ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ଓଡିଆ କପଲ୍ସ ମାନଙ୍କ ବୟସର ଅନ୍ତର ବିଷୟରେ କହିବୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସବ୍ୟସାଚୀ ଓ ଅର୍ଚ୍ଚିତା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା । ସବ୍ୟ ଓ ଅର୍ଚ୍ଚିତା ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଦୁଇଜଣ ଓଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ କଳାକାର ମଧ୍ୟ ଅଟନ୍ତି । ଅର୍ଚ୍ଚିତା ସବ୍ୟଙ୍କ ଠାରୁ ୪ ବର୍ଷ ସାନ ଅଟନ୍ତି ।
ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ଓ ଅନୁଭବ ବହୁତ ଓଡିଆ ଫିଲ୍ମରେ ଏକା ସହ କାମ କରିଛନ୍ତି ଏବଂ ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବେସ ପସନ୍ଦ କରନ୍ତି । ଅନୁଭବ ନିଜ ପତ୍ନୀ ବର୍ଷାଙ୍କ ଠାରୁ ୩ ବର୍ଷ ବଡ ଅଟନ୍ତି ।
କୋଏଲ ବାନାର୍ଜୀ ଓ ବବି ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି କୋଏଲ ବାନାର୍ଜୀ ଓ ଅଭିନେତା ବବି ମିଶ୍ର । ଉଭୟ କୋଏଲ ଓ ବବି ଓଡିଆ କଳାକାର ଅଟନ୍ତି । ଏହି ଦୁଇଜଣ ଗତ କିଛି ବର୍ଷ ପୂର୍ବେ ବିବାହ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବେସ ପସନ୍ଦ କରନ୍ତି । ବବିଙ୍କ ଠାରୁ କୋଏଲ ୬ ବର୍ଷ ସାନ ଅଟନ୍ତି ।
ମୋନାଲିସା କାନୁନଗୋ ଓ ଦେବାଶିଷ ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଦେବାଶିଷ ଓ ତାଙ୍କ ପତ୍ନୀ ମୋନାଲିସା । ଦେବାଶିଷ ଏକ ଓଡିଆ ଅଭିନେତା ଅଟନ୍ତି ଓ ସେ କିଛି ଓଡିଆ ଫିଲ୍ମରେ କାମ କରିଛନ୍ତି ହେଲେ ତାଙ୍କ ପତ୍ନୀ ଜଣେ ହାଉସ ୱାଇଫ ଅଟନ୍ତି । ମୋନାଲିସାଙ୍କ ଠାରୁ ଦେବାଶିଷ ୩ ବର୍ଷ ବଡ ଅଟନ୍ତି ।
ମାମା ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର । ଏହି ଦୁଇଜଣ ଓଲିଉଡ କଳାକାର ଅଟନ୍ତି । ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବନ୍ଧୁଗଣ ସିଦ୍ଧାନ୍ତ ନିଜ ପତ୍ନୀ ମାମାଙ୍କ ଠାରୁ ୪ ବର୍ଷ ବଡ ଅଟନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡିଆ କପଲ୍ସଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ