ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବଲିଉଡ ର କିଛି ଏଭଳି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ ଯେଉଁମାନେ ଵିଵାହ ପୂର୍ବରୁ ହିଁ ଗର୍ଭବତୀ ହୋଇଯାଇଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ।
୧. ବନ୍ଧୁଗଣ ବର୍ତ୍ତମାନ ସମୟରେ ବଲିଉଡ ଗାୟିକା ‘ନେହା କକ୍କର’ ଏବଂ ‘ରୋହନ ପ୍ରୀତ ସିଂ’ ଙ୍କ ସୋସିଆଲ ମିଡ଼ିଆ ରେ ସେୟାର କରାଯାଇଥିବା ଫଟୋ କୁ ନେଇ ବହୁତ ମାତ୍ରା ରେ ଚର୍ଚ୍ଚା ଶୁଣିବାକୁ ମିଳୁଛି।ପ୍ରଥମେ ନେହା ଙ୍କ ବିବାହ କୁ ନେଇ ବହୁତ ଚର୍ଚ୍ଚା କରାଯାଉଥିବାର ଦେଖା ଯାଇଥିଲା ଏବଂ ବର୍ତ୍ତମାନ ନେହା ଏବଂ ରୋହନ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିବା ଫଟୋ କୁ ନେଇ ଏହା ଚର୍ଚ୍ଚା କରାଯାଉଛି
ଯେ ନେହା ବର୍ତ୍ତମାନ ୫ ମାସ ର ଗର୍ଭବତୀ ଅଛନ୍ତି।ନେହା କକ୍କର ଏବଂ ରୋହନ ପ୍ରୀତ ସିଂ ଏହି ବର୍ଷ ୨୪ତାରିଖରେ ହିଁ ଵିଵାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି।ତାଙ୍କ ବିବାହ କୁ ୨ ମାସ ମଧ୍ୟ ହୋଇନାହିଁ କିନ୍ତୁ ଏହି ଯୋଡି କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫଟୋ କୁ ନେଇ ବହୁତ ଚର୍ଚ୍ଚା କରାଯାଉଛି।କୁହାଯାଉଛି ଯେ ନେହା ବିବାହ ପୂର୍ବରୁ ଗର୍ଭବତୀ ଥିଲେ।
୨. ଅଭିନେତ୍ରୀ ‘ସପନା ଚୌଧୁରୀ’ ନିଜ କ୍ୟାରିଆର ବନାଇବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ବର୍ତ୍ତମାନ ସେ କୌଣସି ବଲିଉଡ ଅଭିନେତ୍ରୀ ଙ୍କ ଠାରୁ ମଧ୍ୟ କମ ନୁହେଁ। ଶୁଣିବାକୁ ମିଳେ ଯେ ସ୍ୱପ୍ନା ବହୁତ ଶୀଘ୍ର ବିବାହ ଏଥିପାଇଁ କରିଥିଲେ କାରଣ ସେ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ। ଏଥିପାଇଁ ସେ ସମୟ ପୂର୍ବରୁ ବିବାହ କରିଥିଲେ।ବର୍ତ୍ତମାନ ସମୟରେ ସପନା ନିଜ ପୁଅ ଏବଂ ସ୍ୱାମୀଙ୍କ ସହ ସମୟ ଅତିବାହିତ କରୁଛନ୍ତି ।
୩. ଅଭିନେତ୍ରୀ ‘ନତାଶା ଷ୍ଟାନକୋବିକ’ ଙ୍କୁ ପ୍ରଥମେ କ୍ରିକେଟର ‘ହାର୍ଦିକ ପାଣ୍ଡ୍ୟା’ ଙ୍କ ସହ ଦେଖିବାକୁ ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ଅଭିନେତ୍ରୀ ଜଣକ ଗର୍ଭବତୀ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ଏହି ଯୋଡି ସୋସିଆଲ ମିଡ଼ିଆ ରେ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ପରେ ଏହି ଯୋଡି ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ।
୪.ଅଭିନେତ୍ରୀ ‘କଟ୍ରିନା କୈଫ’ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଲା ପରେ ଅଭିନେତା ‘ସଲମାନ ଖାଁ’ ଙ୍କ ସହ ସମ୍ପର୍କରେ ଥିଲେ ଏବଂ ଏହା ମଧ୍ୟ ଶୁଣିବାକୁ ମିଳେ ଯେ,ଏହି ଅଭିନେତ୍ରୀ ଜଣକ ଗର୍ଭବତୀ ଥିଲେ।ପରବର୍ତ୍ତୀ ସମୟରେ ଏହି ଅଭିନେତ୍ରୀଙ୍କୁ ‘ରଂବୀର କପୁର’ ଙ୍କ ସହ ଦେଖିବାକୁ ମିଳିଥିଲା ଏବଂ ଏହା ମଧ୍ୟ ଶୁଣିବାକୁ ମିଳେ ଯେ ଏହି ଦୁହି ଯୋଡି ଲିଭ ଇନ ରିଲେସନ ରେ ଥିଲେ ବୋଲି। କିନ୍ତୁ ପରେ ଏହି ଯୋଡି ଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ଏହାମଧ୍ୟ ଶୁଣିବାକୁ ମିଳେ ଯେ କଟ୍ରିନା ରଂବୀର ଙ୍କ ଛୁଆଙ୍କ ମାଆ ହେବାକୁ ଯାଉଥିଲେ ବୋଲି। କିନ୍ତୁ ବର୍ତ୍ତମାନ କଟ୍ରିନା ନିଜ ଜୀବନ ରେ ଏକୁଟିଆ ରହୁଥିବାର ଦେଖିବାକୁ ମିଳୁଛି।
୫. ଅଭିନେତ୍ରୀ ‘ନେହା ଧୁପିଆ’ ନିଜ ବଏ ଫ୍ରେଣ୍ଡ ଅଙ୍ଗଦ ବେଦୀ ଙ୍କୁ ବହୁତ ଶୀଘ୍ର ବିବାହ କରିଥିଲେ।ପରେ ଜଣା ପଡିଥିଲା ଯେ,ନେହା ଧୁପିଆ ଗର୍ଭବତୀ ଅଛନ୍ତି ସେଥିପାଇଁ ସମୟ ପୂର୍ବରୁ ସେ ନିଜ ବଏ ଫ୍ରେଣ୍ଡଙ୍କୁ ବିବାହ କରିଥିଲେ।ବର୍ତ୍ତମାନ ସେ ନିଜ ସ୍ୱାମୀ ଏବଂ ଝିଅ ମେହେର ଙ୍କ ସହ ନିଜ ସମୟ ଅତିବାହିତ କରୁଛନ୍ତି।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ