ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବାଙ୍କ ବିଷୟରେ କହିବାକୁ ଯାଉଛୁ ।
ଗତ କିଛି ଦିନ ହେବ ମିନିଶା ଲଗାତାର ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ସେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ଚର୍ଚାର୍ତେ ରହୁଛନ୍ତି । ପାଖା ପାଖି ୧୬ ବର୍ଷ ହେବ ମିନିଶା ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ଅଛନ୍ତି । ଅବଶ୍ୟ ତାଙ୍କର ବଲିଉଡ କାରିୟର ଏତେ ଖାସ ରହି ନାହିଁ ।
ବହୁତ ସମୟ ହେବ ମିନିଶା ଫିଲ୍ମ ପରଦାରୁ ଦୂରରେ ଅଛନ୍ତି ହେଲେ ସେ ଆସିବା ଦିନରୁ କିଛି ନା କିଛି କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଏହି କିଛି ଦିନ ତଳେ ମିନିଶା ଏକ ଏଣ୍ଟର୍ବ୍ୟୁ ଦେଇଥିଲେ ସେ ଅଧିକାଂଶ ଇଣ୍ଟର୍ବ୍ୟୁରେ ନିଜ ପର୍ଶନାଲ ଲାଇଫ ସହ ଜଡିତ କଥା ଗୁଡିକର ଖୁଲାସା କରନ୍ତି । ଗତ କିଛି ଦିନ ତଳେ ସେ ଦେଇଥିବା ଏକ ଇଣ୍ଟର୍ବ୍ୟୁରେ କା-ଷ୍ଟି-ଙ୍ଗ କା-ଉ-ଚ ବିଷୟରେ ଏକ ବଡ ଖୁଲାସା କରିଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ମନିଶା ସେହି ଇଣ୍ଟର୍ବ୍ୟୁରେ କହିଥିଲେ-‘ ଇଣ୍ଡଷ୍ଟ୍ରିରେ ଅଧିକାଂଶ ପୁରୁଷ ମାନେ ଏହି ସବୁ କାମ କରେଇବା ପାଇଁ ଇଛା କରିଥାନ୍ତି । ମୋତେ କା-ଷ୍ଟି-ଙ୍ଗ କା-ଉ-ଚ-ର ସାମ୍ନା କରିବାକୁ ପଡିଥିଲା । ମୋତେ ଅଧିକାଂଶ ଫିଲ୍ମ ମେକର୍ଷ ଅଫିସ ଛଡା ବାହାରେ ଦେଖା କରିବାକୁ କୁହନ୍ତି । ଥରେ ଏକ ଇଣ୍ଡଷ୍ଟ୍ରିର ଲୋକ ମୋ ସହ ପର୍ଶନାଲ କଥା ହେବା ପାଇଁ ରାତିରେ ଡିନର ପାଇଁ ଡ଼ାକିଥିଲେ’ ।
ଅଭିନେତ୍ରୀଙ୍କ ମୁତାବକ ସେ ଏହି ସବୁ ପ୍ରସ୍ତାବରେ ରାଜି ନହେବାରୁ ତାଙ୍କୁ ଅନେକ ପ୍ରୋଜେକ୍ଟରୁ ବାହାର କରଯାଇଥିଲା । କା-ଷ୍ଟି-ଙ୍ଗ କା-ଉ-ଚ ପାଇଁ ତାଙ୍କ ହାତକୁ ଆସିଥିବା ପ୍ରୋଜେକ୍ଟ ବହୁତ ଥର ଚାଲି ଯାଇଛି । ଅବଶ୍ୟ ବହୁତ ଥର ମିନିଶା କା-ଷ୍ଟି-ଙ୍ଗ କା-ଉ-ଚ-ର ସାମ୍ନା କରିଛନ୍ତି ହେଲେ ସେ କେବେ କା-ଷ୍ଟି-ଙ୍ଗ କା-ଉ-ଚ-ର ଶି-କା-ର ହୋଇ ନାହାନ୍ତି ସେଥିପାଇଁ ସେ ବଲିଉଡରେ ସଫଳତା ହାସଲ କରିପାରିଲେ ନାହିଁ ।
ମିନିଶା ନିଜର ଏହି ବଡ ବୟାନ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହିଛନ୍ତି । ବନ୍ଧୁଗଣ ମିନିଶା ନିଜ କାରିୟରରେ ଜିଲ୍ଲା ଗାଜିଆବାଦ, ଭେଜା ଫ୍ରାଏ, ଭେଜା ଫ୍ରାଏ ୨, କିଡନାପ, ହମ ତୁମ ଅର ସବନା ଓ ଭୂମି ଆଦି ଫିଲ୍ମରେ କାମ କରିଛନ୍ତି । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।
ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ମିନିଶା ଲାମ୍ବା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ