Bollywood ର ଫେମସ ଆକ୍ଟ୍ରେସ Neena Gupta କଲେ ବଡ ଖୁଲାସା, କହିଲେ ଫିଲ୍ମ ପ୍ରଡ୍ୟୁସର ମତେ ହୋଟେଲ କୁ ଡାକିଲା ଓ ତା’ ପରେ ମତେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ନିଜର ଅଭିନୟ ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛନ୍ତି ଏବଂ ଏହା ସହିତ ସେ ନିଜର ବିନ୍ଦାସ ଅନ୍ଦାଜ ଦ୍ଵାରା ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଅଭିନେତ୍ରୀ ନୀନା ଗୁପ୍ତା ସବୁବେଳେ ଜୀବନ ରେ ଖୋଲିକରି ବଂଚିବା ପସନ୍ଦ କରନ୍ତି ଏବଂ ଯେ କୌଣସି ବିଷୟ ରେ ମଧ୍ୟ ନିଜର ମତ ପ୍ରକାଶ କରିବା ନିମନ୍ତେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏବେ ଏହି ଅଭିନେତ୍ରୀ ନିଜର ଅଟୋବାୟୋଗ୍ରାଫି ଲଞ୍ଚ କରିଛନ୍ତି । ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜ ସହିତ ଘଟିଥିବା ଘ-ଟ-ଣା ସ-ମ୍ବ-ନ୍ଧ-ରେ କହିଛନ୍ତି । ଏଥିରେ ସେ ଏକ ପ୍ରଡ୍ୟୁସର ଙ୍କ ସହିତ ଘ-ଟି-ଥି-ବା ଏକ ଘ-ଟ-ଣା ସ-ମ୍ବ-ନ୍ଧ-ରେ ମଧ୍ୟ ବର୍ଣ୍ଣନା କରିଛନ୍ତି ।

ଯେଉଁଥିରେ ତାଙ୍କୁ ଅ-ଶ୍ଳୀ-ଳ କଥା କୁହାଯାଇଥିଲା । ନୀ-ନା ଗୁ-ପ୍ତା ନିଜର ଏହି ଅଟୋବାୟୋଗ୍ରାଫି ର ନାମ ରଖିଛନ୍ତି ‘ସଚ୍ କହୁଁ ତୋ’ । ନୀନା ଗୁପ୍ତା ଙ୍କ ଏହି ଅଟୋବାୟୋଗ୍ରାଫି କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ କରିନା କପୁର ଖାଁ ଏହି ସପ୍ତାହ ରେ ଲଞ୍ଚ କରିଛନ୍ତି । ଏଥିରେ ନୀନା ନିଜ ଜୀବନ ରେ ଘଟିଥିବା କିଛି ଘ-ଟ-ଣା କୁ ପ୍ରକାଶ କରିଛନ୍ତି । ଏଥି ମଧ୍ୟରୁ କିଛି ଘ-ଟ-ଣା ଏଭଳି ରହିଛି ଯାହା ତାଙ୍କୁ ଭାଙ୍ଗି ଦେଇଥିଲା ।

ସେଥି ମଧ୍ୟରୁ ଏଭଳି ଏକ ଘ-ଟ-ଣା ବିଷୟ ରେ ସେ କହିଛନ୍ତି ଯେ ଯେତେବେଳେ ତାଙ୍କୁ ଜଣେ ପ୍ରଡ୍ୟୁସର୍ ଏକ ହୋଟେଲ କୁ ଡାକିଥିଲେ ଏବଂ ତାଙ୍କ ସହିତ ରାତି ବିତାଇବାକୁ କହିଥିଲେ । ଏହା ଶୁଣି ଅଭିନେତ୍ରୀ ନୀନା ଗୁପ୍ତା ଙ୍କ ରକ୍ତ ଗରମ ହୋଇ ଯାଇଥିଲା । ଏହା ସ୍ୱାଭାବିକ ଯେ, ଜଣେ ମହିଳା ଙ୍କ ପାଇଁ ଏହି ବିଷୟ ଚିନ୍ତା ଜନକ ଅଟେ ।

ରିପୋର୍ଟ ଅନୁସାରେ ନୀନା ଙ୍କ ପାଖକୁ ଜଣେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରଡ୍ୟୁସର୍ ଙ୍କ ଫୋନ ଆସିଥିଲା । ସେହି ପ୍ରଡ୍ୟୁସର୍ ଜଣକ ଅଭିନେତ୍ରୀ ଙ୍କ ସହିତ ସାକ୍ଷାତ କରିବାକୁ ଚାହିଁଲେ । ନୀନା ଜୁହୁ ରେ ପୃଥ୍ବୀ ଥିଏଟର ରେ ନିଜର ପଫର୍ମେନ୍ସ ସାରିବା ପରେ ହୋଟେଲ କୁ ଯାଇଥିଲେ । ନୀନା ନିଜ ଅଟୋବାୟୋଗ୍ରାଫି ରେ ଲେଖିଥିଲେ ଯେ, ଯେତେବେଳେ ସେ ହୋଟେଲ କୁ ଗଲେ ତାଙ୍କୁ ଲାଗୁଥିଲା ଯେ କିଛି ନା କିଛି ଗଡ଼ବଡ଼ ନିଶ୍ଚିତ ଭାବରେ ଅଛି ।

କିନ୍ତୁ ଫିଲ୍ମ ରୁ ରୋଲ ହାତଛଡା ହୋଇଯିବା ଡର ରେ ସେ ହୋଟେଲ ର ରୁମ୍ ଭିତରକୁ ଯାଇଥିଲେ । କଥାବାର୍ତ୍ତା ସମୟ ରେ ଯେତେବେଳେ ସେ ନିଜର ରୋଲ ବିଷୟରେ ପଚାରିଲେ ତେବେ ତାଙ୍କୁ ଅଭିନେତ୍ରୀ ଙ୍କ ସାଙ୍ଗ ର ରୋଲ ଦିଆଗଲା । ଯାହା ତାଙ୍କୁ ପସନ୍ଦ ଆସିଲା ନାହିଁ । ସେ ଯେତେବେଳେ ଯିବା କୁ ଅନୁମତି ମାଗିଲେ ସେତେବେଳେ ସେହି ପ୍ରଡ୍ୟୁସର୍ ଜଣକ ତାଙ୍କୁ ରାତି ବିତାଇବା ପାଇଁ ପ୍ରସ୍ତାବ ଦେଇଥିଲେ ।

ପରେ ସେହି ପ୍ରଡ୍ୟୁସର୍ ଜଣକ ତାଙ୍କ ହାତରେ ବ୍ୟାଗ ଥମାଇ କହିଥିଲେ ଯେ ଏହା କରିବା ପାଇଁ ତୁମକୁ ବାଧ୍ୟ କରା ଯାଉ ନାହିଁ । ପରେ ନୀନା ସେଠାରୁ ପଳାଇ ଆସିଥିଲେ । ନୀନା ଙ୍କ ଅଟୋବାୟୋଗ୍ରାଫି ରେ ଥିବା ଏହି ଘ-ଟ-ଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ଯଦିଓ ଏଭଳି ଘ-ଟ-ଣା ବର୍ତ୍ତମାନ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳୁଛି । କିଛି ଅଭିନେତ୍ରୀ ଏଭଳି ଅଛନ୍ତି ଯିଏ ଖୋଲିକରି ସେମାନଙ୍କଜ ଜବାବ ଦେଉଛନ୍ତି । ଯାହାକି ବହୁତ ଜରୁରୀ । ଏପରି କରିବା ଦ୍ୱାରା ହିଁ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ହେଉଥିବା ଅ-ଶ୍ଳୀ-ଳ ପ୍ର-ସ୍ତା-ବ ଅନ୍ୟ କୌଣସି କଳାକାର ଙ୍କୁ କରାଯିବ ନାହିଁ ଏବଂ ସମସ୍ତ କଳାକାର ସୁରକ୍ଷିତ ରହିବେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *