ଏମିତି ହିଁ Bollywood ର ଫେମସ ଅଭିନେତ୍ରୀ ହେଇ ନାହାଁନ୍ତି Deepika Padukone, ତାଙ୍କର କଳା କାରନାମା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡର ସମସ୍ତ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛି ବର୍ତ୍ତମାନ ସେ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେ ଅଭିନେତ୍ରୀଙ୍କ ଜଣକ ହେଉଛି ଦୀପିକା ପାଦୁକୋନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତ୍ରୀ ଦୀପିକା ପଦୁକୋନଙ୍କର ସମସ୍ତ ଫିଲ୍ମ ନିଶ୍ଚୟ ଦେଖିଥିବେ । ଦୀପିକା ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଏହି କିଛି ଦିନ ହେବ ଦୀପିକା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦୀପିକା ପାଦୁକୋନଙ୍କ ଲଭ ରିଲେସନସିପ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଦୀପିକା ପାଦୁକୋନ ବଲିଉଡରେ ଡେବ୍ୟୁ କରିବା ପରେ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ବିଜନେସମ୍ୟାନ ମାନଙ୍କ ସହ ଲଭ ରିଲେସନସିପରେ ରହିଛନ୍ତି । ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ନିହାର ପାଣ୍ଡିଆ । ଦୀପିକା ମଡେଲିଙ୍ଗ କରୁଥିବା ସମୟରେ ନୀହାରଙ୍କ ସହ ଲଭ ରିଲେସନସିପରେ ଥିଲେ । ଏହା ପରେ ଦୀପିକାଙ୍କ ନାମ ବଲିଉଡ ଅଭିନେତା ଉପେନ୍ଦ୍ର ପଟେଲଙ୍କ ସହ ଯୋଡା ଯାଇଥିଲା । ହେଲେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ।


ଏହାପରେ ଦୀପିକାଙ୍କୁ କ୍ରିକେଟର ଏମଏସ ଧୋନୀଙ୍କ ସହ ମଧ୍ୟ ଦେଖାଯାଇଥିଲା । ଖବର ମିଳିଥିଲା ଯେ, ଏହି ଦୁଇଜଣ ପରସ୍ପରକୁ ଡେଟ କରୁଛନ୍ତି । ହେଲେ କ୍ରିକେଟର ଯୁବରାଜ ସିଂହଙ୍କ ପାଇଁ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ଏହା ପରେ ଦୀପିକା ଓ ଯୁବରାଜ ଲଭ ରିଲେସନରେ ରହିଥିଲେ ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା । ଏହା ପରେ ୨୦୦୮ରେ ଆସିଥିବା ଫିଲ୍ମ ‘ବଚନା ଏ ହସିନୋ’ ଫିଲ୍ମ ଦ୍ଵାରା ଦୀପିକା ଓ ଅଭିନେତା ରଣବିର କପୁର ଲଭ ରିଲେସନରେ ରହିଥିଲେ ।


ଏହି ଦୁଇଜଣ ପରସ୍ପର ସହ ଲିଭିଙ୍ଗ ରିଲେସନ ସିପରେ ମଧ୍ୟ ରହିଥିଲେ । ସେହି ସମୟରେ ଦୀପିକା ରଣବିର କପୁରଙ୍କ ନାମର ଟାଟୁ ନିଜ ବେକରେ କରିଦେଇଥିଲେ । ହେଲେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା, କାରଣ ରଣବିର ଅଭିନେତ୍ରୀ କାଟ୍ରିନା କେଫଙ୍କୁ ପ୍ରେମ କରି ବସିଲେ । ରଣବିରଙ୍କ ଠାରୁ ଧୋକା ଖାଇବା ପରେ ଦୀପିକା ବହୁତ ଅଧିକ ଡିପ୍ରେସନରେ ଆସି ଯାଇଥିଲେ ହେଲେ କିଛି ସମୟ ପରେ ଦୀପିକାଙ୍କୁ ସାହାରା ଦେଇଥିଲେ ବିଜନେସମ୍ୟାନ ବିଜୟ ମାଲିଆଙ୍କ ପୁଅ ସିଦ୍ଧାର୍ଥ ମାଲିଆ ।

ସିଦ୍ଧାର୍ଥ ମାଲିଆ ଦୀପିକା ପାଦୁକୋନଙ୍କୁ ୧୬ କୋଟି ଟଙ୍କାର ଫ୍ଲାଟ ଦେଇଥିଲେ । ଏହି ଦୁଇଜଣଙ୍କୁ ଆଇପିଏଲ ମ୍ଯାଚରେ ପରସ୍ପର ସହ କିସ୍ କରୁଥିବାର ନଜର ଆସିଥିଲେ । ଦୀପିକା ନିଜର ସମସ୍ତ ରିଲେସନରେ ଲିଭିଙ୍ଗରେ ରହିଥିଲେ । ହେଲେ ବନ୍ଧୁଗଣ ଶେଷରେ ଦୀପିକା ବଲିଉଡ ଅଭିନେତା ରଣବିର ସିଂହଙ୍କ ସହ ବିବାହ କରିଲେ ଓ ବର୍ତ୍ତମାନ ସେ ବହୁତ ଖୁସିରେ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *