ମାୟା ସିରିଏଲର କଳାକାରମାନେ ଦିନକୁ କେତେ ସାଲାରି ପାଆନ୍ତି ? ଜାଣିଲେ ଆପଣଙ୍କର ହୋସ ଉଡିଯିବ

ଆପଣ ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିବା କଳାକାର ମାନଙ୍କର ସ୍ୟାଲେରି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ମାୟା’ ରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ ଆପଣ ମାନେ କଣ ଏହି କଳାକାର ମାନଙ୍କର ସ୍ୟାଲେରି ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଓଡିଆ କଳାକାର ମାନଙ୍କର ସ୍ୟାଲେରି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ନନ୍ଦୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ନନ୍ଦୁ । ଏହି ମାୟା ସିରିଏଲରେ ନନ୍ଦୁ ଏକ ନାଗୁଣୀ ଭୂମିକାରେ ନଜର ଆସୁଛନ୍ତି । ନନ୍ଦୁଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ସେ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୨୦୦୦ ଟଙ୍କା ନେଇଥାନ୍ତି ।

କୁହୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କୁହୁ । କୁହୁଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । କୁହୁ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୩୦୦୦ ଟଙ୍କା ନିଅନ୍ତି ।

ମନ୍ଦୁରୀ- ବନ୍ଧୁଗଣ ଏହି ମାୟା ସିରିଏଲରେ ମନ୍ଦୁରୀ ଏକ ନାଗୁଣୀର ଭୂମିକାରେ ନଜର ଆସୁଛନ୍ତି । ମନ୍ଦୁରୀଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ମନ୍ଦୁରୀ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୫୦୦୦ ଟଙ୍କା ନିଅନ୍ତି ।

ଅଳକା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଳକା । ଅଳକା ଏହି ମାୟା ସିରିଏଲରେ ନେଗେଟିଭ ଭୂମିକାରେ ନଜର ଆସୁଛନ୍ତି । ଅଳକା ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି ।

କାର୍ଗି- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି କାର୍ଗି । ଆପଣ ମାନେ ଏହି ସିରିଏଲରେ କାର୍ଗିଙ୍କୁ ନାଗେଶଙ୍କ ମାର ଭୂମିକାରେ ଦେଖିଥିବେ । କାର୍ଗି ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିସାରିଛନ୍ତି ଓ ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସେ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୫୦୦୦ ଟଙ୍କା ନିଅନ୍ତି ।


ରୁଦ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରୁଦ୍ରୀ । ରୁଦ୍ରୀଙ୍କୁ ଆପଣ ମାନେ ଏହି ଧାରାବାହିକରେ ନାଗୁଣୀର ଭୂମିକାରେ ଦେଖିଥିବେ । ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୬ ରୁ ୭ ହଜାର ଟଙ୍କା ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *