ନୂଆ ନୂଆ ବହା ହୋଇଥିବା ଏହି ଓଡ଼ିଆ Actress ମାନଙ୍କ ସ୍ୱାମୀ ମାନେ କଣ କରନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁ ଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଅଭିନେତ୍ରୀ ମାନଙ୍କ ସ୍ଵାମୀ ମାନେ ରିଅଲ ଲାଇଫରେ କଣ କାମ କରନ୍ତି ଆଜି ଆପଣ ମାନେ ଜାଣିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ  ।

ଜାଙ୍କଲିନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ନାୟିକା ଜାଙ୍କଲିନ । ଗତ ମେ ୨୧ ତାରିଖରେ ଜାଙ୍କଲିନ ନିଜ ବୟଫ୍ରେଣ୍ଡ ଅରବିନ୍ଦଙ୍କ ସହ ପ୍ରେମ ବିବାହ କରିଥିଲେ । ବନ୍ଧୁଗଣ ଅରବିନ୍ଦ ବର୍ତ୍ତମାନ ସମୟରେ ଶୁଟିଙ୍ଗ କାମ ଛାଡି ବିଜନେସ କରୁଛନ୍ତି ।

ଦୀପ୍ତି ରେଖା- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଫେମସ ସିଙ୍ଗର ଦୀପ୍ତି ରେଖା । ଆପଣ ମାନେ ସମସ୍ତେ ଦୀପ୍ତିଙ୍କର ଅନେକ ସୁପର ହିଟ ଗୀତ ଗୁଡିକୁ ଶୁଣିଥିବେ । ବନ୍ଧୁଗଣ ଗତ କିଛି ଦିନ ତଳେ ଦୀପ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୀପ୍ତିଙ୍କ ସ୍ଵାମୀ ହେଉଛନ୍ତି ଭୁବନେଶ୍ଵରର ଏକ ବଡ ଶିଲ୍ପପତି ।

ଅର୍ଚ୍ଚିତା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା । ଗତ କିଛି ଦିନ ତଳେ ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସବ୍ୟ ମଧ୍ୟ ହେଉହାନ୍ତି ଏକ ଓଡିଆ ଅଭିନେତା । ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ଅର୍ଚ୍ଚିତା ଓ ସବ୍ୟଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଶୁଭସ୍ମିତା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶୁଭସ୍ମିତା । ଆପଣ ମାନେ ଶୁଭସ୍ମିତାଙ୍କୁ ଅନେକ ଟିଭି ସିରିଏଲ ଓ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗତ କିଛି ଦିନ ତଳେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଶୁଭସ୍ମିତା ଭୁବନେଶ୍ଵରର ଏକ ବଡ ଶିଲ୍ପପତିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ପ୍ରିୟାଙ୍କା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ପ୍ରିୟଙ୍କା । ଆପଣ ମାନେ ସମସ୍ତେ ପ୍ରିୟାଙ୍କାଙ୍କୁ ଅନେକ ସିରିଏଲରେ ନିଶ୍ଚୟ ଦେଖିଥିବେ । ଗତ କିଛି ଦିନ ତଳେ ପ୍ରିୟାଙ୍କା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କ ସ୍ଵାମୀ ହେଉଛନ୍ତି ଏକ ବହୁତ ବଡ ଶିଲ୍ପପତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *