ବନ୍ଧୁଗଣ ଗତ ପହଡଦିନ ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ନିଜ ପ୍ରାଣ ହରାଇଥିଲେ । ତପୁ ବହୁତ କମ ବର୍ଷ ବୟସରେ ଆମ ମାନଙ୍କୁ ଛାଡି ଚାଲିଯାଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା ଖେଳିଯାଇଛି । ତପୁଙ୍କ ପାଇଁ ସମସ୍ତ ଲୋକ ଦୁଃଖ ପ୍ରକାଶ କରିଛନ୍ତି ।
ତପୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସଫଳତା ହାସଲ କରିଥିଲେ । ସେ ନିଜ କଣ୍ଠ ଓ ନିଜ ସ୍ଵର ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଆମେ ମାନେ କେତେକ ବିଶିଷ୍ଟ ମଣିଷ ମାନଙ୍କୁ ହରାଇଛୁ । ତପୁ ମଧ୍ୟ ସେଥି ମଧ୍ୟରୁ ଜଣେ ଥିଲେ । ଗତ କିଛି ଦିନ ହେବ ତପୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଉଥିଲେ ।
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା ହେଲେ ଗତ 3 ଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ତା ହଠାତ ଗୁରୁତ୍ଵର ହୋଇଯାଇଥିଲା । ତପୁଙ୍କ ଶରୀରର ଆକ୍ସିଜେନ ସ୍ତର କମିଯାଇଥିବାରୁ ଡାକ୍ତର ମାନେ ମଧ୍ୟ ହାର ମାନି ଯାଇଥିଲେ । ଶେଷରେ ତପୁ ଆମ ମାନଙ୍କୁ ଛାଡି ଚାଲିଗଲେ । ତପୁ ଯିବା ପରେ କେତେକ ଓଲିଉଡ ସିଙ୍ଗର ମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ସେୟାର କରିଛନ୍ତି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଦୀପ୍ତି ରେଖା ପାଢି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଫେମସ ଗାୟିକା ଦୀପ୍ତି ରେଖା ପାଢି । ଦୀପ୍ତି ଓ ତପୁ ବହୁତ ଭଲ ସାଙ୍ଗ ଥିଲେ । ତପୁଙ୍କ ଦେହାନ୍ତ ପରେ ଦୀପ୍ତି ବହୁତ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ସେହି ପୋଷ୍ଟରେ ଲେଖା ହୋଇଥିଲା-‘ବିଶ୍ଵାସ ବି କରିପାରୁ ଅପା’ ।
୨. ବିଷ୍ଣୁ ମୋହନ କବି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଫେମସ ଗାୟକ ବିଷ୍ଣୁ ମୋହନ କବି । ବିଷ୍ଣୁ ମଧ୍ୟ ତପୁଙ୍କ ପାଇଁ ବହୁତ ଦୁଃଖ ପ୍ରକାଶ କରିଥିଲେ ଓ ସୋସିଆଲ ମିଡିଆରେ ‘ମିସ ୟୁ ଅପା’ ଲେଖି ଏକ ପୋଷ୍ଟ ସେୟାର କରିଥିଲେ ।
୩. ଅସୀମା ପଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା । ଅସୀମା ମଧ୍ୟ ତପୁଙ୍କୁ ନିଜ ଭଉଣୀ ପରି ଦେଖୁଥିଲେ । ତପୁଙ୍କ ଯିବା ପରେ ଅସୀମା ସୋସିଆଲ ମିଡିଆରେ ‘ହେଲେ ସଂଜ ନଇଁଯିବ ଜାଣି ନଥିଲି’ ଲେଖି ଏକ ପୋଷ୍ଟ ସେୟାର କରିଛନ୍ତି ।
୪. ସତ୍ୟଜିତ ପ୍ରଧାନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସତ୍ୟଜିତ ପ୍ରଧାନ । ସତ୍ୟଜିତ ମଧ୍ୟ ତପୁଙ୍କ ଦେହାନ୍ତ ପରେ ବହୁତ ଦୁଃଖ ପ୍ରକାଶ କରିଥିଲେ । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି । ସେହି ପୋଷ୍ଟରେ ଲେଖା ହୋଇଛି-‘the best sister of the world.ଆଉ କାହାକୁ ଚିଡେଇବି, କାହା ସହ ହସିବି, ଥଟା ମଜା କରିବି । ମୋ ଅପାକୁ ଫେରେଇ ଦିଅ ପ୍ରଭୁ’ ।
୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର । ହ୍ୟୁମାନ ମଧ୍ୟ ତପୁଙ୍କ ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେହି ପୋଷ୍ଟରେ ଲେଖା ହୋଇଛି-‘ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ, ଆମ ମାନଙ୍କ ହୃଦୟରେ ଆପଣଙ୍କ କଣ୍ଠ ସ୍ଵର ଚିରକାଳ ପାଇଁ ସ୍ମୃତି ହୋଇ ରହିବ, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି’ । ତେବେ ଏଥିରେ ଆପଣ ମାନଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ