ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ମାୟା’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି କାରଣ ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ।
ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନଙ୍କ ରିଅଲ ନାମ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ରିଅଲ ନାମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।
ରୁଦ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ରୁଦ୍ରୀ । ଏହି ସିରିଏଲରେ ରୁଦ୍ରୀ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ପସନ୍ଦ କରିଛନ୍ତି । ବନ୍ଧୁଗଣ ରୁଦ୍ରୀଙ୍କ ରିଅଲ ନାମ ହେଉଛି ଜାସ୍ମିନ ରଥ । ସେ ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ଓ ସୁନ୍ଦର ଅଟନ୍ତି ।
ଗାର୍ଗି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଗାର୍ଗି । ଗାର୍ଗି ଏହି ସିରିଏଲରେ ବହୁତ ଭଲ ଅଭିନୟ କରୁଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ଅଛି । ଗାର୍ଗିଙ୍କ ଅସଲ ନାମ ହେଉଛି ମମତା ନନ୍ଦ । ସେ ଏହି ସିରିଏଲରେ ନାଗେଶଙ୍କ ମା ଭୂମିକାରେ ଅଭିନୟ କରୁଛନ୍ତି ।
ମଞ୍ଜରି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମଞ୍ଜରି । ଆପଣ ମାନେ ସମସ୍ତେ ଏହି ସିରିଏଲରେ ମଞ୍ଜରିଙ୍କ ଜବରଦସ୍ତ ଅଭିନୟକୁ ନିଶ୍ଚୟ ଦେଖିଥିବେ । ମଞ୍ଜରିଙ୍କ ଅସଲି ନାମ ହେଉଛି ଅମ୍ବିକା ସିହ୍ନା । ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ନାଗେଶ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ନାଗେଶ । ନାଗେଶ ଏହି ସିରିଏଲରେ ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସୁଛନ୍ତି । ମାଗେଶଙ୍କ ଷ୍ଟାଇଲ ଓ ଅଭିନୟକୁ ଦେଖିବା ପାଇଁ ଲୋକ ମାନେ ବେସ ପସନ୍ଦ କରୁଛନ୍ତି । ବନ୍ଧୁଗଣ ନାଗେଶଙ୍କ ଅସଲି ନାମ ହେଉଛି ମାନସ ମହାପାତ୍ର ।
ନନ୍ଦୁ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ନନ୍ଦୁ । ଆପଣ ମାନେ ସମସ୍ତେ ନନ୍ଦୁଙ୍କୁ ଏହି ସିରିଏଲରେ ନିଶ୍ଚୟ ଦେଖିଥିବେ । ନନ୍ଦୁ ନିଜ ସୁନ୍ଦର ଅଭିନୟ ପାଇଁ ବହୁତ ଚର୍ଚାରେ ରୁହନ୍ତି । ନନ୍ଦୁଙ୍କ ରିଅଲ ନାମ ହେଉଛି ଇତିଶ୍ରୀ ପ୍ରିୟଦର୍ଶନୀ ।
ରାକ୍ଷୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରାକ୍ଷୀ । ରାକ୍ଷୀ ଏହି ସିରିଏଲରେ ନାଗେଶଙ୍କ ପିଇଶିଙ୍କ ଭୂମିକାରେ ନଜର ଆସୁଛନ୍ତି । ରାକ୍ଷୀଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ ରାକ୍ଷୀ ବହୁତ ଷ୍ଟାଇଲିସ ଅଟନ୍ତି । ରାକ୍ଷୀଙ୍କ ରିଅଲ ନାମ ହେଉଛି ଶ୍ରାବଣୀ ପଣ୍ଡା ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ