ପ୍ରଥମ ଥର ପାଇଁ ଦେଖନ୍ତୁ Odia ହୀରୋ ମାନଙ୍କର ପ୍ରକୃତ ସ୍ତ୍ରୀ ମାନେ କଣ କରନ୍ତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ମାନଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଆମ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରୁଥିବା ହିରୋ ମାନଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ ଜାଣିଛନ୍ତି କି ?

ସେ ବାସ୍ତବ ଜୀବନ ରେ କାହାକୁ ବିବାହ କରିଛନ୍ତି ଏବଂ ସେମାନେ କଣ କରନ୍ତି ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର । ସବ୍ୟସାଚୀ ନିକଟରେ ଅର୍ଚ୍ଚିତା ଙ୍କୁ ବିବାହ କରିଛନ୍ତି । ଅର୍ଚ୍ଚିତା ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଅଟନ୍ତି ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ଅରିନ୍ଦମ ରଏ । ଅରିନ୍ଦମ ଜଣେ ଅଭିନେତା ହେବା ସହିତ ରାଜନେତା ଅଟନ୍ତି । ତାଙ୍କ ପତ୍ନୀ ଙ୍କ ନାମ ଅନୁପା ରଏ ଅଟେ । ସେ ମଧ୍ୟ ଜଣେ ରାଜନେତା ଙ୍କ ଭଉଣୀ ଅଟନ୍ତି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ଶ୍ରୀତମ ଦାସ । ଶ୍ରୀତମ ଙ୍କ ପତ୍ନୀ ଙ୍କ ନାମ ପୁନମ ଦାସ ଅଟେ । ସେ ଜଣେ ଗୃହିଣୀ ଅଟନ୍ତି । ଏହି ଦମ୍ପତ୍ତି ଙ୍କ ଜଣେ ଝିଅ ମଧ୍ୟ ଅଛନ୍ତି ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ଆକାଶ ଦାସ । ଆକାଶ ଜଣେ ଅଭିନେତା ହେବା ସହିତ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି । ତାଙ୍କ ପତ୍ନୀ ମଧ୍ୟ ଜଣେ ସମାଜ ସେବୀ ଅଟନ୍ତି ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ହରିହର ମହାପାତ୍ର । ଯାହାଙ୍କୁ ସମସ୍ତେ କମେଡିଆନ ହରି ଭାବରେ ଜାଣିଥାନ୍ତି । ହରି ଙ୍କ କମେଡ଼ି କୁ ସମସ୍ତ ଦର୍ଶକ ପସନ୍ଦ କରନ୍ତି । ଆପଣ ମାନେ ହରି ଙ୍କ ସ୍ତ୍ରୀ ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତା ପୁପିନ୍ଦର । ପୁପିନ୍ଦର ଙ୍କ ପତ୍ନୀ ଙ୍କ ନାମ ରୂପିନ୍ଦର କୌର ଅଟନ୍ତି । ସେ ଜଣେ ଗୃହିଣୀ ଅଟନ୍ତି ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତା ଦେବାଶିଷ ପାତ୍ର । ଦେବାଶିଷ ଙ୍କ ପତ୍ନୀ ଙ୍କ ନାମ ହେଉଛି ମୋନାଲିସା । ମୋନାଲିସା ଓଲିଉଡ ର ଜଣେ ଅଭିନେତ୍ରୀ । ଏହି ଦମ୍ପତ୍ତି ଙ୍କ ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ମହାପାତ୍ର ବାସ୍ତବ ଜୀବନ ରେ ଓଲିଉଡ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଛନ୍ତି ।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ଅଭିନେତା ଦୀପକ । ଦୀପକ ଙ୍କ ପତ୍ନୀ ଙ୍କ ନାମ ହେଉଛି ତନୁଜା । ଦୀପକ ଙ୍କ ପତ୍ନୀ ଙ୍କୁ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ । ସେ ଜଣେ ଗୃହିଣୀ ଅଟନ୍ତି ।

୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ଅଭିନେତା ଅନୁଭବ ମହାନ୍ତି । ଅନୁଭବ ରିଅଲ ଲାଇଫ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଛନ୍ତି । ଉଭୟ ଓଲିଉଡ ଇଣ୍ଡଷ୍ଟ୍ରୀ ର କଳାକାର ଅଟନ୍ତି ।

୧୧. ଏହି ଲିଷ୍ଟ ର ଏକାଦଶ ସ୍ଥାନରେ ଅଛନ୍ତି ଅଭିନେତା ବାବୁସାନ ମହାନ୍ତି । ବାବୁସାନ ଙ୍କ ପତ୍ନୀ ଙ୍କ ନାମ ହେଉଛି ତୃପ୍ତି ଶତପଥୀ ।

୧୨. ଏହି ଲିଷ୍ଟ ର ଦ୍ଵାଦଶ ସ୍ଥାନରେ ଅଛନ୍ତି ଅଭିନେତା ଅମ୍ଲାନ୍ ଦାସ । ଅମ୍ଲାନ୍ ଗତ ବର୍ଷ ଭୂମିକା ଦାସ ଙ୍କୁ ବିବାହ କରିଛନ୍ତି । ଏମାନଙ୍କ ଯୋଡ଼ି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *