ଓଲିଉଡର ଫେମସ ଅଭନେତ୍ରୀ Elina Samantray ଙ୍କ ସମ୍ପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ବହୁତ କମ ସମୟ ମଧ୍ୟରେ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।ବନ୍ଧୁଗଣ ସେହି ଅଭିନେତ୍ରୀଙ୍କ ନାମ ହେଉଛି ଏଲିନା ସାମନ୍ତରାୟ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏଲିନାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ଏଲିନା ବହୁତ ଫିଲ୍ମରେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏଲିନାଙ୍କୁ ଯାଉଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ପରିବାର ଓ ସମ୍ପତ୍ତି ବିଷୟରେ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏଲିନାଙ୍କ ପରିବାର ଓ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଶାନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିବା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଜନ୍ମ ୧୯୯୬ ମସିହାରେ କଟକରେ ହୋଇଥିଲା ।

ବନ୍ଧୁଗଣ ତାଙ୍କର ବର୍ତ୍ତମାନର ବୟସ ହେଉଛି ମାତ୍ର ୨୩ ବର୍ଷ ଓ ତାଙ୍କ ଉଛତା ହେଉଛି ୫ ଫୁଟ ୭ ଇଞ୍ଚ । ବନ୍ଧୁଗଣ ଏଲିନାଙ୍କର ବଡି ସାଇଜ ହେଉଛି ୩୪- ୨୮- ୩୪ ଓ ତାଙ୍କ ଓଜନ ହେଉଛି ୫୭ କିଲୋ । ସେ ବହୁତ କମ ବର୍ଷ ବୟସରେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ବନ୍ଧୁଗଣ ସେ ନିଜ ଅଭିନୟ କାରିୟରର ଆରମ୍ଭ ଓଡିଆ ରିଆଲିଟି ସୋ ‘କିଏ ହେବ ମୋ ହିରୋଇନ’ରୁ କରିଥିଲେ । ବନ୍ଧୁଗଣ ଏହି ରିଆଲିଟି ସୋରେ ସେ ବିଜେତା ହୋଇଥିଲେ ।


ବନ୍ଧୁଗଣ ଏହାପରେ ସେ ନିଜର ପ୍ରଥମ ଓଡିଆ ଫିଲ୍ମ ‘ଇସ୍କ ତୁ ହି ତୁ’ରେ ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରିଥିଲେ । ବନ୍ଧୁଗଣ ଏଲିନାଙ୍କର ଏହି ଫିଲ୍ମଟି ସୁପର ହିଟ ହୋଇଥିଲା, ଏହି ଫିଲ୍ମ ପରେ ଏଲିନା ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଦିଗଜ ଅଭିନେତାଙ୍କ ସହ ଫିଲ୍ମରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଏଲିନା ଗୋଟେ ଫିଲ୍ମ କରିବା ପାଇଁ ୧୨ ରୁ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।

ବନ୍ଧୁଗଣ ସେ ବହୁତ କମ ବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ୧୨ଟି ଓଡିଆ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଛନ୍ତି । ବନ୍ଧୁଗଣ ଏଲିନାଙ୍କ ଘରେ ତାଙ୍କ ମାତା ଓ ପିତା ରହୁଛନ୍ତି । ବନ୍ଧୁଗଣ ଏଲିନା ଗୋଟେ ବିଜ୍ଞାପନରେ ଅଭିନୟ କରିବା ପାଇଁ ୨ ରୁ ୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି । ବନ୍ଧୁଗଣ ବର୍ତ୍ତମାନ ଏଲିନାଙ୍କ ମୋଟ ସମ୍ପତ୍ତି ହେଉଛି ୪ କୋଟି ଟଙ୍କା ।

ଏହା ସହିତ ତାଙ୍କର ଏକ ଆଲିଶାନ ଘର ଓ ଏକ ହ୍ୟୁଣ୍ଡାଇ କାର ମଧ୍ୟ ଅଛି । ବନ୍ଧୁଗଣ ଏଲିନା ବର୍ତ୍ତମାନ କଟକ ସହରରେ ରହୁଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *