ଫେମସ ଓଡିଆ ସିଙ୍ଗର Dipti Rekha Padhi ଙ୍କ ସମ୍ପତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ଗାୟିକା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଅଲିଉଡ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ସେହି ଗାୟିକା ଜଣକ ହେଉଛନ୍ତି ଦିପ୍ତିରେଖା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଗାୟିକା ଦୀପ୍ତି ରେଖାଙ୍କର ଗୀତକୁ ନିଶ୍ଚୟ ଶୁଣିଥିବେ । ଦୀପ୍ତି ଆମ ଅଲିଉଡ ଇଣ୍ଡଷ୍ଟ୍ରିର ବହୁତ ସୁପର ହିଟ ଫିଲ୍ମରେ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଦୀପ୍ତିଙ୍କର ସମ୍ପତ୍ତି ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଦୀପ୍ତିଙ୍କର ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଦୀପ୍ତିଙ୍କର ସମ୍ପତ୍ତି ବିଷୟରେ ।

ବନ୍ଧୁଗଣ ଗତ ୧୨ ତାରିଖରେ ଦୀପ୍ତିଙ୍କର ବିବାହ ହୋଇଥିଲା । ଯାହାଫଳରେ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲେ । ଆପଣ ମାନେ ନିଶ୍ଚୟ ଦୀପ୍ତିଙ୍କର ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ଦୀପ୍ତି ଜଣେ ଗାୟିକା ହେବା ସହ ଜଣେ ଭଲ ଅଭିନେତ୍ରୀ ମଧ୍ୟ ଅଟନ୍ତି । ସେ କେତେକ ଓଡିଆ ଧାରାବାହିକରେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ଦୀପ୍ତି ନିଜର ସୁନ୍ଦରତା ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଦୀପ୍ତିଙ୍କର ଘର ହେଉଛି ରାଜଧାନୀ ଭୁବନେଶ୍ବରରେ । ଗତ କିଛି ଦିନ ତଳେ ସେ ଶିଲ୍ପପତି ସୋମ୍ୟରଞ୍ଜନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କର ବିବାହ ଖୋର୍ଦ୍ଧାରେ ହୋଇଥିଲା । ତାଙ୍କ ବିବାହରେ ବହୁତ ବଡ ବଡ କଳାକାର ମାନେ ଆସି ତାଙ୍କୁ ଶୁଭକାମନା ଜଣାଇଥିଲେ । ଦୀପ୍ତି ଅଲିଉଡର ବହୁତ ସୁପର ହିଟ ଫିଲ୍ମରେ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି । ଦୀପ୍ତି ଗୋଟେ ଗୀତ ଗାଇବା ପାଇଁ ୬୦ ହଜାର ଟଙ୍କା ନିଅନ୍ତି ।


ବନ୍ଧୁଗଣ ବର୍ତ୍ତମାନ ଦୀପ୍ତିଙ୍କ ପାଖରେ ୧୦ କୋଟି ଟଙ୍କାର ସମ୍ପତ୍ତି ଅଛି । ତାଙ୍କର ଭୁବନେଶ୍ବରରେ ଏକ ଆଲସିଆନ ଘର ଓ କେତେକ ଲକ୍ସରି କାର ମଧ୍ୟ ଅଛି । ଦୀପ୍ତି ବିବାହ ପରେ ମଧ୍ୟ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବେ । ଦୀପ୍ତିଙ୍କ ବିବାହ ପାଇଁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ଅଛନ୍ତି ଓ ସୋସିଆଲ ମିଡିଆରେ ତାଙ୍କର ବହୁତ ଚର୍ଚା କରୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *