ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନର୍ଗିସ ବଲିଉଡ ର ନବେ ଦଶକ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ୧ ଜୁନ, ୧୯୨୯ ରେ କୋଲକତା ରେ ଜନ୍ମ ହୋଇଥିବା ନର୍ଗିସ ଛୋଟବେଳୁ ହିଁ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କ ମାଆ ବଲିଉଡ ର ପ୍ରଥମ ମହିଳା ମ୍ୟୁଜିକ ଡାଇରେକ୍ଟର ଥିଲେ । ନର୍ଗିସ ପ୍ରଥମେ ଫିଲ୍ମ ତଲାକ-ଏ-ଇସ୍କ ରେ ବାଲ୍ୟ ଅଭିନେତ୍ରୀ ଭାବରେ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ଏହାପରେ ୧୯୪୯ ମସିହାରେ ଅନ୍ଦାଜ ଫିଲ୍ମ ରେ ସେ ଲିଡ଼ ଅଭିନେତ୍ରୀ ରୂପରେ ନଜର ଆସିଥିଲେ ।
ନର୍ଗିସ ନିଜ ପରିବାର କୁ ବହୁତ ଭଲ ପାଉଥିଲେ । ଖାସ କରି ସେ ନିଜ ପୁଅ ସଞ୍ଜୟ ଦତ୍ତ ଙ୍କୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ସେ ସଞ୍ଜୟ ଦତ୍ତ ଙ୍କ ଡ୍ର-ଗ୍ସ ନି-ଶା ସ-ମ୍ବ-ନ୍ଧ-ରେ ମଧ୍ୟ ସୁନୀଲ ଦତ୍ତ ଙ୍କୁ ଜଣାଇ ନଥିଲେ । ସଞ୍ଜୟ ଯେତେବେଳେ ବୋର୍ଡୀଂ ସ୍କୁଲ ରେ ଥିଲେ ସେତେବେଳେ ହିଁ ତାଙ୍କୁ ଡ୍ର-ଗ୍ସ ର ନି-ଶା ଲାଗି ଯାଇଥିଲା । ନର୍ଗିସ ସଞ୍ଜୟ କୁ ନି-ଶା ନ କରିବାକୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ ।
କିନ୍ତୁ ସଞ୍ଜୟ ଦତ୍ତ ଙ୍କ ଉପରେ ଏହାର କୌଣସି ଅସର ହୋଇ ନଥିଲା । ନର୍ଗିସ ଙ୍କ ମୃ-ତ୍ୟୁ ସମୟ ରେ ମଧ୍ୟ ସଞ୍ଜୟ ଡ୍ର-ଗ୍ସ ନି-ଶା ରେ ମ-ଗ୍ନ ଥିଲେ । ମାଆ ଙ୍କ ମୃତ୍ୟୁ ର ୨ବର୍ଷ ପରେ ସଂଜୟ ଙ୍କୁ ନର୍ଗିସ ଙ୍କ ଏକ ମେସେଜ ମିଳିଲା । ଯାହାକୁ ଦେଖିବା ପରେ ସେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାନ୍ଦିଥିଲେ । ଏହି ମେସେଜ ସଞ୍ଜୟ ଙ୍କ ଡ୍ର-ଗ୍ସ ନି-ଶା କୁ ଛଡ଼ାଇ ଥିଲା । ନର୍ଗିସ ଦତ୍ତ କ୍ୟାନ୍ସର ରୋଗ ରେ ପୀ-ଡ଼ି-ତ ଥିଲେ ।
ଯେଉଁ କାରଣରୁ ୧୯୮୧ ମସିହାରେ ତାଙ୍କର ନି-ଧ-ନ ହୋଇଥିଲା । ଯେତେବେଳେ ସେ ହସ୍ପିଟାଲରେ ଥିଲେ ସୁନୀଲ ଦତ୍ତ ସେତେବେଳେ ତାଙ୍କ ଆବାଜ ରେକର୍ଡ କରୁଥିଲେ । ଏକ ଇଣ୍ଟରଭ୍ୟୁ ରେ ସଞ୍ଜୟ ଦତ୍ତ କହିଥିଲେ ଯେ, ସେ ତାଙ୍କ ମାଆ ଙ୍କ ମୃ-ତ୍ୟୁ ସମୟରେ ଆଦୋୖ କାନ୍ଦି ନଥିଲେ । କିନ୍ତୁ ଏହାର ୨ ବର୍ଷ ପରେ ନର୍ଗିସ ଙ୍କ ଆବାଜ ଶୁଣି ସେ ଦୀର୍ଘ ଦୁଇ ଘଣ୍ଟା ଧରି କାନ୍ଦିଥିଲେ । ପ୍ରକୃତ ରେ ଡ୍ର-ଗ୍ସ ର ନି-ଶା ଛଡ଼ାଇବା ପାଇଁ ସଞ୍ଜୟ ଦତ୍ତ ଙ୍କୁ ଆମେରିକା ର ଡ୍ର-ଗ୍ସ ରିହେବ ପଠା ଯାଇଥିଲା ।
ସେଠାରେ ସଞ୍ଜୟ ନିଜ ସାଙ୍ଗ ମାନଙ୍କ ସହିତ ବସିଥିଲେ । କେହି ଜଣେ ସେଠାରେ ନର୍ଗିସ ଙ୍କ ରେକର୍ଡ ହୋଇଥିବା ଆବାଜ କୁ ପ୍ଲେ କରିଥିଲା । ସେହି ମେସେଜ ନର୍ଗିସ ନିଜ ପୁଅ ସଞ୍ଜୟ ଦତ୍ତ ଙ୍କ ପାଇଁ ରେକର୍ଡ କରିଥିଲେ । ଏହି ରେକର୍ଡ ରେ ନର୍ଗିସ ନିଜ ପୁଅ ଙ୍କୁ କହିଥିଲେ ଯେ, “ସଞ୍ଜୁ କେବେବି ସବୁ ଜିନିଷ ଠାରୁ ଉର୍ଦ୍ଧ୍ବ ରେ ନିଜର ଵିନମ୍ରତା ଓ ପ୍ରାଥମିକତା କୁ ରଖିବ । ନିଜ ଚରିତ୍ର କୁ ସଫା ରଖିବ । କେବେବି ସୋଅଫ କରିବ ନାହିଁ ଏବଂ ସର୍ବଦା ଗୁରୁଜନ ଙ୍କ ଆଦର କରିବ ।
ଏହା ହିଁ ତୁମକୁ ଜୀବନ ରେ ଆଗକୁ ନେଇଯିବ ଏବଂ ତୁମ କାର୍ଯ୍ୟ କୁ ମଧ୍ୟ ଶକ୍ତି ଯୋଗାଇବ । ” ସଞ୍ଜୟ ଦତ୍ତ କହିଥିଲେ ଯେ, ଏହି ମେସେଜ ଶୁଣିବା ପରେ ସେ ଘଣ୍ଟା ଘଣ୍ଟା ଧରି କାନ୍ଦିଥିଲେ ଏବଂ ଯେତେବେଳେ ତାଙ୍କ ଆଖି ରୁ ଲୁହ ସରିଥିଲା ସେତେବେଳେ ସେ ସମ୍ପୂର୍ଣ୍ଣ ରୂପରେ ଜଣେ ଭିନ୍ନ ମଣିଷ ପାଲଟି ଯାଇଥିଲେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ସଞ୍ଜୟ ଦତ୍ତ ବହୁତ ଶୀଘ୍ର ଫିଲ୍ମ ‘ପୃଥ୍ବୀରାଜ’ ରେ ୨୦୨୨ ରେ ନଜର ଆସିବେ । ଏହି ଫିଲ୍ମ ରେ ତାଙ୍କ ସହିତ ଅକ୍ଷୟ କୁମାର, ସୋନୁ ସୁଦ ଓ ମାନୁସି ଛିଲ୍ଲର୍ ଭଳି କଳାକାର ନଜର ଆସିବେ ।
ଅନ୍ୟ ପକ୍ଷରେ ସେ ରଂବୀର କପୁର ଓ ବାଣୀ କପୁର ଙ୍କ ଦ୍ଵାରା ଅଭିନୀତ ଫିଲ୍ମ ‘ସମସେରା’ ରେ ମଧ୍ୟ ସଞ୍ଜୟ ଦତ୍ତ ନଜର ଆସିବେ । ଏହି ଫିଲ୍ମ ରେ ତାଙ୍କୁ ଖଳନାୟକ ରୂପରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ୧୩ ଅଗଷ୍ଟ ରେ ଡିଜ୍ନି ପ୍ଲସ ହଟ୍ ଷ୍ଟାର ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଭୁଜ’ ରେ ବି ନଜର ଆସିବେ । ଏହି ଫିଲ୍ମ ରେ ତାଙ୍କ ସହିତ ଅଜୟ ଦେବଗନ୍, ସୋନାକ୍ଷୀ ସିହ୍ନା, ଶରଦ କେଲକର୍ ଏବଂ ନୋରା ଫତେହି ମୁଖ୍ୟ ଭୂମିକା ରେ ନଜର ଆସିବେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ