ଲୋକପ୍ରିୟ ଓଡିଆ ଅଭିନେତ୍ରୀ Varsha Priyadarshini ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଓଲିଉଡର ଫେମସ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଆପଣ ମାନେ ସମସ୍ତେ ବର୍ଷାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବର୍ଷା ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବର୍ଷାଙ୍କୁ ତ ଜାଣିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବର୍ଷାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ବର୍ଷାଙ୍କ ବିଷୟରେ ।

ବନ୍ଧୁଗଣ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଜନ୍ମ ୧୯୮୪ ମସିହାରେ ଅଗଷ୍ଟ ୭ ତାରିଖରେ କଟକରେ ହୋଇଥିଲା । ବର୍ଷାଙ୍କ ପରିବାରରେ ତାଙ୍କ ବାପା ଓ ମାଙ୍କ ସହ ଦୁଇଜଣ ଭଉଣୀ ମଧ୍ୟ ଅଛନ୍ତି । ସେ ତାଙ୍କ ତିନି ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ ଅଟନ୍ତି । ବନ୍ଧୁଗଣ ପିଲା ଦିନରୁ ବର୍ଷାଙ୍କୁ ଅଭିନୟରେ ବହୁତ ରୁଚି ରହିଥିଲା । ତେଣୁ ବନ୍ଧୁଗଣ ବର୍ଷା ନିଜର ସ୍କୁଲ ପାଠ ପଢା ପରେ ଶୈଳବାଳା କଲେଜରେ ନିଜର ପାଠ ପୂରଣ କରି ମଡେଲିଙ୍ଗ ଦୁନିଆରେ ପାଦ ଦେଇଥିଲେ ।

ବନ୍ଧୁଗଣ ବର୍ଷା ୨୦୦୧ ମସିହାରେ ଏକ ବଙ୍ଗାଳୀ ଫିଲ୍ମ ‘ବାଜି’ରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଏହି ଫିଲ୍ମଟି ଫ୍ଲପ ହୋଇଯାଇଥିଲା । ଏହାପରେ ସେ ୨୦୦୩ ମସିହାରେ ତାଙ୍କର ପ୍ରଥମ ଓଡିଆ ଫିଲ୍ମ ‘ସାବତ ମା’ରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟ ବହୁତ ଭଲ ଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିନଥିଲା ।

ଏହାପରେ ସେ ୨୦୦୮ ମସିହାରେ ଏକ ବଙ୍ଗାଳୀ ଫିଲ୍ମ ‘ଜୋର’ରେ କାମ କରିଥିଲେ । ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ଓ ଏହି ଫିଲ୍ମ ପରେ ସେ ଆଉ ପଛକୁ ଚାହିଁ ଦେଖିନଥିଲେ । ଏହି ଫିଲ୍ମ ପରେ ସେ ଅନେକ ସୁପର ହିଟ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହାପରେ ବନ୍ଧୁଗଣ ସେ ଅନେକ ଓଡିଆ ଫିଲ୍ମରେ କାମ କରି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ ।

ଏହାପରେ ସେ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ୨୦୧୪ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ଅନେକ ଓଡିଆ ଫିଲ୍ମରେ କାମ କରିଛନ୍ତି । ସେ ନିଜ ସ୍ଵାମୀ ଅନୁଭବ ମହାନ୍ତିଙ୍କ ସହ ମଧ୍ୟ ଅନେକ ଫିଲ୍ମରେ ନଜର ଆସିଛନ୍ତି । କଟକରେ ତାଙ୍କର ଏକ ଆଲୀସନ ଘର ଅଛି ଓ ତାଙ୍କ ପାଖରେ କେତେକ ଲକ୍ସରି କାର ମଧ୍ୟ ରହିଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବର୍ଷାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *