବ ଜୀଵନ କୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ରେ ରହିଥିଲେ । ସେ ଅନେକ ପୁଅ ଙ୍କ ସହ ସଂପର୍କ ରଖିଛନ୍ତି । ତେବେ ୨୦୧୦ ରେ ତାଙ୍କ ବିବାହ ସମ୍ରାଟ ଦହଲ ଙ୍କ ସହ ହୋଇଥିଲା । କିନ୍ତୁ ଦୁଇ ଜଣ ବିବାହ ର ୨ ବର୍ଷ ପରେ ଛାଡପତ୍ର ନେଇ ଅଲଗା ହୋଇ ଗଲେ । ତେବେ ବର୍ତ୍ତମାନ ସେ ୫୦ ବର୍ଷ ର ହୋଇ ଗଲେଣି କିନ୍ତୁ ବର୍ତ୍ତମାନ ସେ ଏକୁଟିଆ ଅଛନ୍ତି । ତେବେ ଆସନ୍ତୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଲୋଚନା କରି ନେବା ।
୧- ପ୍ରଥମ ରେ ହେଉଛନ୍ତି ବିବେକ ମୁଶରନ । ମନୀଷା ଏବଂ ବିବେକ ହିନ୍ଦୀ ସିନେମାରେ ନିଜ ପାଦ ସୁଭାଷ ଘାଇ ଙ୍କ ସିନେମା ‘ସୌଦାଗର’ ରୁ ରଖିଥିଲେ । ସୁ-ଟି-ଙ୍ଗ ସେଟ ରୁ ହିଁ ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା କିନ୍ତୁ କିଛି ଦିନ ପରେ ଏହା ଭାଙ୍ଗି ମଧ୍ୟ ଯାଇଥିଲା ।
୨- ଦ୍ୱିତୀୟ ରେ ହେଉଛନ୍ତି ନାନା ପାଟେକର । ହିନ୍ଦୀ ସିନେମାର ଯୋଗ୍ୟ ଏବଂ ଲୋକପ୍ରିୟ ଅଭିନେତା ନାନା ପାଟେକର ଙ୍କ ସହ ମଧ୍ୟ ମନୀଷା ଙ୍କ ପ୍ରେମ ସମ୍ପର୍କ ରହିଥିଲା । ମନୀଷା ଙ୍କୁ ପ୍ରାୟତଃ ନାନା ଙ୍କ ଘରୁ ଯିବା ଆସିବାର ଦେଖା ଯାଇଥିଲା କିନ୍ତୁ କିଛିଦିନ ପରେ ଦୁହେଁ ଅଲଗା ହୋଇଗଲେ ।
୩- ତୃତୀୟ ରେ ହେଉଛନ୍ତି ଡିଜେ ହୁସେନ । ନାନା ଙ୍କ ପରେ ମନୀଷା ଡିଜେ ହୁସେନ ଙ୍କ ସହିତ ଦେଖା ହୋଇଥିଲା ଏବଂ ଡିଜେ ହୁସେନ ମନୀଷା ଙ୍କୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ କିନ୍ତୁ ମନୀଷା ଅସ୍ୱୀକାର କରି ଦେଇଥିଲେ ।
୪- ଚତୁର୍ଥ ରେ ହେଉଛନ୍ତି ସେସିଲ ଆନ୍ତନି । ମନୀଷା ସେସିଲ ଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ରଖିଥିଲେ ସେସିଲ ଏକ ବଡ଼ ବ୍ୟବସାୟୀ ଥିଲେ କିନ୍ତୁ ଦୁହେଁ ଙ୍କ ସମ୍ପର୍କ ଅଧିକ ଦିନ ରହିଲା ନାହିଁ ।
୫- ପଞ୍ଚମ ରେ ହେଉଛନ୍ତି ଆର୍ଯ୍ୟନ ବେଦ । ସେସିଲ ଙ୍କ ପରେ ମନୀଷା ଅଭିନେତା ଆର୍ଯ୍ୟନ ବେଦ ଙ୍କ ସହ ସମ୍ପର୍କ ରଖିଥିଲେ । କିନ୍ତୁ ଏହା ବେଶୀ ଦିନ ରହିଲା ନାହିଁ ।
୬- ଷଷ୍ଠ ରେ ହେଉଛନ୍ତି ପ୍ରଶାନ୍ତ ଚୌଧୁରୀ । ମନୀଷା ଏବଂ ପ୍ରଶାନ୍ତ ଦୁହେଁ ଦୁହିଁଙ୍କୁ ବହୁତ ଅଧିକ ଭଲ ପାଉଥିଲେ କିନ୍ତୁ ପରିବାର ର ବାରଣ ଯୋଗୁଁ ଦୁହେଁ ଅଲଗା ହୋଇଗଲେ ।
୭- ସପ୍ତମ ରେ ହେଉଛନ୍ତି କ୍ରିସ୍ପିନ କାଁନରାୟ । ନେପାଳ ର ଅଷ୍ଟ୍ରେଲିୟାନ ରାଜଦୂତ କ୍ରିସ୍ପିନ କାଁନରାୟ ଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ଥିଲା କିନ୍ତୁ ବିବାହ ପ୍ରସ୍ତାବ ପରେ ଦୁହେଁ ଅଲଗା ହୋଇଗଲେ ।
୮- ଅଷ୍ଟମ ରେ ହେଉଛନ୍ତି ତାରିକ ପ୍ରେମଜି । ପ୍ରସିଦ୍ଧ ବ୍ୟବସାୟୀ ଅଜିମ ପ୍ରେମଜି ଙ୍କ ପୁଅ ତାରିକ ପ୍ରେମଜି ଙ୍କ ସହ ମଧ୍ୟ ମନୀଷା ଙ୍କ ସମ୍ପର୍କ ଥିଲା କିନ୍ତୁ ଏହା ମଧ୍ୟ ବିଫଳ ହୋଇଗଲା ।
୯- ନବମ ରେ ହେଉଛନ୍ତି ରାଜୀବ ମୂଲଚଂଦାନୀ । ମନୀଷା ରାଜୀବ ଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ କିନ୍ତୁ କିଛି କାରଣ ଯୋଗୁଁ ଦୁହେଁ ଅଲଗା ହୋଇଗଲେ ।
୧୦- ଦଶମ ରେ ହେଉଛନ୍ତି ସନ୍ଦୀପ ଚୌଟା । ସନ୍ଦୀପ ଜଣେ ସଙ୍ଗୀତ କମ୍ପୋଜର ତାଙ୍କ ସହ ମଧ୍ୟ ମନୀଷା ଙ୍କ ପ୍ରେମ ସମ୍ପର୍କ ଥିଲା କିନ୍ତୁ ଏହା ମଧ୍ୟ ଅଧିକ ଦିନ ରହିଲା ନାହିଁ ।
୧୧- ଏଗାର ରେ ହେଉଛନ୍ତି କ୍ରିଷ୍ଟପର ଡୋରିସ । ସନ୍ଦୀପ ଙ୍କ ସହ ଅଲଗା ହୋଇ ସେ କ୍ରିଷ୍ଟପର ଙ୍କ ପ୍ରେମ ରେ ପଡିଲେ ଏବଂ ତିନି ବର୍ଷ ଏକାଠି ରହିବା ପରେ ଦୁହେଁ ଅଲଗା ହୋଇଗଲେ ।
୧୨- ଶେଷ ରେ ହେଉଛନ୍ତି ସମ୍ରାଟ ଦାହଲ । ମନୀଷା ୨୦୧୦ ରେ ନେପାଳି ବ୍ୟବସାୟୀ ସମ୍ରାଟ ଦାହଲ ଙ୍କୁ ବିବାହ କରିଥିଲେ କିନ୍ତୁ ନିଜ ପ୍ରେମ ସମ୍ପର୍କ ଭଳି ବୈବାହିକ ଜୀଵନ ମଧ୍ୟ ବିଫଳ ହୋଇଥିଲା ଏବଂ ଦୁହେଁ ୨୦୧୨ ରେ ଛାଡପତ୍ର ନେଇ ଅଲଗା ହୋଇଗଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ