ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।
ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।
ତେବେ କିଛି ଅଭିନେତ୍ରୀ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ନିଜର ପାରିବାରିକ କିମ୍ବା ନିଜର ଜୀଵନ ଶୈଳୀ କୁ ମିଡ଼ିଆ ଠାରୁ ଏବଂ ଲାଇମ ଲାଇଟ ଠାରୁ ଦୂରେଇ ରଖନ୍ତି ସେମାନଙ୍କ ବ୍ୟକ୍ତିଗତ କୌଣସି ଖବର ସେମାନେ ବାହାରେ ପ୍ରକାଶ କରନ୍ତି ନାହିଁ । ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଏବଂ ସେ କାହାକୁ ବିବାହ କରିଛନ୍ତି ସେ ବିଷୟରେ ଜାଣିନେବା ।
୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ପିଙ୍କି ପ୍ରଧାନ । ପିଙ୍କି ଓଲିଉଡ ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସେ ଅନେକ ସିନେମା ତଥା ଧାରାବାହିକ ରେ ମଧ୍ୟ ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ଛନ୍ତି ଏହା ଛଡା ସେ ଗୀତ ଗାଇ ମଧ୍ୟ ଖୁବ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ ସେ ବିବାହ କରିଛନ୍ତି ସବ୍ୟ ଦାସ ଙ୍କୁ । ତାଙ୍କ ର କିଛି ଫୋଟୋ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରୁ ମିଳିଛି ।
୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ଫ୍ଲୋରେନ୍ସ ପାଢ଼ୀ । ଆପଣ ଫ୍ଲୋରେନ୍ସ ଙ୍କୁ ଅନେକ ଓଡ଼ିଆ ଧାରାବାହିକ ରେ ଅଭିନୟ କରି ଥିବାର ଦେଖିଥିବେ ଏବଂ କିଛି ସିନେମା ରେ ମଧ୍ୟ ସେ ନଜର ଆସିଛନ୍ତି ତେବେ ସେ ନିଜର ସୁନ୍ଦର ଅଭିନୟ ରେ ଲୋକମାନଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତେବେ ସେ ଅଭିନେତା ରାଜେଶ ଙ୍କୁ ବିବାହ କରିଛନ୍ତି ।
୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ସୁନିତା । ସେ ଅନେକ ସିନେମା,ଧାରାବାହିକ ଏବଂ ରିୟାଲିଟି ସୋ ରେ ନଜର ଆସିଛନ୍ତି । ତାଙ୍କର ଅନ୍ଦାଜ ସମସ୍ତଙ୍କୁ ଖୁବ ପସନ୍ଦ ଆସେ । ତେବେ ତାଙ୍କ ସ୍ୱାମୀ ଙ୍କ ନାମ ହେଉଛି ସୋମନାଥ । ଦୁହେଁ ବର୍ତ୍ତମାନ ଆବରୋଡ଼ ରେ ରହୁଛନ୍ତି ।
୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ମଧୁ । ମଧୁ ଅନେକ ଧାରାବାହିକ ତଥା ସିନେମା ରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟ କୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରନ୍ତି ସେ ନିଜର ଅଭିନୟ ଯୋଗେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି ଆପଣ ତାଙ୍କ ସ୍ୱାମୀ ଙ୍କୁ ଏହି ଫୋଟୋ ରେ ଦେଖି ପାରୁଥିବେ ।
୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ରାଖୀ । ରାଖୀ ଙ୍କୁ ସମସ୍ତେ ଜାଣିଥିବେ ସେ ଅନେକ ସିନେମା ତଥା ଧାରାବାହିକ ଏବଂ ରିୟାଲିଟି ସୋ ରେ ଆଙ୍କର ଭାବେ ଦେଖିଥିବେ ଏହା ଛଡା ସେ ଭଏସ ଆର୍ଟିଷ୍ଟ ବୋଲି ମଧ୍ୟ ଜାଣିଥିବେ । ତେବେ ସେ ବିବାହ କରିଛନ୍ତି ଗାୟକ ବିଭୁ କିଶୋର ଙ୍କୁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ