ନିଜ ପ୍ରଥମ ସ୍ଵାମୀଙ୍କ ଠାରୁ ଛାଡପତ୍ର ନେଇ ସାରିଥିବା ଲୋକପ୍ରିୟ ଓଡିଆ Actress, ଦିନେ 1 ନମ୍ବର Actress ଙ୍କ ପାଇଁ ପୁରା ଓଡିଶା ଦିବାନା ଥିଲା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଧାରାବାହିକ ହେଉ ଅଥବା ଫିଲ୍ମ ସେଥିରେ ବିବାହ ଓ ବିଚ୍ଛେଦ ର କାହାଣୀ ଦେଖିବାକୁ ଆମକୁ ବହୁତ ଭଲ ଲାଗିଥାଏ । କିନ୍ତୁ ଏହା ବାସ୍ତବ ଜୀବନ ରେ ଘଟିଲେ ବହୁତ ଦୁଃଖ ଲାଗିଥାଏ ।

ତେବେ କଣ ଆପଣ ମାନେ ଜାଣିଛନ୍ତି ଯେ, ଓଡ଼ିଆ ଇଣ୍ଡଷ୍ଟ୍ରୀ ର କେଉଁ କଳାକାର ଭଲ ପାଇ ବାହା ହୋଇଛନ୍ତି ସତ କିନ୍ତୁ ପରେ ନିଜ ପାର୍ଟନର୍ ଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି? ଆଜି ଆମେ ଆପଣ ମାନଙ୍କୁ ସେହି ଓଡ଼ିଆ କଳାକାର ଙ୍କ ସମ୍ବନ୍ଧରେ କହିବୁ ଯିଏ ନିଜ ପାର୍ଟନର୍ ଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୬. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ର । ସେ ‘ଏ ଯୁଗର କୃଷ୍ଣ ସୁଦାମା’ ଭଳି ସୁପରହିଟ ଫିଲ୍ମ ରେ ଅଭିନୟ କରିଛନ୍ତି । ଅଭିନେତ୍ରୀ ଉଷସୀ ମିଶ୍ର ନିଜ ବନ୍ଧୁ ରତନ ଲକ୍ଷ୍ମଣି ଙ୍କୁ ୨୦୦୯ ମସିହାରେ ବିବାହ କରିଥିଲେ । ପରନ୍ତୁ ଏହାର ୧୦ ବର୍ଷ ପରେ ଅର୍ଥାତ ୨୦୧୯ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଓଲିଉଡ ର ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଏହି ଅଭିନେତ୍ରୀ ‘ରୁମକୁ ଝୁମାନା’ ଭଳି ବ୍ଲକ ବଷ୍ଟର ଫିଲ୍ମ ରେ ଅଭିନୟ କରିଛନ୍ତି । ସେ ୨୦୧୩ ମସିହାରେ ଦୁର୍ଗା ପ୍ରସାଦ ମିଶ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟ ରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ଓ ସେ ଦ୍ଵିତୀୟ ବିବାହ କରିଥିଲେ ।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ କୋଏଲ ବାନାର୍ଜୀ । ଏହି ଅଭିନେତ୍ରୀ ‘ଓଁ ସାଇ ରାମ’ ଭଳି ଫିଲ୍ମ ରେ ଅଭିନୟ କରିଛନ୍ତି । ସେ ୨୦୧୨ ମସିହାରେ ବବି ମିଶ୍ର ଙ୍କୁ ବିବାହ କରିଥିଲେ । ଏହି ବର୍ଷ ଅର୍ଥାତ ୨୦୨୧ ରେ ତାଙ୍କର ଛାଡ଼ପତ୍ର ହୋଇଯାଇଛି ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପ୍ରସିଦ୍ଧ ଅଭିନେତ୍ରୀ ଅନୁ ଚୌଧୁରୀ । ଏହି ଅଭିନେତ୍ରୀ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ସେ ୨୦୦୬ ମସିହାରେ ସନ୍ଦୀପ ମିଶ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୨ ରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡ଼ିଶା ରେ ସ୍ୱପରିଚିତ ଅଭିନେତ୍ରୀ ରଚନା ବାନାର୍ଜୀ । ସେ ଓଡ଼ିଶା ର ପ୍ରାୟ ସମସ୍ତ ଚଳଚ୍ଚିତ୍ର ରେ ଅଭିନୟ କରି ବିଶେଷ ଲୋକପ୍ରିୟତା ହାସଲ କରିଥିଲେ । ଏହି ଅଭିନେତ୍ରୀ ୨୦୦୩ ମସିହାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ୨୦୦୪ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ଅଭିନେତ୍ରୀ ଅନେକ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ସେ ୨୦୧୪ ମସିହାରେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ସେ ଖୁବ ଶୀଘ୍ର ତାଙ୍କ ଠାରୁ ଛାଡ଼ପତ୍ର ନେବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *