ନିଜ ବାହାଘର ଦିନ ହିଁ ମ-ଦ ପିଇ ନିଶାରେ ଝୁମୁଥିଲେ ଆକ୍ଟ୍ରେସ Deepika Padukone, କରିଥିଲେ ଏମିତି କାଣ୍ଡ, ସାମ୍ନାକୁ ଆସିଲା Photo

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବଲିଉଡ ରେ ଏପରି କିଛି ଯୋଡି ଅଛନ୍ତି ଯେଉଁମାନେ ପରଦା ଉପରେ ନିଜର କେମେଷ୍ଟ୍ରି ଦ୍ଵାରା ଦର୍ଶକଙ୍କ ମନ ଜିତିବା ସହିତ ବାସ୍ତବ ଜୀବନ ରେ ମଧ୍ୟ ପରସ୍ପର ର ହାତ ଧରି ସାରା ଜୀବନ ପାଇଁ ଏକାଠି ହୋଇପାରିଛନ୍ତି ।

ବଲିଉଡ ଅଭିନେତା ରଣବିର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକନ ସବୁ ଠାରୁ ବେଶୀ ଚାହିଦା ଥିବା ଯୋଡି ଅଟନ୍ତି । ଏମାନଙ୍କ ଯୋଡି ଫିଲ୍ମ ଜୀବନ ଭଳି ଅସଲ ଜୀବନ ରେ ମଧ୍ୟ ବହୁତ ହିଟ ରହିଛି । ବର୍ତ୍ତମାନ ଏହି ଦୁଇ ଜଣଙ୍କ ବିବାହ କୁ ଦୁଇ ବର୍ଷ ପୁରା ହୋଇଛି । ୨୦୧୮ ମସିହା ରେ ଦୁହେଁ ଇଟାଲୀ ର ଲେକ କୋମା ସିଟି ଠାରେ ବହୁତ ଧୁମଧାମରେ ବିବାହ କରିଥିଲେ । ଦୀପିକା ଓ ରଣବିର ଙ୍କ ର କେମେଷ୍ଟ୍ରି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ବର୍ତ୍ତମାନ ବିବାହ ର ପ୍ରାୟ ଅଢେ଼ଇ ବର୍ଷ ପରେ ତାଙ୍କ ବିବାହ ର କିଛି ଫୋଟୋ ସାମ୍ନା କୁ ଆସିଛି ଯାହାକୁ ଆପଣ ପୂର୍ବ ରୁ କେବେ ମଧ୍ୟ ଦେଖି ନ ଥିବେ ।  ଏମାନଙ୍କ ଫଟୋ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି । ତାହା ମଧ୍ୟରୁ ଏକ ଫଟୋ ଅଛି ଯେଉଁଥିରେ ଦୁହେଁ ହ୍ରଦ ପାର୍ଶ୍ଵ ରେ ଛିଡା ହୋଇ ଖୁସି ରେ ଦୁଇ ପେ-ଗ ପିଉଛନ୍ତି।ଏହି ଫୋଟୋ ରେ ଦୀପିକା ଏକ ଲାଲ ରଙ୍ଗର ପୋଷାକ ପିନ୍ଧିଥିଲେ ଏହା ସହିତ ରଣବିର ଏହି ଫୋଟୋ ରେ ଏକ ଧଳା ରଙ୍ଗ ର ପାରମ୍ପାରିକ ପୋଷାକ ପିନ୍ଧିଥିଲେ।

ଏହି ଫୋଟୋ ଟି ଦର୍ଶକ ମାନଙ୍କ ର ହୃଦୟ କୁ ଜିତି ନେଇଥିଲା । ଏହି ଫୋଟୋ ଟି ଅଭିନେତ୍ରୀ ଦୀପିକା ଙ୍କ ର ବିଦାୟ ସମୟ ରେ ଫଟୋ ଅଟେ । ଏହି ଫଟୋ ରେ ଦୀପିକା ପରିବାର ଠାରୁ ବିଦାୟ ନେଇ ନିଜର ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ବହାରିପଡିଥିବାର ଦେଖାଯାଇଥିଲା । ରଣବିର ଓ ଦୀପିକା ପରସ୍ପର କୁ କିଛି ଦିନ ଡେଟିଂ କରିବା ପରେ ୨୦୧୮ ମସିହା ରେ ଇଟାଲୀ ଠାରେ କୋଂକୋଣି ଓ ସିନ୍ଧି ରୀତିନୀତି ଅନୁସାରେ ବିବାହ କରିଥିଲେ ।

ଏହା ପରେ ସେମାନେ ଭାରତ ଫେରି ବହୁତ ବଡ଼ ବଡ଼ ରିସେପସନ ପାର୍ଟି ଆୟୋଜନ କରିଥିଲେ ଏହି ପାର୍ଟି ବହୁତ ବଡ଼ ବଡ଼ ଦିଗଜ୍ଜ ଲୋକ ମାନେ ସାମିଲ ହୋଇଥିଲେ । ରଣବିର ଓ ଦୀପିକା ଙ୍କୁ ଏକାଠି ବହୁତ ଫିଲ୍ମ ରେ ଦେଖିବାକୁ ମିଳିଥିଲା । ଯେପରି “ଗୋଲୀୟନ କି ରାସଲୀଳା-ରାମଲୀଳା”,”ବାଜିରାଓ ମସ୍ତାନୀ”,”ପଦ୍ମାବତ ଇତ୍ୟାଦି । ସେହିପରି ଆଗକୁ ମଧ୍ୟ କବିର ଖାନ ଙ୍କ ର ସ୍ପୋର୍ଟସ ଡ୍ରାମା ଫିଲ୍ମ “୮୩” ରେ ମଧ୍ୟ ରଣବିର ଓ ଦୀପିକା ଏକାଠି ଦେଖିବାକୁ ମିଳିବେ ।

ରଣବିର ଏହି ଫିଲ୍ମ ରେ କପିଳ ଦେବ ଙ୍କ ଚରିତ୍ର ରେ ନଜର ଆସୁଥିବା ବେଳେ କପିଳ ଙ୍କ ପତ୍ନୀ ରୋମି ଦେବୀ ଙ୍କ ଚରିତ୍ର ରେ ଦୀପିକା ନଜର ଆସିବେ । ଆପଣଂକୁ ଜଣାଇ ଦେଉଛୁ କି କିଛି ଦିନ ପୂର୍ବ ରୁ ଦୀପିକା ଙ୍କ ପିତା କରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ଜଣାପଡିଥିଲା ଯେ ଦୀପିକା ଙ୍କ ଠାରେ ମଧ୍ୟ କୋଭିଡ ସଂକ୍ରମିତ ହୋଇଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *