ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଛୋଟ ଝିଅ ଟି ସେହି ଭିଡିଓ ରେ ତାର ଶିକ୍ଷା କୁ ନେଇ ସରକାର ଙ୍କୁ କିଛି କହୁଛି ଏବଂ ସେହି କଥାଟି କୁ ଆପଣ ମାନେ ଶୁଣିଲେ ହସି ହସି ଗଡ଼ିଯିବେ ।
ଆଜ୍ଞା ବନ୍ଧୁଗଣ ଏହି ଛୋଟ ଝିଅ ଟି ର ବାପା ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଯିଏ ନିଜ କମେଡ଼ି ମାଧ୍ୟମରେ ଦର୍ଶକ ଙ୍କ ମନୋରଞ୍ଜନ କରନ୍ତି । ତେବେ ଆସନ୍ତୁ ଜାଣିବା କିଏ ଅଟନ୍ତି ଏହି ବାପ ଝିଅ । ବନ୍ଧୁଗଣ ଏହି ଛୋଟ ଝିଅ ଟି ଅନ୍ୟ କେହି ନୁହେଁ ବରଂ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ଝିଅ । ଆପଣ ମାନେ ପପୁ ପମପମ୍ ଙ୍କୁ ଅନେକ ଚଳଚ୍ଚିତ୍ର ତଥା ରିଆଲିଟି ସୋ ରେ ଦେଖିଥିବେ ।
ସେ ନିଜ କମେଡ଼ି ମାଧ୍ୟମରେ ଦର୍ଶକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି । ଆପଣ ମାନେ ତ ଜାଣିଥିବେ ଯେ, ପପୁ ପମପମ୍ ଙ୍କ ଜଣେ ଝିଅ ଅଛି ଏବଂ ତାଙ୍କ ନାମ ହେଉଛି ଆଦିପ୍ତୀ ଶତପଥୀ । ତେବେ ଏହି କୁନି ଝିଅ ଟି ନିଜ ବାପା ଙ୍କ କମେଡ଼ି ର ସବୁ ରେକର୍ଡ ଭାଙ୍ଗିଦେଲା ମାତ୍ର ଅଳ୍ପ କିଛି ସେକେଣ୍ଡ ର ଭିଡିଓ ରେ । ପପୁ ପମପମ୍ ଙ୍କ ଝିଅ ଜଣେ ଛାତ୍ରା ହିସାବ ରେ ସରକାର ଙ୍କୁ ଏଭଳି କିଛି କହିଛନ୍ତି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ସେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କହିଛନ୍ତି ଯେ, ” ନବୀନ ପଟ୍ଟନାୟକ ଅଙ୍କଲ ନମସ୍କାର, ମୁଁ ଆଦିପ୍ତୀ ଶତପଥୀ । ମୁଁ ଜାଣିଲି ଯେ ଆପଣ କେତେ କଷ୍ଟ ଭୋଗ କରୁଛନ୍ତି ଏହି କୋରନା କାଳ ରେ, ମୁଁ ଜଣେ ଷ୍ଟୁଡେଣ୍ଟ ହିସାବରେ ରେ କହୁଛି ଯେ, ଯଦି ଆମର ସ୍କୁଲ ବନ୍ଦ କରିବାର ଅଛି ତେବେ ବନ୍ଦ କରି ଦିଅନ୍ତୁ । ଆମେ ଆମ ଶିକ୍ଷା କୁ ବଳିଦାନ କରି ଦେଉଛୁ । ୧୦ ବର୍ଷ ହେଉ ଅଥବା ୧୫ ବର୍ଷ ଯେତେ ଦିନ ହେଲେ ମଧ୍ୟ ଆମେ ସହିଯିବୁ । ଆମେ ଆପଣଙ୍କୁ ହେଲ୍ପ କରିବାକୁ ଚାହୁଁଛୁ । ”
ଆଜ୍ଞା ହଁ ବନ୍ଧୁଗଣ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ଝିଅ ଏଭଳି କିଛି କହିଛନ୍ତି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ । ଏହି ଭିଡିଓ ଟି କୁ ପପୁ ପମପମ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଖୁବ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ