Anubhav Mohanty ଙ୍କ ଭାଇଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ବର୍ଷା ଙ୍କ ଠାରୁ ବି ଅଧିକ ସୁନ୍ଦରୀ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅନୁଭବ ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ । ଅନୁଭବ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଦିଗଜ ଅଭିନେତା ହେବା ସହ ଏକ ରାଜନୀତିଜ୍ଞ ମଧ୍ୟ ଅଟନ୍ତି । ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ।

ଅନୁଭବ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଅନୁଭବ ନିଜ ଅଭିନୟ କାରିୟରର ଆରମ୍ଭ ୨୦୦୪ ମସିହାରେ କରିଥିଲେ ଓ ୨୦୧୩ ମସିହାରେ ନିଜ ପୋଲିଟିକାଲ କାରିୟରର ଆରମ୍ଭ କରିଥିଲେ । ଆଜି ସେ ଏକ ସଫଳ ଅଭିନେତା ହେବା ସହ ଏକ ସଫଳ ରାଜନୀତିଜ୍ଞ ମଧ୍ୟ ଅଟନ୍ତି ।

ବନ୍ଧୁଗଣ ଅନୁଭବ ମହାନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ପ୍ରେମ ବିବାହ କରିଛନ୍ତି । ଆପଣ ମାନେ ସମସ୍ତେ ଅନୁଭବଙ୍କ ପରିବାର ବିଷୟରେ ଜାଣିଥିବେ ହେଲେ ଆପଣ ମାନେ କଣ ତାଙ୍କର ଭାଇ ବୋହୁଙ୍କ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅନୁଭବଙ୍କ ଭାଇ ବୋହୁ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅନୁଭବଙ୍କ ପରିବାରରେ ତାଙ୍କ ମା ବାପାଙ୍କ ସହ ତାଙ୍କର ଏକ ସାନ ଭାଇ ଓ ବୋହୁ ମଧ୍ୟ ଅଛନ୍ତି । ଅନୁପ୍ରାସ ମହାନ୍ତି ଜିଏକି ଜଣେ ବିଜନେସ ମ୍ୟାନ ଅଟନ୍ତି । ବନ୍ଧୁଗଣ ଅନୁପ୍ରାସ ୨୦୧୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅନୁପ୍ରାସ ମହାନ୍ତିଙ୍କ ପତ୍ନୀଙ୍କ ନାମ ହେଉଛି ପ୍ରେରଣା ମହାନ୍ତି ।

ପ୍ରେରଣା ବହୁତ ଅଧିକ ସୁନ୍ଦର ନଜର ଆସନ୍ତି । ସୁନ୍ଦର ହେବା ସହ ସେ ବହୁତ ଟ୍ୟାଲେନ୍ଟେଡ ମଧ୍ୟ ଅଟନ୍ତି । ଅନୁପ୍ରାସ ଓ ପ୍ରେରଣାଙ୍କ ବିବାହକୁ ୬ ବର୍ଷ ପୁରୀ ଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ବହୁତ ଅଧିକ ଭଲ ପାଇବା ରହିଛି ।

ଏହି ଦୁଇଜଣଙ୍କର ଏକ ସାନ ଝିଅ ମଧ୍ୟ ଅଛି । ବର୍ତ୍ତମାନ ଅନୁପ୍ରାସ ନିଜ ପରିବାର ସହ ବହୁତ ଖୁସିରେ ରହୁଛନ୍ତି । ସେ ସୋସିଆଲ ମିଡିଆରେ ନିଜ ପରିବାରର ଅନେକ ଫଟୋ ସେୟାର କରନ୍ତି ଓ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁଭବଙ୍କ ଭାଇ ଓ ଭାଉଜ କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ,  ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *